Unlock 5 Guidelines: ଦେଶରେ ଅନଲକ ୫ ପ୍ରକ୍ରିୟା ଆରମ୍ଭ, ବଦଳିଲା ଏହି 5 ବଡ ନିୟମ

କରୋନା ଭାଇରସ ପାଇଁ ପୁରା ଦେଶ ଓ ପୁରା ଦୁନିଆ ବର୍ତମାନ ପର୍ଯ୍ୟନ୍ତ ଲଢୁଛନ୍ତି ଓ ଏହାର ଭ୍ୟାକସିନ ପାଇଁ ମଧ୍ୟ ବୈଜ୍ଞାନିକ ଦିନ ରାତି ଗୋଟେ କରିଛନ୍ତି କିନ୍ତୁ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ସରକାର ବର୍ତମାନ ଅନଲକ ୫ ପ୍ରକ୍ରିୟା ଜାରି କରିଛନ୍ତି ଯାହା ଅନୁଯାଇ ବହୁତ ପରିବର୍ତନ ଦେଖିବାକୁ ମିଳିବ । ତେବେ କରୋନା ବହୁତ ଜୀବନ ନେଇଛି କିନ୍ତୁ ଏବେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା କମି ଯାଇଛି ଓ ଲୋକ ବହୁତ ଶୀଘ୍ର ସ୍ଵସ୍ଥ ହୋଇ ଫେରୁଛନ୍ତି ।

Image Courtesy: Google

ତେବେ ଖବର ଅନୁଯାଇ ଅକ୍ଟୋବର ୫ରୁ ବହୁତ କିଛି ଖୋଲା ହବ ଯେମିତିକି କୋଚିଙ୍ଗ ସେଣ୍ଟର, ସ୍କୁଲ କଲେଜ ଓ ଅନ୍ୟ ପାଠ ସଂସ୍ଥା ଏହାକୁ ଖୋଲା ହବା ପାଇଁ ବହୁତ ନିୟମ ମଧ୍ୟ କରା ଯାଇଛି ଛୁଆଙ୍କ ମଧ୍ୟରେ ୩ ଫୁଟ ଦୂରତା ରହିବ ଗୋଟେ କ୍ଳାସରେ ସେତିକି ପିଲା ବସିବେ ଯେତେ ଦୂରତା ଅନୁଯାଇ ବସି ପାରିବେ । ତେବେ ଛୁଆଙ୍କୁ ସ୍କୁଲ, ବା କଲେଜ ବା କୋଚିଙ୍ଗ ଯିବା ପାଇଁ ମା ବାପାଙ୍କ ଲିଖିତ ଅନୁମତି ଆଣିବାକୁ ହବ । ଏହା ଛଡା ସ୍କୁଲ ବା କଲେଜରେ ଦୂରତା ସହ ସାନିଟାଇଜର ଓ ଅନ୍ୟ ଜିନିଷ ବ୍ୟବହାର କରା ଜୀବ ଯାହା କରୋନାରୁ ରକ୍ଷା କରିବ ।

Image Courtesy: Google

ଏହା ଛଡା କେନ୍ଦ୍ର ସରକାର ଏହା ନିସ୍ପତି କରିଛନ୍ତି ଯେ ମଲ୍ଟିଫ୍ଲେକ୍ସ ଓ ସବୁ ସିନେମା ଘର ଖୋଲା ଜୀବ କିନ୍ତୁ ଏଥିରେ ମଧ୍ୟ ବହୁତ ପ୍ରକାର ନିୟମ କରା ଯାଇଛି ସରକାର ଅନୁଯାଇ ସିନେମା ଘର ଟିକେଟ କେବଳ ୫୦% ବିକା ହବ କାହିଁକିନା ଲୋକଙ୍କୁ ସାମାଜିକ ଦୂରତାରେ ବସା ହବ ଓ ଲୋକ ନିଜ ଇଛାରେ ଚଳଚିତ୍ର ଦେଖି ପାରିବେ । କେନ୍ଦ୍ର ସରକାର ଏହା ନିଷ୍ପତ୍ତି କରିଛନ୍ତି ଯେ ଯଦି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁମତି ପ୍ରଦାନ କରନ୍ତି, ତେବେ ଖେଳ ଓ ଅନ୍ୟ ସ୍ପୋଟ୍ସ ସୁବିଧା ୧୫ ଅକ୍ଟୋବରରୁ କରା ଜୀବ ।

Image Courtesy: Google

ଏହା ସହ ବୁଲା ବୁଲି ଜାଗା ବା ଏଣ୍ଟରଟେନମେଣ୍ଟ ଜଗତ ମଧ୍ୟ ୧୫ ଅକ୍ଟୋବରରୁ ଖୋଲା ଜୀବ କିନ୍ତୁ ଏହି ସବୁ ସଂସ୍ଥାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ଵାରା ଜାରି କରା ଯାଇଥିବା ନିୟମ ମାନିବାକୁ ହବ ଯାହା ଦ୍ଵାରା ସମାଜ କରୋନା ଭଳି ରୋଗରୁ ବଞ୍ଚି ରହି ପାରିବେ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାଇ ରାଜ୍ୟ ବାହାର ଟ୍ରାନ୍ସପୋର୍ଟ ମଧ୍ୟ ଏବେ ୧୫ ଅକ୍ଟୋବରରୁ ଆରମ୍ଭ କରା ଯାଇ ପାରିବ ଓ ବାହନ ଯିବା ଆସିବା କରି ପାରିବେ, ତେବେ ଅନଲକ ୫ରେ ସବୁ ପ୍ପ୍ରାକାର ସୁବିଧା ସରକାର ଆରମ୍ଭ କରୁଛନ୍ତି କିନ୍ତୁ ଆପଣଙ୍କୁ ନିଜ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିୟମ ମାନିବା ଉଚିତ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *