ଭାରତରେ ଅତିଥି ଦେବୋ ଭବ ର ଭାବନା ସହିତ ଭାରତ ଆଜି ବଡ ଉଶ୍ଚାହ ର ସହିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସ୍ଵାଗତ କରିଛି । ଯେତବେଳେ କି ଭାରତ ସରକାର ଟ୍ରମ୍ଫଙ୍କ ଯାତ୍ରା ପାଇଁ ଶୀର୍ଷ ସ୍ତରୀୟ ବ୍ୟବସ୍ଥା କରିବାରେ କୌଣସି ସୁଯୋଗ ଛାଡି ନାହିଁ ,ନାଗରିକ ମାନେ ବି ଭାରତର ଯାତ୍ରାକୁ ସୁଖଦ ଏବଂ ସ୍ମରଣୀୟ କରିବା ପାଇଁ ନିଜର ସର୍ବଶ୍ରେଷ୍ଠ ପାଦ ଆଗରେ ରଖିଛନ୍ତି ।
ଟ୍ରମ୍ଫଙ୍କର ଭାରତ ଯାତ୍ରା ସମୟରେ ଦେଶୀ ସୋସିଆଲ ମିଡିଆରେ ଗୋଟିଏ ରୁ ବଢି ଗୋଟିଏ ଜୋକ୍ସ ଦେଖିବାକୁ ମିଳିଛି । କିଛି ଏମିତି ମଜାଦାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇ ଥିଲା ଯାହା ଅସହା କରିଦେଇଛି ।
୧ -ପ୍ରଥମ ଫଟୋରେ ଟ୍ରମ୍ଫଙ୍କର ଫଟୋସୁଟ ଏଡିଟିଂ କରି ମଜାଦାର କିଛି ଅଲଗା ହିଁ ଦେଖିବାକୁ ମିଳିଛି ।
୨ -ଦିତୀୟ ଫଟୋରେ କେହି ଜେନ କବୀର ସିଂହଙ୍କ ଥିମ ପକାଇ ମଜାଦାର ଫଟୋ କରିଛି ।
୩ -ସୋସିଆଲ ମିଡିଆରେ ଲୋକମାନେ ତ ସୀମା ପାର କରୁଛନ୍ତି ,ଦେଖନ୍ତୁ ଏହି ଫଟୋକୁ ।
୪ -ଏହି ମଣିଷର ବି ଫଟୋ ଫଟୋସପ କାରଣରୁ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।
୫ -ବିବାହ ପାଇଁ ପଚାରିଥିବା ଏହି ମଜାଦାର ମେସେଜ ।
Me & Ivanka
Piche hee Pey Gaee Kehndi Taj Mahal Jana Taj Mahal Jana.. ????
Mai Fer Ley Geya Hor Ki Karda ???? pic.twitter.com/Pnztfxz7m0
— DILJIT DOSANJH (@diljitdosanjh) March 1, 2020
୬ -ଏହି ଗିଫ ଦେଶୀ ଟୁଇଟର ରେ ଦେଖିବାକୁ ମିଳିଛି ଯେତବେଳେ ଟ୍ରମ୍ଫ ଭାରତର ସ୍ଵାଗତ ଦେଖି ବହୁତ ଖୁସି ଥିବାର ଦେଖା ଯାଇଛି ।
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ପୋଷ୍ଟ ପସନ୍ଦ ଆସିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ।