‘ସାଥ ନିଭାନା ସାଥୀୟା’ ଟିଭି ସିରିୟଲ ରୁ ଫେମସ ହୋଇଥିବା ଅଭିନେତ୍ରୀ “ଦେବୋଲିନା ଭଟ୍ଟାଚାର୍ଜ୍ୟ” ର ରିୟଲ ଲାଇଫ ଫ୍ୟାମିଲି

ଦର୍ଶକବନ୍ଧୁ, “ସାଥ ନିଭାନା ସାଥୀୟା” ଟିଭି ସିରିୟଲ ଟି ବହୁତ ଲୋକପ୍ରିୟତା ହାସଲ କରିଅଛି । ବନ୍ଧୁଗଣ ଏହି ସିରିୟଲ ରେ ଗୋପୀ ର କିରଦାର ନିଭାଉଥିବା ଅଭିନେତ୍ରୀ “ଦେବୋଲିନା ଭଟ୍ଟାଚାର୍ଜ୍ୟ” ନିଜର ଅଭିନୟ ପାଇଁ ବହୁତ ପ୍ରସିଦ୍ଧ ହୋଇଛନ୍ତି । ସେ ବର୍ତ୍ତମାନ ଏତେ ଫେମସ ହୋଇଗଲେଣି ଯେ, ତାଙ୍କୁ ନିଜ ରିୟଲ ନାମ ବ୍ଯତୀତ “ଗୋପୀ ବୋହୁ” ନାମରେ ଦର୍ଶକ ଜାଣିବାକୁ ଲାଗିଛନ୍ତି । କାରଣ ସେ ନିଜ କିରଦାର କୁ ଏତେ ସୁନ୍ଦରତାର ସହିତ ପରଦା ଉପରେ ପ୍ରଦର୍ଶନ କରିଛନ୍ତି ଯେ, ତାଙ୍କର ଲକ୍ଷାଧିକ ଫ୍ୟାନ୍ସ ମଧ୍ୟ ବନିଗଲେଣି ।

ବନ୍ଧୁଗଣ ଆପଣ ମାନେ ପ୍ରାଏ ଜାଣିନଥିବେ ଯେ “ଦେବୋଲିନା ଭଟ୍ଟାଚାର୍ଜ୍ୟ”ଙ୍କ ଫ୍ୟାମିଲି ରେ ପ୍ରାଏ କେତେ ଜଣ ସଦସ୍ୟ ରହୁଛନ୍ତି ? ସେମାନେ ସମସ୍ତେ କଣ କରନ୍ତି ?  ଏବଂ ସେମାନେ ସବୁ କିଭଳି ଦେଖିବାକୁ ? ଦର୍ଶକବନ୍ଧୁ ଆଜି ଆମ୍ଭେ ତାଙ୍କ ଫ୍ୟାମିଲି ସମ୍ବନ୍ଧରେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ।

ଦର୍ଶକବନ୍ଧୁ, ଇଣ୍ଡଷ୍ଟ୍ରି ର ସୁନ୍ଦର ଅଭିନେତ୍ରୀ “ଦେବୋଲିନା ଭଟ୍ଟାଚାର୍ଜ୍ୟ” ଏକ ବଙ୍ଗାଳୀ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି । ବନ୍ଧୁଗଣ ତାଙ୍କ ପରିବାରରେ ସମୁଦାୟ ୪ ଟି ସଦସ୍ୟ ଅଛନ୍ତି । ସେ,ତାଙ୍କ ମାତ-ପିତା, ଏବଂ ତାଙ୍କର ଭାଇ ଙ୍କୁ ନେଇ ତାଙ୍କର ଏକ ସୁନ୍ଦର ପରିବାର ରେ ବହୁତ ଖୁସି ଥିବାର ମିଡିଆ ଆଗରେ ପ୍ରକାଶ କରିଛନ୍ତି । ତାଙ୍କ ବାପା “ଅଲ ଇଣ୍ଡିଆ କୋର୍ପୋରେସୋନ” କମ୍ପାନୀରେ ଜଣେ କର୍ମଚାରୀ ଭାବରେ କାମ କରୁଥିଲେ ।

ମାତ୍ର ଦୁଖ ର ବିଷୟ ଏହା ହେଉଛି ଯେ, ବର୍ତ୍ତମାନ ସେ ଆମ ଗହଣରେ ଉପସ୍ଥିତ ନାହାନ୍ତି । ତାଙ୍କର ମାତା ନିଜ ସ୍ବାମୀଙ୍କର ଦେ-ହାନ୍ତ ପରେ ନିଜ ପିଲାମାନଙ୍କର ଲାଳନ-ପାଳନ ପାଇଁ ସ୍କୁଲ ରେ ଛାତ୍ର ମାନଙ୍କୁ ଶିକ୍ଷା ପ୍ରଦାନ କରିବାର ଚାକିରି କଲେ । ଏହାପରେ ସେ ନିଜର ଏହି ଆୟ ରୁ ନିଜ ପିଲା ମାନଙ୍କର ଭଲ ଭାବରେ ସ୍କୁଲ ତଥା କଲେଜ ର ଶିକ୍ଷା ଶେଷ କରାଇଲେ ।

“ଦେବୋଲିନା” ଙ୍କ ମା ତାଙ୍କ ପିଲାମାନଙ୍କ ପାଇଁ ବାପା ସାଜି ସମସ୍ତ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସହଯୋଗ କରିଥାନ୍ତି । ବନ୍ଧୁଗଣ ତାଙ୍କର ଜଣେ ସାନ ଭାଇ ମଧ୍ୟ ରହିଛନ୍ତି । ଯାହାଙ୍କ ନାମ ହେଉଛି “ସନ୍ଦୀପ ଭଟ୍ଟାଚାର୍ଜ୍ୟ” । ସେ ଜଣେ ବିଜନେସ ମ୍ୟାନ ଅଟନ୍ତି ଏବଂ ବର୍ତ୍ତମାନ ସେ ବହୁତ ସଫଳତା ହାସଲ କରିସାରିଲେଣି । ଯଦି ଆମ୍ଭେ ଭାଇ ଭଉଣୀଙ୍କ ସମ୍ପର୍କ ସମ୍ବନ୍ଧରେ କହିବା ତେବେ “ଦେବୋଲିନା ଭଟ୍ଟାଚାର୍ଜ୍ୟ” ନିଜ ଭାଇ ଙ୍କୁ ବହୁତ ଭଲ ପାଆନ୍ତି । ଏବଂ ତାଙ୍କର ପ୍ରତିଟି କଥାର ଯତ୍ନ ମଧ୍ୟ ରଖିଥାନ୍ତି ।

ବନ୍ଧୁଗଣ ତାଙ୍କ ପର୍ସୋନାଲ ଲାଇଫ ସମ୍ବନ୍ଧରେ କହିବାକୁ ଗଲେ, ତାଙ୍କର ନାମ ଅଭିନେତା “ବିଶାଳ ସିଂହ” ସାଙ୍ଗରେ ଯୋଡା ଯାଇଅଛି । ଉଭୟ “ସାଥ ନିଭାନା ସାଥୀୟା” ରେ କାମ କରୁଥିଲେ । ସେହିଠାରୁ ଦୁହି ଜଣଙ୍କର ପ୍ରେମ ସମ୍ପର୍କ ଆଗକୁ ଗଢି ଉଠିଥିଲା । ପ୍ରଥମେ ବନ୍ଧୁତା ଏହାପରେ ତାହା ପ୍ରେମରେ ପରିଣତ ହେଲା । ଏହାପରେ ଉଭୟ ପରସ୍ପର କୁ ଡେଟ କରିବାକୁ ଲାଗିଲେ । କେବଳ ଏତିକି ନୁହେଁ ଉଭୟ ଅବଶିଷ୍ଟ ଫ୍ରି ସମୟରେ ଏକାଠି ଟାଇମ ମଧ୍ୟ ବିତାଇଥାନ୍ତି । ବନ୍ଧୁଗଣ ଏହାଥିଲା “ଦେବୋଲିନା ଭଟ୍ଟାଚାର୍ଜ୍ୟ” ଙ୍କ ରିୟଲ ଲାଇଫ ଫ୍ୟାମିଲି ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଥିଲେ, କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *