Ardhendu ଓ Pallavi କିପରି ପାଳିଲେ କୁନି ଝିଆରୀ ର ଜନ୍ମଦିନ, ଦେଖନ୍ତୁ Video

ଓଲିଉଡ ଜଗତର କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ପ୍ରେମ କରି ବିବାହ ବନ୍ଧନ ରେ ଆବଦ୍ଧ ହୋଇଛନ୍ତି । ତେବେ ସେମାନେ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଥିବାର ନଜର ଆସିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ଅର୍ଦ୍ଧେନ୍ଦୁ ଓ ଅଭିନେତ୍ରୀ ପଲ୍ଲଭୀ କିପରି ଭାବେ ନିଜ ଝିଅର ଜନ୍ମ ଦିନ ପାଳନ କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଓଲିଉଡ ସେଲିବ୍ରେଟି ଅର୍ଦ୍ଧେନ୍ଦୁ ଓ ପଲ୍ଲଭୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଏହି ଦୁଇ କଳାକାର ଅନେକ ସିରିଏଲ ରେ ଅଭିନୟ କରିବାର ନଜର ଆସିଛନ୍ତି । ଦୁହେଁ ଶୁଟିଙ୍ଗ ସେଟ ରୁ ପରସ୍ପର କୁ ପ୍ରେମ କରି ବିବାହ ବନ୍ଧନ ରେ ଆବଦ୍ଧ ହୋଇଛନ୍ତି ।

ଖୁଶିର ଖବର ହେଉଛି ଦୁହିଙ୍କର ଗୋଟେ କୁନି ଝିଅ ହୋଇଛି । ଏହି ଭିଡିଓ ରେ ଦୁହେଁ ନିଜ ଝିଅର ପ୍ରଥମ ଜନ୍ମ ଦିନ ପାଳନ କରିବାର ନଜର ଆସୁଛନ୍ତି । ବହୁତ ଧୂମଧାମ ରେ ଏହି ଦୁଇଆ ଦମ୍ପତି ନିଜ ଝିଅର ଜନ୍ମ ଦିନ ପାଳନ କରିବାର ନଜର ଆସୁଛନ୍ତି । ଏହା ସହ ମଜାମସ୍ତି ମଧ୍ୟ ଏହି ଦୁଇ ଦମ୍ପତି ନିଜ କୁନି ଝିଅ ସହ କରିବାର ଏହି ଭିଡିଓ ରେ ନଜର ଆସୁଛନ୍ତି ।

ତାଙ୍କ ଝିଅ କେକ କାଟି ବହୁତ ଖୁସିରେ ନିଜର ଜନ୍ମ ଦିନ ପାଳନ କରୁଛନ୍ତି । ଏହି ଜନ୍ମ ଦିନରେ ତାଙ୍କର ସମ୍ପର୍କୀୟ ଓ ପରିବାର ଲୋକ ମାନେ ଯୋଗ ଦେଇଛନ୍ତି । ତେବେ ବହୁତ ସୁନ୍ଦର ଭାବେ ଯେଉଁ ଘରେ ଜନ୍ମ ଦିନ ପଲାଣ କରା ଯାଉଛି ସେହି ଘରକୁ ସଜା ଯାଇଛି । ଡୁହନେ ନିଜ ଝିଅ କୁ ଭଉତ ସୁନ୍ଦର ଉପହାର ଗିଫ୍ଟ କରିବା ସହ ତା ସହ ବହୁତ ମଜାମସ୍ତି କରୁଛନ୍ତି । ଏହି ଭିଡିଓ ରେ ତାଙ୍କ ଝିଅ ଖେଳୁଥିବାର ନଜର ଆସୁଛି । ଏହା ସହ ତାଙ୍କ ଝିଅ ଦେଖିବାକୁ ବହୁତ କ୍ୟୁଟ ଲାଗୁଛି ଯାହାକୁ ଦୁହେଁ ବହୁତ ଭଲ ପାଆନ୍ତି ।

କୁନି ଝିଅ ଟି ନିଜ ବାପା ମା ସହ ବହୁତ ଖୁସିରେ ନିଜ ଜନ୍ମ ଦିନ ପାଳନ କରୁଛି । ଆଶା କରୁଛୁ ଅଭିନେତା ଅର୍ଦ୍ଧେନ୍ଦୁ ଓ ଅଭିନେତ୍ରୀ ପଲ୍ଲଭୀ ଙ୍କର କୁନି ଝିଅ ଏମିତି ହସ ଖୁସିରେ ନିଜର ସମୟ ବିତାଉ ଥାଉ । ଏହି ଦୁଇଆ କଳାକାର ଅଲିଉଡ ଜଗତରେ ନିଜର ଜବରଦସ୍ତ ଅଭିନେତା ଦ୍ଵାରା ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *