ଶରୀର ଉପରେ ଧଳା ଦାଗ ପଡୁଥିବା ରୋଗ (vitiligo) ଠିକ ହୋଇଯିବ କେବଳ ୫ ଘଣ୍ଟାରେ

ବନ୍ଧୁଗଣ ଆଜି ଆମେ ଧଳା ଦାଗ ଅର୍ଥାତ (vitiligo) ବିଷୟରେ କହିବାକୁ ଯାଉଅଛୁ । ବନ୍ଧୁଗଣ ଏହି ରୋଗ କୁ (leucoderm) ମଧ୍ୟ କୁହାଯାଏ । ବନ୍ଧୁଗଣ ଏହା ଏକ ଏଭଳି ରୋଗ ଯାହା ମନୁଷ୍ୟକୁ ଶାରୀରିକ ଭାବରେ ପ୍ରଭାବ ପକାଇବା ସହିତ ମାନସିକ ଭାବରେ ମଧ୍ୟ ପ୍ରଭାବ ପକାଇଥାଏ । ଲୋକମାନେ ଏହି ରୋଗ କୁ ଛୁଇଁବାରୁ ବ୍ୟାପିଥାଏ ବୋଲି କହିଥାନ୍ତି । ଅଧିକାଂଶ ବ୍ୟକ୍ତି ଏହି ରୋଗ ଯାହାକୁ ହୋଇଥାଏ ତାହାଠାରୁ ଦୂରରେ ରହିଥାନ୍ତି ।

ଏହା ଫଳରେ ପୀଡିତ ଲୋକଟି ବହୁତ ଦୁଖୀ ହୋଇଥାଏ ଏବଂ ଚିନ୍ତା କାରଣରୁ ଏହି ରୋଗ ଆହୁରି ଅଧିକ ବ୍ୟାପିଥାଏ । ଦର୍ଶକବନ୍ଧୁ ଆଜି ଆମେ କହିବାକୁ ଯାଉଅଛୁ ଯେ ଏହି ରୋଗ କୁ ୫ ଘଣ୍ଟା ମଧ୍ୟରେ କିଭଳି ଠିକ କରିପାରିବେ ?

ବନ୍ଧୁଗଣ ହାଜିପୁର ପାଟନାରୁ ଗୋସ୍ଵାମୀ କ୍ଲିନିକ ର ଡାକ୍ତର s.k ଗୋସ୍ଵାମୀ ଜିଏକି ସ୍କିନ ଡିଜିଜ ଶ୍ପେସାଲିଷ୍ଟ ଅଟନ୍ତି । ସେ ୪ ରୁ ୫ ଘଣ୍ଟା ମଧ୍ୟରେ ମେଡି ସର୍ଜରୀ ଦ୍ଵାରା ଧଳା ଦାଗ କୁ ସଂପୂର୍ଣ୍ଣ ଭାବେ ସଠିକ କରିପାରିବେ । ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ ଯେ, ଆମ ଶରୀରରେ ଇମୁନିଟି ପାୱାର ରହିଅଛି । ଏହା ଆମକୁ ନାନା ପ୍ରକାରର ରୋଗରୁ ବଞ୍ଚିତ କରି ରଖିଥାଏ । ଏହା ବ୍ୟକ୍ତିଙ୍କ ଶରୀରର ସମସ୍ତ ବ୍ୟାକଟେରିୟା ଏବଂ ଭାଇରସ କୁ ସମାପ୍ତ କରିଥାଏ । ମାତ୍ର ଏହି ଇମୁନିଟି ଆମ ଶରୀର ମଧ୍ୟରେ ଥିବା ସଠିକ କୋଷ ଗୁଡିକୁ ମଧ୍ୟ ସମାପ୍ତ କରିଦେଇଥାଏ ।

ଏହି କଣ୍ଡିସନ କୁ ଅଟୋଇମ୍ୟୁନିଟି କୁହାଯାଇଥାଏ । ଯଦି ଏହି କଣ୍ଡିସନ ବ୍ୟକ୍ତି ଶରୀରରେ ଦେଖାଯାଏ ତେବେ, ଏହା ଶରୀରର ରଙ୍ଗ ପ୍ରସ୍ତୁତ କରୁଥିବା କୋଷ ଯାହାକୁ ମିନେଲୋସାଇସ କୁହାଯାଇଥାଏ, ତାହାକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରିଦିଏ । ଏହା ଫଳରେ ସେହି ବ୍ୟକ୍ତି ଙ୍କୁ ଧଳା ଦାଗ ର ବିମରି ହୋଇଥାଏ । କିନ୍ତୁ କେତେକ ପରିସ୍ଥିତି ରେ ଏହା ଜିନ ଜନିତ ରୋଗ ମଧ୍ୟ ହୋଇପାରେ ଅର୍ଥାତ ଯଦି ଘରର ସଦସ୍ୟ କୁ ଏହି ରୋଗ ଅଛି ତେବେ ତାଙ୍କର ପିଲାଙ୍କୁ ମଧ୍ୟ ଏହା ହୋଇପାରେ ।

ବନ୍ଧୁଗଣ (vitiligo) ଅର୍ଥାତ ଦଳ ଦାଗ ୪ ପ୍ରକାରର ହୋଇଥାଏ,-

୧- Focal Vitiligo;- ଏଥିରେ ଶରୀର ମଧ୍ୟ ନିର୍ଧାରିତ କୌଣସି ଏକ ଜାଗାରେ ସଫା ଦାଗ ହୋଇଯାଏ ।

୨- Vitiligo Vulgaris;- ଏହି ରୋଗରେ ସଂପୂର୍ଣ୍ଣ ଶରୀରରେ ସଫା ଦାଗ ହୋଇଯାଏ ।

୩- Segmental Vitiligo;- ଏଥିରେ ଶରୀରର କୌଣସି ଏକ ପର୍ଟିକୁଲାର ପାର୍ଟ ରେ ଧଳା ଦାଗ ହୋଇଯାଏ ।

୪- Lip-Tip Vitiligo;- ଏଥିରେ ହାତର ଆଙ୍ଗୁଳି ଅଥବା ପାପୁଲି ରେ ଧଳା ଦାଗ ହୋଇଯାଏ ।

ବନ୍ଧୁଗଣ ଏହି ବିମରି କୁ ଠିକ କରିବା ପାଇଁ ମାର୍କେଟ ରେ ଅନେକ ଟ୍ରୀଟମେନ୍ଟ ରହିଅଛି । ଏହା ମଧ୍ୟରୁ ଗୋଟିଏ ଟ୍ରିଟମେନ୍ଟ ହେଉଛି, ମେନେଲାଇ ଟ୍ରାନ୍ସମିସନ । ଏଥିରେ ଶରୀରର ଗୋଟିଏ ପାର୍ଟ ରୁ pigments ଜନ୍ମ କରୁଥିବା କୋଷ ଅର୍ଥାତ melanocyte କୁ ବାହାର କରିଦିଆ ଯାଇଥାଏ ।

ଏବଂ ଧଳା ଦାଗ ଥିବା ଜାଗା ଉପରେ inject କରିଦିଆଯାଏ । ଏହା ଫଳରେ ଧଳା ଦାଗ ଥିବା ଜାଗାରେ ଧୀରେ ଧୀରେ ରଙ୍ଗ ଆସିବାକୁ ଲାଗିଥାଏ । ଏହା ବ୍ଯତୀତ ଏକ ୟୁଭି ରେଶ ର ଟ୍ରିଟମେନ୍ଟ ମଧ୍ୟ ରହିଅଛି । ଏହି ଟ୍ରିଟମେନ୍ଟ ରେ ସୂର୍ଯ୍ୟଙ୍କ ଠାରୁ ନିର୍ଗତ ୟୁଭିରେଶ ଜରିଆରେ ଏହାକୁ ଚିକିସ୍ୟା କରାଯାଇଥାଏ । ଏହି ଚିକିସ୍ୟା ଦ୍ଵାରା ୫ ଘଣ୍ଟା ମଧ୍ୟରେ ଆପଣ ସଂପୂର୍ଣ୍ଣ ଭାବେ ଭଲ ହୋଇପାରିବେ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ଟିପ୍ପଣୀ ଟି ଯଦି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *