ଦେଶୀ ଚୋର ର ଅନ୍ଦାଜ ଦେଖି ବିଦେଶୀ ଚୋର ବି କରିବେ ସଲାମ, ଦେଖନ୍ତୁ ଏହି ମହିଳାର କାରନାମା…. ହସି ହସି ଗଡିବେ

ବନ୍ଧୁଗଣ ଆଜିର ଦୁନିଆରେ ଚୋରୀ କରିବା ଏହା ସହଜ ପ୍ରକ୍ରିୟା ହୋଇ ଗଲାଣି । ଯାହା ପାଇଁ ଚୋର ମାନେ ଅତି ସାହଜରେ କେଉଁଠି ବି ଚୋରୀ କରି ନେଇ ଯାଉଛନ୍ତି । କିନ୍ତୁ ଦୁନିଆରେ ଏମିତି ବି ମୂର୍ଖ ଚୋର ଅଛନ୍ତି ଯେଉଁ ମାନେ ନିଜର ମୁର୍ଖାମି ପାଇଁ ଅନେକ ସମୟରେ ଧରା ପଡି ଯାଇଥାନ୍ତି ଆଉ ନିସ୍ତୁକ ମାଡ ମଧ୍ୟ ଖାଇଥାନ୍ତି । ଆଜି ଆମେ ଆପଣଙ୍କୁ ସେମିତି କିଛି ଘଟଣା ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଗୋଟେ ସୁନା ଦୋକାନ ରେ ୫ ଜଣ ମହିଳା କଷ୍ଟମର ହୋଇ ଏଣ୍ଟ୍ରି କରୁଛନ୍ତି । ଏହା ପରେ ମହିଳା ମାନେ କାଉଣ୍ଟର ପାଖରେ ବସି ସୁନା ଦେଖାଇବାକୁ କହୁଛନ୍ତି । ଏହି ସମୟରେ ଜଣେ ଯୁବତୀ ଦୋକାନର ହାଲଚାଲ ଦେଖି ସବୁ ଆଡେ ଦେଖିବାକୁ ଲାଗିଲା । କିଛି ସମୟରେ ଯୁବତୀ ଜଣକ ପଛରେ ଥିବା ସୋଫା ଉପରେ ଯାଇ ବସି ଯାଉଛି । ଅନ୍ୟ ୪ ଜଣ ମହିଳା ଦୋକାନ ଆଗରେ ରହି ଅନ୍ୟ ମାନଙ୍କର ଭ୍ରମ କରୁଛନ୍ତି ।

ଆଉ ଠିକ ସେହି ସମୟର ଫାଇଦା ଉଠାଇବାକୁ ଯାଇ ସୋଫା ରେ ବସିଥିବା ଯୁବତୀ ଜଣକ ସୁନା ବକ୍ସ ଖୋଲୁଛି । କିନ୍ତୁ ହଠାତ ସେହି ସମୟରେ ସୁନା ଦୋକାର ଜଣେ କର୍ମଚାରୀ ସେଠାରୁ ଆସି ସୁନା ଦେଖାଇ ପୁଣି ଚାଲି ଯାଉଛନ୍ତି । ଏହା ପରେ ୫ଟି ମହିଳା ସୁନା ପସନ୍ଦ ଆସିଲା ନାହି ବାହାରକୁ ଗଲେ । ସେହି ସମୟରେ ଭିଡ କାରଣରୁ ଯୁବତୀ ଜଣକ ଗୋଟେ ନେକଲେସ ଚୋରୀ କରି ତୀବ୍ର ଗତିରେ ଗେଟ ବାହାରକୁ ଚାଲିଗଲା । କିନ୍ତୁ ଏ ସବୁ ଘଟଣା ସିସିଟିଭି ରେ ରେକର୍ଡ ହେଉଥିଲା ।

ବନ୍ଧୁଗଣ ଆଉ ଏକ ଚୋରୀ ଘଟଣା ରେ ଯୁବକ ଜଣକ ନିଜର ୩ ଚକିଆ ଗାଡି ନେଇକି ଆସୁଛନ୍ତି ଆଉ ରାସ୍ତା ମଝି ରେ ଅଟକି ରକ୍ଷୀ କିଛି ସମୟ ଯାଏଁ ଛିଡା ହେଉଛନ୍ତି । ଏହା ପରେ ବ୍ୟକ୍ତି ଜଣକ ଦୁନିଆର ସବୁଠାରୁ ବାଜ୍ୟା ଚୋରୀ କରିବାର ନଜର ଆସୁଛନ୍ତି । ଏହା ପରେ ବ୍ୟକ୍ତି ଜଣକ ଡ୍ରେନ ର ଢାଙ୍କୁଣୀ ଚୋରୀ କରି ନେଉଛନ୍ତି ସତରେ ଏହି ଚୋର ଜଣଙ୍କର ଚୋରୀ ଦେଖିଲେ ଆପଣ ମାନେ ହସି ହସି ଗଡିଯିବେ ।

ସୋସିଆଲ ମିଡିଆରେ ଚୋରୀ କୁ ନେଇ ଏମିତି ଏକ ଘଟନା ସାମନାକୁ ଆସିଛି ଅଜହକୁ ଦେଖିଲେ କେହି ବ ଦୋହଲୀ ଯିବେ । ଗୋଟେ ଇଲେକ୍ଟ୍ରି ଦୋକାନ ରେ ୪ ଜଣ ଚୋର ଯାଉଛନ୍ତି । ଆଉ ଦୋକାନ ରେ କାମ କରୁଥିବା କର୍ମଚାରୀ ମାନଙ୍କୁ ନିଜର ବନ୍ଧୁକ ଦେଖାଇ ଚୋର ମାନେ ଡରାଉଛନ୍ତି । ଯାହା କାରଣରୁ କର୍ମଚାରୀ ମାନଙ୍କର ଭୟରେ ହାତ ତଳକୁ କଡି ବସି ଯାଉଛନ୍ତି । ଆଉ ଚୋର ମାନେ ଆରାମରେ ଦୋକାନରୁ ଚୋରୀ କରିବା ଆରମ୍ଭ କରି ଦେଲେ ।

ଚୋର ମାନେ ଲ୍ୟାପଟପ, ମୋବାଇଲ ଓ ପଇସା ଚୋରୀ କରିବାରେ ଲାଗିଛନ୍ତି । ଏମିତିକି ୩ ଜଣ ଚୋର ମାନେ ଵାଇ ଫାଇ ର ଏକ ମେସିନ ଚୋରୀ କରି ନେଇ ଯାଉଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଜଣଙ୍କର ଚେହେରା କ୍ୟାମେରା ଆରେ କଏଦ ହୋଇଗଲା । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *