ଧଳା ମନ୍ଦାର କେଉଁ କାମରେ ଲାଗେ-Ajira NItibani

ଆପପନ ମାନେ ନିଜ ଆଖ ପାଖରେ ନଚେତ ନିଜ ବାଡିରେ ବହୁତ ପ୍ରକାର ମନ୍ଦାର ଫୁଲ ଦେଖିବାକୁ ପାଇଥିବେ । ତେବେ ମନ୍ଦର ବହୁତ ପ୍ରକାରର ହୋଇଥାଏ ଯେମିତିକି ରକ୍ତ ମନ୍ଦାର, ଧଳା ମନ୍ଦାର ଥୋପ ମନ୍ଦାର ବା ଅନ୍ୟ ବହୁତ ପ୍ରକାର ମନ୍ଦାର ଆପଣ ଦେଖିବାକୁ ପାଇଥିବେ ।

ଏହି ମନ୍ଦାର ଗୁଡିକ ମାତାଙ୍କୁ ବହୁତ ପ୍ରିୟ ଅଟନ୍ତି, ତେବେ ରକ୍ତ ମନ୍ଦାର ମା କାଳିଙ୍କୁ ଅର୍ପଣ କଲେ ମାନସିକ ପୂର୍ଣ୍ଣ ହୋଇଥାଏ ଏହା ମାନ୍ୟତା ଅଛି ଓ ଏହା ମିଳିବା ବହୁତ କଷ୍ଟକର ଅଟେ । ତେବେ ଧଳା ମନ୍ଦାର ମାଙ୍କୁ ପ୍ରିୟ ହବା ସହ ଭଗବାନ ଶିବଙ୍କୁ ମଧ୍ୟ ବହୁତ ପ୍ରିୟ ଅଟେ ।

Image Courtesy: Google

ତେବେ କଣ ଆପଣ ଜାଣିଛନ୍ତି ଧଳା ମନ୍ଦାର ଉପ୍ପ୍ଜୋଗ କେମିତି କରା ଯାଏ ଓ ଏହା କେଉଁ କାମରେ ଲାଗିଥାଏ । ବହୁତ କମ ଲୋକେ ଏହି କଥା ଜାଣିଥିବେ ଓ ଯଦି ଆପଣ ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଲାଭପୁର୍ଣ ହବାକୁ ଯାଉଛି । ଆଜି ଆମେ ଆପଣଙ୍କୁ ଯେଉଁ ମନ୍ଦାର ବିଷୟରେ କହିବାକୁ ଯାଉଛୁ ତାହା ପୂର୍ଣ୍ଣ ରୂପରେ ଧଳା ହବା ଉଚିତ ଏହା ସହ ସେଥିରେ କୌଣସି ପ୍ରକାର ଦାଗ ଯେମିତି ରହିବ ନାହିଁ ତେବେ ଆସନ୍ତୁ ଉପାୟ ବିଷୟରେ ଜାଣିବା ।

Image Courtesy: Google

ଧଳା ମନ୍ଦାର ଶିବ ଭଗବାନଙ୍କୁ ବହୁତ ପ୍ରିୟ ଅଟେ ତେବେ କୁହା ଯାଇଛି ଯେ ଧଳା ମନ୍ଦାର ତାନ୍ତ୍ରିକ ଶକ୍ତି ରଖିଥାଏ ତେବେ ଯଦି କୌଣସି ସ୍ଵାମୀ ସ୍ତ୍ରୀ ମନ ଅମେଳ ହୋଇଥାଏ ତେବେ ତାଙ୍କ ପ୍ପାଇନ ଏହି ଉପଚାର ଉଚିତ ଅଟେ । ଗୋଟେ ଘରେ ଓ ପାଖରେ ରହିଲେ କାହାର ମନ ଅମେଳ ନହୁଏ କହିଲ ସମସ୍ତଙ୍କ ମନ କେବେ ନା କେବେ ମିଶି ନଥାଏ କିନ୍ତୁ ଯଦି ସ୍ଵାମୀ ସ୍ତ୍ରୀ ମନ ଅମେଳ ପାଇଁ ସମ୍ପର୍କ ଭାଙ୍ଗିବାକୁ ଯାଉଛି ବା ଦୁହିଙ୍କ ସମ୍ପର୍କ ବହୁତ ଖରାପ ହୋଇ

Image Courtesy: Google

ଚାଲିଛି ତେବେ ଆପଣ ଧଳା ମନ୍ଦାର ଦ୍ଵାରା କିଛି ଉପାୟ କରି ପାରନ୍ତି । ତେବେ ଜାଣି ରଖନ୍ତୁ ଚନ୍ଦ୍ର ଗ୍ରହଣ ସମୟରେ ଧଳା ମନ୍ଦାର ଚେର ଟିକେ କାଟି ନେଇ ଆସିବେ ଓ ଏହାକୁ ଭଲ ଭାବରେ ଅଭିମନ୍ତ୍ରିତ କରି ଏହାକୁ ସ୍ଵାମୀ ସ୍ତ୍ରୀ ଦୁହିଙ୍କ ହାତରେ ବାନ୍ଧି ଦେବେ ଦେଖିବେ ଦୁହିଙ୍କ ମନ ମିଶି ଯିବ ଓ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ଯା ସେ ଦୁହେଁ ସମାଧାନ କରିବେ ଓ ସୁଖରେ ରହିବେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *