“ମୋ ଶ୍ଵଶୁର ମତେ ପର୍ଶନାଲ୍ କଥା ପଚାରୁଛନ୍ତି, ଆଉ ସ୍ବାମୀ…” ଶ୍ଵଶୁର ନାଁରେ ବୋହୁ ଆଣିଲା ସାଂଘାତିକ ଅଭିଯୋଗ, ଯାହା କହୁଛନ୍ତି ଟିକେ ଶୁଣନ୍ତୁ

ଦର୍ଶକ ବନ୍ଧୁ ଆଜିର ସମୟରେ ସୋସିଆଲ ମିଡିଆରେ ପ୍ରତି ଦିନ କିଛି ନା କିଛି ଘଟଣା ବିଷୟରେ ଚର୍ଚ୍ଚା ହେଉଛି । ଖାସ କରି ଆଜିକା ଡେଟରେ ଝିଅ ମାନଙ୍କ ପ୍ରେମକୁ ନେଇ ତ ସ୍ଵାମୀ ସ୍ତ୍ରୀ କୁ ଘରୁ ବାହାର କରି ଦେଲା ଏଭଳି ମାମଲାରେ ଅନେକ ଘଟଣା ସାମ୍ନା କୁ ଆସୁଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଘଟଣା ନଜର କୁ ଆସିଛି । ଜଣେ ମହିଳା ନିଜ ଶ୍ଵଶୁର ଙ୍କ ନାଁ ରେ ଅଭିଯୋଗ କରିଛନ୍ତି ଆଉ କିଛି ଏପରି କହିଛନ୍ତି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

ବାପା ସମାନ ଶ୍ଵଶୁର ବୋହୂ ସହ ଏମିତି ବ୍ୟବହାର କରିପାରେ ତାହା ନ ଦେଖିଲେ ବିଶ୍ଵାସ କରି ହେବ ନାହି । ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ମହିଳା ଜଣକ କହିଛନ୍ତି କି “ମୁଁ ବାହା ହୋଇଥିଲି ୨୦୧୩ ଜୁଲାଇ ୭ରେ ସୁଶେନ କୁମାର ମହାରଣାଙ୍କୁ । ବାହାଘର ପରେ ମୋତେ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଲେ ଆଉ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରିଲେ । ଢେଙ୍କାନାଳରେ ଜାଗା, ହୋଣ୍ଡା କାର ଡିମାଣ୍ଡ କରିଲେ ମୋ ଶ୍ଵଶୁର ଘର ଲୋକେ ।

ମୋ ଘର ଲୋକେ ୫ଲକ୍ଷ ଟଙ୍କା ଯୌତୁକ ଆକାରରେ ଦେବା ସହ ସୁନା ଜିନିଷ ମଧ୍ୟ ଦେଲେ । ମୋ ଶ୍ଵଶୁର ବହୁତ କଦର୍ଯ୍ୟ ବ୍ୟବହାର କରିଛନ୍ତି ଯାହା ବିଷୟରେ ମୁଁ ମୋ ସ୍ବାମୀଙ୍କୁ କହିଲି ତଥାପି ସେ ବିଶ୍ଵାସ କରିଲି ନାହି । ଥରେ ରାତିରେ ମୋ ଶ୍ଵଶୁର ମୋ ପେଟରେ ହାତ ମାରିଥିଲେ ଯାହା ବିଷୟରେ ସ୍ବାମୀଙ୍କୁ କହିଲି କିନ୍ତୁ ସେ ଖିଲେ ମୋ ବାପା ଏମିତି କରି ନାହାନ୍ତି । ଶ୍ଵଶୁରଙ୍କୁ ପ୍ରତିବାଦ କରିବାରୁ ସେ କହିଲେ ପାଟି କରନି ଗାଁ ଲୋକେ ଶୁଣିଲେ ମୋ ଇଜ୍ଜତ ମହତ ତଳେ ପଡିବ ।

ତା ପରେ ମୋତେ ଶ୍ଵଶୁର ଭୁଲ ମାଗିଲେ ଆଉ ବାରମ୍ବାର କରି ଚାଲିଲେ । ସେ ଜାଣିଗଲେଣି ମୋ ବାଥରୁମରେ କେଉଁ  ଅବସ୍ଥାରେ ଗାଢୁଛି ମୋ ସ୍ବାମୀଙ୍କୁ ଆସି ଅଭିଯୋଗ କରିବେ ମୋ ଶ୍ଵଶୁର । ବହୁତ କଦର୍ଯ୍ୟ ଜିନିଷ ମୋ ଶ୍ଵଶୁର ମୋତେ ପଚାରନ୍ତି  ଯେଉଁଟା ମୋ ସ୍ଵାମୀଙ୍କୁ କହିଲେ ବି ସେ ଭାବିଲେ ମିଛ କହୁଛି । ମୋତେ ମାରିବାକୁ କାହାକୁ ଟଙ୍କା ଦେଇଛନ୍ତି । କୁମାର ପୂର୍ଣ୍ଣିମାରେ ମୋତେ ଭାର ଦେଇ ବାପଘରକୁ ପଠାଇଲେ ଆଉ କହିଲେ ୧୫ ଦିନ ପରେ ଆସି ନେବୁ ।

କିନ୍ତୁ ତ ପରେ କୋର୍ଟରେ ମୋ ନାଁ ରେ କେସ କରିଛନ୍ତି । ଢେଙ୍କାନାଳ ଓ ସାଲେପୁର ଥାନାରେ ମୁଁ ଏତାଲା ଦେଇଥିଲେ ବି କେସ ପ୍ରତିକ୍ରିୟା ଦେଖାଇ ନାହାନ୍ତି କି ପରିବାର ଲୋକ ଶୁଣୁ ନାହାନ୍ତି । ମୋତେ ମୋ ସ୍ଵାମୀ ଦରକାର ନ୍ୟାୟ ଦରକାର । ମୋ ଚରିତ୍ର ଉପରେ ଆଙ୍ଗୁଳି ଉଠାଯାଇଛି ତାହାର ନ୍ୟାୟ ଦରାକର । ନାଁ ଖାଇବି ନାଁ ପିଇବି ମୁଁ ଜୀବନକୁ ଶେଷ କରିଦେବି ମୋତେ ନ୍ୟାୟ ନ ମିଳିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *