ବୋଲ୍ଡନେସର ସବୁ ସୀମା ପାର କଲେ TV ର ଏହି 4 ହିରୋଇନ, ଆଗରୁ କେବେ ଦେଖିନଥିବେ

ଆଜିକା ସମୟରେ ଚଳଚିତ୍ର ଯେତେ ପ୍ରସିଦ୍ଧ ହେଉ ନାହିଁ ତା ଠାରୁ ଅଧିକ ଟିଭି ସିରିଏଲ ହିରୋ ହିରୋଇନ ଅଧିକ ପ୍ରସିଦ୍ଧ ହୋଇଥାନ୍ତି । ଟିଭି ସିରିଏଲ ଅଭିନେତ୍ରୀମାନେ ପ୍ରାୟତଃ ସିରିଏଲରେ ବୋଲ୍ଡ କପଡା ପିନ୍ଧନ୍ତି ନାହିଁ ସେ ସାମାନ୍ଯ ଲୋକଙ୍କ ଭଳି ସାରି ଓଁ ସଲ୍ୱାର ପିନ୍ଧିବା ପସନ୍ଦ କରନ୍ତି କିନ୍ତୁ ନିଜ ପର୍ସନଲ ଲାଇଫରେ ସେ ବହୁତ ବୋଲ୍ଡ ଅଟନ୍ତି ଓ ଏମିତି କିଛି ପିନ୍ଧିଥାନ୍ତି ଯାହା ପାଇଁ ଅଭିନେତ୍ରୀ ମାନେ ଟ୍ରୋଲ ମଧ୍ୟ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଡ୍ରେସିଙ୍ଗ ଷ୍ଟାଇଲ ପାଇଁ ବହୁତ ଟ୍ରୋଲ ହେଇଛନ୍ତି ।

୧. ତ୍ରିଧା ଚୌଧରୀ :

ଆପଣ ମାନେ ବର୍ତମାନ ୱେବ ସିରିଜ ରେ ଟପରେ ଅଛନ୍ତି ତ୍ରିଧା କାହିଁକିନା ଆଶ୍ରମ ସିରିଜରେ ତ୍ରିଧା ବହୁତ ବୋଲ୍ଡ ଅନ୍ଦାଜରେ ବୋବୀ ଦେଓଲ ଓ ନିଜ କୋଏକ୍ଟର ସହ ଦେଖା ଦେଇଛନ୍ତି । ତାଙ୍କ ବୋଲ୍ଡ ସିନ ଦେଖି ବହୁତ ଲୋକ ଆଶ୍ଚର୍ଯ୍ୟରେ ମଧ୍ୟ ଅଛନ୍ତି କାହିଁକିନା ସମସ୍ତେ ତାଙ୍କୁ ଛୋଟ ପର୍ଦାରେ ସଂସ୍କାରୀ ଭାବରେ ଦେଖିବାକୁ ପାଇଥିଲେ ।

୨. ନିଆ ଶର୍ମା :

ଆପଣ ମାନେ ନିଆ ଶର୍ମାଙ୍କୁ ଏକ ହଜାରୋ ମେଂ ମେରି ବେହନା ହେ ଓ ଜମାଇ ରାଜା ଭଳି ବହୁତ ପ୍ରସିଦ୍ଧ ସିରିଏଲରେ କାମ କରିଥିବାର ଦେଖିଥିବେ କିନ୍ତୁ ଅସଲ ଜୀବନରେ ନିଆ ବହୁତ ଅଲଗା ଅଟନ୍ତି । ନିଆ ବହୁତ ରାଗି ଅଟନ୍ତି ଯାହା ଦ୍ଵାରା ସେଟରେ ତାଙ୍କର କାହା ନା କାହା ସହ ବାଦ ବିବାଦ ହୋଇଥାଏ ଏହା ଛଡା ସେ ନିଜ ଅସଲ ଜୀବନରେ ବହୁତ ବୋଲ୍ଡ ସ୍ଵଭାବ ର ଅଟନ୍ତି ।

୩. ସାରା ଅଲି ଖାନ :

ଆପଣ ମାନେ ସାରା ଅଲି ଖାନଙ୍କୁ ଭଲ ଭାବରେ ଜାଣିଥିବେ ସାରା ନିଜ ପ୍ରଥମ ସିରିଏଲ ବିଦାଇ ଦ୍ଵାରା ବହୁତ ପ୍ରସିଦ୍ଧ ହୋଇଥିଲେ ଯାହା ପରେ ସେ ଡିମାଣ୍ଡରେ ଥିଲେ ଏହା ପରେ ସେ ଶକ୍ତି ସିରିଏଲରେ ମୋହିନୀ ଅଭିନୟ କରିଥିଲେ ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା କିନ୍ତୁ କିଛି ସିରିଏଲରେ ସେ ଏତେ ବୋଲ୍ଡ ସିନ କରିଥିଲେ ଯେ ମୁସ୍ଲିମ କମୁନିଟି ତାଙ୍କୁ ବ୍ୟାନ କରିବାରେ ଲାଗିଥିଲେ ।

୪. ମୋନି ରୟ :

ଆଜିକା ସମୟରେ ମୋନି ରୟକୁ କିଏ ଅବା ଜାଣି ନାହିଁ, ମୋନି ରୟ ବହୁତ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ଓ ସେ ଏମିତି ଗୋଟେ ଅଭିନେତ୍ରୀ ଅଟନ୍ତି ଯିଏ ଟିଭି ଦୁନିଆରୁ ଚଳଚିତ୍ର ଦୁନିଆକୁ ଯାଇଛନ୍ତି, ତାଙ୍କ ବୋଲ୍ଡ ଅବତାର ଦେଖି ଦର୍ଶକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *