ଡିଭୋର୍ସ ନେବାର ୬ ବର୍ଷ ପରେ ସ୍ତ୍ରୀଠୁ ଦୂରରେ ରହି ପାରିଲେନି ଏହି ଅଭିନେତା, ଏବେ ପୁଣି ଫେରିଛନ୍ତି ସ୍ତ୍ରୀ ପାଖକୁ

ବଲିଉଡ ଅଭିନେତା ରିତ୍ରିକ ରୋଶନ ଓ ତାଙ୍କ ସ୍ତ୍ରୀ ସୁଜେନ ଖାନଙ୍କ ମଧ୍ୟରେ 6 ବର୍ଷ ପୂର୍ବରୁ ଡିଭୋର୍ସ ହୋଇଥିଲା । କିନ୍ତୁ ଡିଭୋର୍ସ  ପରେ ସେମାନେ କୌଣସି ମଉକା ଛାଡନ୍ତିନି ଦେଖା କରିବା ପାଇଁ, ଏମିତିକି ସେମାନେ ଏକାଠି ଶିବ ମନ୍ଦିରରେ ଶିବଲିଙ୍ଗ ଅଭିଷେକ କରିବାର ନଜର ଆସିଥିଲେ । ସେମାନଙ୍କ ଡିଭୋର୍ସ 370 କୋଟିରେ ହୋଇଥିଲା । ଏବେ ପର୍ଯ୍ୟନ୍ତର ସବୁଠୁ ଦାମୀ ଡିଭୋର୍ସ ରେ ଏହା ଗଣାହେଉଛି ।

ଏବେ ସେମାନେ ସମ୍ପର୍କ ରେ ନଥିଲେ ମଧ୍ୟ ସ୍ବାମୀ ସ୍ତ୍ରୀଙ୍କ ପରି ସବୁ ସ୍ଥାନରେ ନଜର ଆସନ୍ତି ।

ଗତ ମହାଶିବରାତ୍ରୀ ରେ ଦୁହେଁ ଅଧିକ ପାଖାପାଖି ଆସିଥିଲେ । ସୁଜେନ ମୁସଲମାନ ହେଲେବି ଶିବଙ୍କ ଭକ୍ତ ଅଟନ୍ତି । ତାଙ୍କ ସହ ହ୍ରିଥିକ ମୁମ୍ବାଇର ଏକ ଶିବ ମନ୍ଦିର କୁ ଭାଗବାନଙ୍କ ଦର୍ଶନରେ ଆସିଥିଲେ । ସୁଜେନ ଓ ହ୍ରିଥିକ ଦୁହେଁ ଜଳରେ ଶିବଙ୍କ ଅଭିଷେକ ଓ ମହାଆରତି ମଧ୍ୟ କରିଥିଲେ । କେବଳ ସେତିକି ନୁହେଁ ସେମାନେ ରାୟତାହ ସବୁ ବେଳେ ଏକାଠି ବୁଲୁ ଥିବାର ଦେଖା ଯାଏ । ସେମାନେ ନିଜ ପିଲା ମାନଙ୍କ ପାଇଁ ନିଜ ଭିଆତରେ ଥିବା ଡିଫ୍ଫେରେନ୍ସକୁ ଭୁଲି ସବୁ ବେଳେ ଖୁସିରେ ରୁହନ୍ତି ।

ଏମିତିକି ସେମାନେ ନିଜ ପିଲା ମାନଙ୍କ ସହ ମିଶି ଫ୍ୟାମିଲି ହଲିଡେ ମଧ୍ୟ ମନାନ୍ତି । ଯେଉଁଠି ସେମାନେ ସାଧାରଣ ଦମ୍ପତ୍ତିଙ୍କ ଭଳି ନିଜ ପିଲାଙ୍କ ସହ ସମୟ କାଟି ଥାନ୍ତି । ତେବେ ଡିଭୋର୍ସ ନେଇଥିଲେ ବି ସେମାନଙ୍କ ମଧ୍ୟରେ କେବେ ଦୂରତା ଆସି ନାହିଁ  ଏବଂ ଏବେ ଏସବୁ ଦେଖି ଲାଗୁଚି ଆଗକୁ ସେମାନେ ଏକାଠି ଜୀବନ ବିତେଇବେ । ଏହା କେବଳ ସେମାନଙ୍କ ପିଲା ମାନଙ୍କ ପାଇଁ ସମ୍ଭବ ହୋଇଛି ବୋଲି ଲାଗୁଛି । ତେବେ ବର୍ତ୍ତମାନ ଏ ବିଷୟରେ ସେମାନେ କିଛି ସୂଚନା ଦେଇ ନାହାନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *