ମାତା ପିତା ଠାରୁ ଦୂରେଇ ଯିବା କଣ ପାଇଁ ଆବଶ୍ୟକ ! -Krishna Vaani

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଭଗବତ ଗୀତାରେ ଭଗବାନ କୃଷ୍ଣ ବହୁତ କିଛି ଭଲ କଥା କହିଛନ୍ତି ଯାହା ଅନୁଯାଇ ମଣିଷକୁ ନିଜ ଜୀବନ ରେ କଣ କରିବା ଉଚିତ, ଜୀବନରେ କାହାକୁ କଷ୍ଟ ଦେଲେ ଆପଣ କେବେ ଶାନ୍ତିରେ ରହି ପାରିବେଣୀ ବୋଲି ଭଗବାନ ଶ୍ରୀ କୃଷ୍ଣ କହିଥିଲେ । ଜୀବନରେ ଏମିତି ବହୁତ ସମୟ ଆସିହାଏ ଯେତେବେଳେ ଆମେ ଏହା ଭାବିଥାଉ ଯେ ଆମେ କିଛି ଭୁଲ କରିନୁ ତ ଆମ ଦ୍ଵାରା ଏମିତି କିଛି ହୋଇ ନାହିଁ ତ ଯାହା ଫଳ ସ୍ୱରୂପ ଆମ ଜୀବନରେ କିଛି ଖରାପ ହବ । ତେବେ ଆଜି ଆମେ ଆପଣଙ୍କୁ ଭଗବାନ ଶ୍ରୀ କୃଷ୍ଣଙ୍କ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣ କେବେ ଭାବି ନଥିଲେ ।

Image Courtesy: Google

ଭଗବାନ ଶ୍ରୀ କୃଷ୍ଣ ଭଗବତ ଗୀତାରେ କହିଥିଲେ ଜୀବନରେ କେବେ ବି ସିଂହ ଭଳି ହବା ଉଚିତ ନୁହ ସବୁବେଳେ ପିମ୍ପୁଡି ଭଳି ହବା ଆବଶ୍ୟକ ଅଟେ । କାହିଁକିନା ପିମ୍ପୁଡି ନିଜ ଅଜନ ଠାରୁ ଅଧିକ ଉଠାଇଥାଏ ଏହାର ଅର୍ଥ ନିଜ କ୍ଷମତା ଠାରୁ ଅଧିକ ପରିଶ୍ରମ କରିଥାଏ । ଏହା ଛଡା ପିମ୍ପୁଡି ଏମିତି ଗୋଟେ ଜୀବ ଯେଉଁ ପର୍ଯ୍ୟନ୍ତ ଆପଣ ତାକୁ କଷ୍ଟ ଦେଇ ନାହାନ୍ତି ସେହି ପର୍ଯ୍ୟନ୍ତ ସେ ମଧ୍ୟ ଆପଣଙ୍କୁ କଷ୍ଟ ଦବ ନାହିଁ କିନ୍ତୁ ତାକୁ କଷ୍ଟ ହେଲେ ଆପଣ ଯେତେ ବଡ ଜୀବ ହେଲେ ମଧ୍ୟ ସେ ନିଜ କ୍ଷମତା ଅନୁଯାଇ ଆପଣଙ୍କୁ କାମୁଡିଥାଏ ।

Image Courtesy: Google

ଭଗବାନ ଶ୍ରୀ କୃଷ୍ଣ ଏଥିପାଇଁ ଏମିତି କହିଛନ୍ତି କାହିଁକିନା ସିଂହ ଜଙ୍ଗଲ ରାଜା ଅଟେ କିନ୍ତୁ ବହୁତ ଅଳସୁଆ ଜୀବ ଅଟେ, ତାକୁ ଯେତେବେଳେ ଭୋକ ଲାଗିଥାଏ ସେ ସେହି ସମୟରେ ଶିକାର କରିଥାଏ ଓ ଅନ୍ୟ ସମୟରେ ଆରାମ କରିଥାଏ କିନ୍ତୁ ପିମ୍ପୁଡି ବହୁତ ପରିଶ୍ରମୀ ଅଟନ୍ତି ସେ ଆଜି ସହ ଭବିଷତ ବିଷୟରେ ମଧ୍ୟ ଚିନ୍ତା କରନ୍ତି ସେଥିପାଇଁ ତାଙ୍କୁ ଭବିଷତରେ ଅସୁବିଧା ବହୁତ କମ ହୋଇଥାଏ ।

Image Courtesy: Google

ଆଜି ଯେଉଁ କଥା ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ହେଉଛି ମା ବାପାଙ୍କୁ ଠାରୁ ଛୁଆଙ୍କୁ ଦୂରେଇ ରହିବା ଉଚିତ କଣ ପାଇଁ ? ଯେତେବେଳେ ଗୋଟେ ଗଛରୁ ଗୋଟେ ଡାଳ ଭାଙ୍ଗିଥାଏ ସେହି ଡାଳ ସଡି ଯାଇଥାଏ ନଚେତ ନୂଆ ଗଛ ହୋଇ ବଢିବାକୁ ଲାଗିଥାଏ । ଛୁଆବି ଏମିତି ହୋଇଥାନ୍ତି ଯଦି ଆବଶ୍ୟକତା ଠାରୁ ଅଧିକ ପ୍ରେମ ପାଇବେ ତେବେ ସେ ନିଜ ରାସ୍ତା ନିଜେ ବାଛି ପାରିବେ ନାହିଁ ଓ ତାଙ୍କୁ ନିଜ ଜୀବନରେ କଣ କରିବାକୁ ଅଛି ତାହା ସ୍ପଷ୍ଟ ବୁଝା ପଡି ନଥାଏ କିନ୍ତୁ ଯଦି ମା ବାପା ସବୁ ଥାଇ ମଧ୍ୟ ନିଜ ଛୁଆକୁ କିଛି ଅଭାବରେ ରଖନ୍ତି ସେତେବେଳେ ସେ ତା ମୂଲ୍ୟ ବୁଝନ୍ତି ଓ ନିଜ ଜୀବନରେ କିଛି ଭଲ କରନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *