ଏଇ 5ଟି କଥାରେ ଧରା ପଡିଯାଉଛି Nandini କହୁଥିବା ଡ଼ାହା ମିଛ କଥା…. ଶୁଣନ୍ତୁ ତାଙ୍କ Audio ରେକର୍ଡିଂ

ବନ୍ଧୁଗଣ ରାଜଧାନୀର ବୋହୁ ନନ୍ଦିନୀର ଏମିତି ୫ଟି ଡାହା ମିଛ ଜଣା ପଡିଛି ଯାହା ତାଙ୍କ କଥାରୁ ସ୍ପଷ୍ଟ ହେଉଛି । ପ୍ରଥମ ମିଛ ହେଉଛି ସେ କେତେବେଳେ ତାଙ୍କ ସ୍ବାମୀଙ୍କୁ ଭଲ କହୁଛନ୍ତି ତ ଆଉ କେତେବେଳେ ଖରାପ କହୁଛନ୍ତି । ତେବେ ଗୋଟେ ଦିନରେ ସେ ସ୍ଵାମୀଙ୍କୁ ଏତେ ଭଲ ଭାବେ ଚିହ୍ନିଲେ କେମିତି । କାରଣ ବିବାହ ପୂର୍ବରୁ ସେ ସ୍ବାମୀଙ୍କ ସହ କଥାବାର୍ତ୍ତା କରି ନାହାନ୍ତି । ଆଉ ସେ କହିଲେ ବାହାଘରର ଗୋଟିଏ ରାତିରେ ତାଙ୍କ ସ୍ଵାମୀ ପରିବାର ବିଷୟରେ ବହୁତ କିଛି କହିଛନ୍ତି ।

ଦିତୀୟ ମିଛ କହୁଛନ୍ତି ମୋ ସ୍ଵାମୀ ଜଣେ ଓଲା ବୋଲି କହୁଛନ୍ତି ବାସ୍ତବରେ ଦେଖିବାକୁ ଗଲେ ତାଙ୍କ ସ୍ଵାମୀ ବଳରାମ ସାହସର କରୁଛନ୍ତି ଯାହା ଏଭଳି ସ୍ଥିତରେ କେହି ବି ଶିକ୍ଷିତ ଲୋକ କରିବାକୁ ଭୟ କରିବେ । ପୋଲିସ ସହ ଗଣ ମାଧ୍ୟମ ଆଗରେ ଗୋଟି ଗୋଟି କଥା ସତ କରି କହିବା ସହ ତାଙ୍କୁ ମାଡ ମାରିବା କଥା କହିଛନ୍ତି । ତୃତୀୟ ମିଛ ହେଉଛି ନନ୍ଦିନୀଙ୍କର ତାଙ୍କ ଭିଣୋଇଙ୍କ ସହ ସମ୍ପର୍କ ଥିବା ।

ଏପରିକି ଯେଉଁ କଥା ବଳରାମଙ୍କ ପରିବାର କହୁଛନ୍ତି ଯେ ଯାହା ବାହାଘର ପ୍ରଥମ ଦିନରେ ନନ୍ଦିନୀ ତାଙ୍କ ଭିଣୋଇଙ୍କ ସହ ଖୁଲମ ଖୁଲା ମିଶୁଥିଲେ । ଏଭଳି କି ନନ୍ଦିନୀ ତାଙ୍କ ଭିଣୋଇଙ୍କ ସହ ଆଲିଙ୍ଗନ କରିବାର ଦୃଶ୍ୟ ମଧ୍ୟ ବଳରାମଙ୍କ ମା ନିଜ ଆଖିରେ ଦେଖିଛନ୍ତି । ତେବେ ପ୍ରଶ୍ନ ଉଠୁଛି ବାହାଘରର ପ୍ରଥମ ଦିନରେ ନୂଆ ବୋହୁ ପ୍ରତି ଶାଶୁ ଏମିତି କଣ ପାଇଁ କହିବେ ।

ଆଉ କାହିଁକି ଗୋଟିଏ ଦିନରେ ସବୁ କିଛି ଓଲଟ ପାଲଟ ହୋଇଗଲା । ଚତୁର୍ଥ ମିଛ ହେଉଛି ନନ୍ଦିନୀ କହୁଛନ୍ତି ତାଙ୍କ ଶାଶୁଘର ଲୋକେ ଟଙ୍କା ପାଇଁ ତାଙ୍କ ସହ ଏଭଳି ବ୍ୟବହାର କରୁଛନ୍ତି । ଅପର ପକ୍ଷରେ ନନ୍ଦିନୀ କହୁ ନାହାନ୍ତି ଯେଉଁ ଟଙ୍କା ଓ ସୁନା ଗହଣା ତାଙ୍କୁ ଶ୍ଵଶୁର ଘର ତରଫରୁ ମିଳିଥିଲା ଏ ସବୁକୁ ନେଇ କିଭଳି ଚାଲି ଯାଇଛନ୍ତି ।

ପଞ୍ଚମ ମିଛ ଯାହା ସବୁଠାରୁ ବଡ ମିଛ କଥା ହେଉଛି ନନ୍ଦିନୀ କହୁଛନ୍ତି ମୋ ସ୍ଵାମୀ କଥା କହିବା ସମୟରେ ଲାଖୁଛନ୍ତି ବା ତାଙ୍କର ପାଟି ଲାଗୁଛି । କିନ୍ତୁ ନନ୍ଦିନୀ ନିଜେ ପ୍ରାଞ୍ଜଳ ଭାବେ ସବୁ ମିଛ କଥା ଯେ କହି ଦେଉଛନ୍ତି ତାହା ହିଁ ବଡ ତାଜୁବର ବିଷୟ ।

ଯଦି ଗୋଟେ ଝିଅ ପ୍ରତି ଏତେ ଅନ୍ୟାୟ ହୋଇଛି ତେବେ ସେ କାହିଁକି ପ୍ରଥମ ରୁ ଥାନାକୁ ଗଲେ ନାହି । ପ୍ରକୃତରେ ଥାନାକୁ ବଳରାମ ଆଉ ତାଙ୍କ ପୁରା ପରିବାର ହିଁ ଆସିଛନ୍ତି । ଆଉ ଗଣ ମାଧ୍ୟମରେ ସବୁ କଥା ପ୍ରଘଟ ହେବ ଅପରେ ହିଁ ନନ୍ଦିନୀ ନିଜ ପକ୍ଷରେ ଅନେକ ଗୁଡିଏ କଥା ସଫେଇ ଦେଇଛନ୍ତି ।

ତେବେ ଗଣ ମାଧ୍ୟମରେ ଏ କଥା ପ୍ରମାଣିତ ହେବ ନାହି କି କିଏ ଠିକ ଆଉ କିଏ ଭୁଲ । କିନ୍ତୁ ନନ୍ଦିନୀ ପ୍ରାଞ୍ଜଳ ଭାବେ ଗୋଟି ଗୋଟି କରି ମିଛ କହୁଛନ୍ତି ଏଥିରୁ ସ୍ପଷ୍ଟ ଏହୁଛି ସେ ସବୁ ଦେଖିବା ପରେ ନିଶ୍ଚିନ୍ତ ଭାବେ କେଉଁଠି ଶିଖି କହୁଛନ୍ତି । ବନ୍ଧୁଗଣ ଆପଣଙ୍କର ନନ୍ଦିନୀଙ୍କର କୁହାଯାଇଥିବା ଏହି ମିଛ କଥା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *