ଦେଖନ୍ତୁ ହଟାତ Live ଆସି ନିଜ ଫ୍ୟାନ୍ସ ମାନଙ୍କୁ କାନ୍ଦି କାନ୍ଦି କାହିଁକି ଏମିତି କହିଲେ Rani Panda, ଦେଖିଲେ ଆଖିରେ ଲୁହ ରହିବନି

ଓଡିଶାର ସବୁଠୁ ଚର୍ଚିତ ଅଭିନେତ୍ରୀ ରାନୀ ପଣ୍ଡା ସବୁବେଳେ କୌଣସି ନା କୌଣସି କଥାକୁ ନେଇ ଚର୍ଚିତ ରହିଥାନ୍ତି । ସେ ପ୍ରାୟତଃ କେତେକ ମା-ମ-ଲା-ରେ ନିଜର ବି-ବା-ଦୀ-ୟ ବ-ୟା-ନକୁ ନେଇ ଚର୍ଚାରେ ରହିଥାନ୍ତି । ଏହା ସହିତ ସେ ଗରିବ ଲୋକମାନଙ୍କୁ ସାହାର୍ଯ୍ୟ କରୁଥିବାର ବି ନଜର ଆସନ୍ତି । ଓଲିଉଡର କେତେକ ଷ୍ଟାର ଯେଉଁ କାମକୁ କରନ୍ତି ନାହିଁ ତାକୁ ରାନୀ ପଣ୍ଡା ନିଶ୍ଚିତ ରୂପରେ କରନ୍ତି । ରାନୀ ପଣ୍ଡା ଓଲିଉଡ ଦୁନିଆର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି ।

ସେ ବହୁତ ହି-ଟ ହି-ଟ ଗୀତରେ ନାଚିଛନ୍ତି ଓ ଦର୍ଶକମାନଙ୍କୁ ମନୋରଞ୍ଜନ ମଧ୍ୟ କରିଛନ୍ତି । ବର୍ତ୍ତମାନ ଖବର ଆସୁଛି କି ରାନୀ ପଣ୍ଡା ଓଡିଶା ଛାଡି ଚାଲି ଯାଉଛନ୍ତି । ଏହି ଖବର ବିଷୟରେ ରାନୀ ପଣ୍ଡା ନିଜେ ହିଁ ନିଜର ଫ୍ୟାନମାନଙ୍କୁ ଏକ ଭି-ଡି-ଓ ମାଧ୍ୟରେ କହିଛନ୍ତି ।

ଯାହାକି ଗତକାଲି ସେ ନିଜର ଇନ୍ସ୍ଟାଗ୍ରାମ ଆକାଉଣ୍ଟରେ ଶେୟାରେ କରିଥିଲେ । ଏହି ଭି-ଡି-ଓ-ରେ ରାନୀ ପଣ୍ଡା କହିଲେ କି ସେ ଆଜି ଓଡିଶା ଛାଡି ଚାଲି ଯାଉଛନ୍ତି ଓ ଆଜି ତାଙ୍କର ଶି-ଫ-ଟି-ଙ୍ଗ ଅଛି । ଏହା ସହିତ ସେ ନିଜ ଘରର କଣ ପରିସ୍ଥିତି ହୋଇଛି ତାହା ସେ ଦେଖାଇଲେ । ଏତିକି କହିବା ପରେ ସେ କା-ନ୍ଦି ପକାଇଲେ ।

ରାନୀ ପଣ୍ଡା କେତେବେଳେ ନିଜର ଆଇଟମ ଗୀତାକୁ ନେଇ ତ କେତେକବେଳେ ଗରିବ ଓ ଅସହାୟ ଲୋକାଙ୍କୁ ସାହାର୍ଯ୍ୟ କରୁଥିବା ବିଷୟକୁ ନେଇ ଚର୍ଚାରେ ରହିଥାନ୍ତି । କିନ୍ତୁ ବର୍ତ୍ତମାନ ରାନୀ ପଣ୍ଡା ଓଡିଶା ଛାଡି ଚାଲି ଯାଇଛନ୍ତି । ଏହି ବି-ଦା-ୟ ନେବାର ଏକ ଭି-ଡି-ଓ ସେ ଶେୟାର କରି ନିଜର ଫ୍ୟାନଙ୍କୁ କିଛି ମ୍ୟାସେଜ ବି ଦେଉଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି ମୁଁ ଓଡିଶାରୁ ବିଦାୟ ନେଉଛି ପୁଣି ଫେରିଲେ ତୁମର ।

ଏହା ସହିତ ସେ ଲେଖିଲେ କି ବି-ଦା-ୟ ଦିଅ ମୋତେ ଜୀବନରେ ସଂ-ଘ-ର୍ଷ ଜାରି ରହିବ ମୋର । ଓଡିଶାବାସୀ ଭଲରେ ରୁହନ୍ତୁ । ଯେତେବେଳେ ଅସୁବିଧା ହେବ ମୁଁ ଠିଆ ହେବି । ଆପଣଙ୍କ ବିବାଦୀୟ ରାନୀ ପଣ୍ଡା । ଏହି ଖବର ସାମ୍ନାକୁ ଆସିବା ପରେ ରାନୀ ଓ ତାଙ୍କର ଫ୍ୟାନକୁ ଏହା ବହୁତ କ-ଷ୍ଟ ଓ ଦୁଖିତ କରିଛି ।

କିନ୍ତୁ ରାନୀ ପଣ୍ଡା ଓଡିଶା ଛାଡି କେଉଁ ସ୍ଥାନକୁ ଯାଉଛନ୍ତି ଏହା ବିଷୟରେ କୌଣସି ସୂଚନା ନାହିଁ ଓ ସେ ଓଡିଶା କାହିଁକି ଛାଡୁଛନ୍ତି ଏହା ବିଷୟରେ କେହି କିଛି ଜାଣି ନାହାନ୍ତି । କହିଦେଉଛୁ କି ରାନୀ ପଣ୍ଡା ଭୁବନେଶ୍ଵରରେ ରହୁଥିଲେ ।

Leave a Reply

Your email address will not be published. Required fields are marked *