ସମସ୍ତଙ୍କ ଜୀବନରେ କିଛି ନା କିଛି ବିଶେଷ ବା ଅଭାବ ରହିଥାଏ, ସମସ୍ତଙ୍କୁ ସବୁ କିଛି ମିଳିନଥାଏ, ଯେତେବେଳେ ଆମ ଅଭାବ ବିଷୟରେ କେହି ପଚାରନ୍ତି ସେତେବେଳେ ଆମ ପାଖରେ ବହୁତ ଗୁଡେ ଉତ୍ତର ରହିଥାଏ କିନ୍ତୁ ଯଦି କେହି ଆମ ବିଶେଷତ୍ଵ ବିଷୟରେ ପଚାରି ଥାନ୍ତି ସେତେବେଳେ ଆମ ପାଖରେ କିଛି ଉତ୍ତର ନଥାଏ ।
କାହିଁକିନା ଆମେ ନିଜ ଅଭାବ ଉପରେ ଯେତେ ଧ୍ୟାନ ଦେଇଥାଉ ଆମେ କେବେ ନିଜ ବିଶେଷତା ଉପରେ ଏତେ ଧ୍ୟାନ ଦେଇନଥାଉ । ଯଦି ଭଗବାନ ଆମକୁ କୌଣସି ପ୍ପ୍ରାକାରରେ ଦୁର୍ବଳ ରଖିଛନ୍ତି ତେବେ ଆମକୁ ମଜବୁତ ହବା ପାଇଁ ମଧ୍ୟ କିଛି ଦେଇଛନ୍ତି ତାକୁ ଜାଣିବା ବହୁତ ଆବଶ୍ୟକ ଅଟେ ।

୧. ଯଦି ଆପଣ ପ୍ରଥମ ପ୍ରଜାପତି ପସନ୍ଦ କରିଛନ୍ତି ତେବେ ଆପପନ କୌଣସି ନିଷ୍ପତ୍ତି ବହୁତ ଶୀଘ୍ର ନେଇଥାନ୍ତି, କିନ୍ତୁ ଆପପନ ନିଜ ବିଷୟରେ ଯେତେ ଜାଣିଛନ୍ତି ତାହା ବହୁତ କମ ଅଟେ । ଏହି ସ୍ଥିତିରେ ଆସିଲା ପରେ ମଣିଷ ନିଜ ଜୀବନ ସବୁଠାରୁ ଭାବୁକ ସ୍ଥିତିରେ ଆସିଥାଏ । ଆପଣ ଯାହା ନିଷ୍ପତ୍ତି କରିବେ ତାହା ଉତ୍ତମ ଫଳ ଦାଇ ରହିବ, ତେବେ ଆପଣ ନିଜ ଜୀବନରେ କେବଳ ନିଜ ଉପରେ ଧ୍ୟାନ ଦିଅନ୍ତି ଆପଣ କେମିତି ଦେଖା ଯାଉଛନ୍ତି ଆପଣଙ୍କ ମୁଡ କଣ ଅଛି ତାହା ଆପଣଙ୍କ ପାଇଁ ମହତ୍ଵପୂର୍ଣ ହୋଇଥାଏ ସେଥିପାଇଁ ଆପଣଙ୍କ ଜୀବନରେ କୌଣସି ସମ୍ପର୍କ ଭଲ ରହି ନଥାଏ ।

୨. ଯଦି ଆପପନ ଦ୍ଵିତୀୟ ପ୍ରଜାପତି ପସନ୍ଦ କରିଛନ୍ତି ତେବେ ଆପଣ ଯାହା ଆଜି ଲଗାଇବେ ତାହା ଭବିଷୟରେ ଆପଣଙ୍କୁ ଉନ୍ନତି ଦବ କିନ୍ତୁ କୌଣସି ନୂଆ କାର୍ଯ୍ୟରେ ସମୟ ଲାଗିଥାଏ ସେଥିପାଇଁ ଏବେ ଠାରୁ ଆରମ୍ଭ କରନ୍ତୁ ଆପଣଙ୍କ ସମୟ ମଧ୍ୟ ଭଲ ଆସିଛି । ଆପଣଙ୍କ ସବୁଠାରୁ ସୁନ୍ଦର ସମୟ ଏହି ସମୟ ଅଟେ, ଆପଣଙ୍କ ଜୀବନରେ ସତ ଭଲ ପାଇବା ଆସିବ । ଜୀବନରେ ଆପଣ ନୂଆ ସମ୍ପର୍କ ଯୋଡିବା ପାଇଁ ରେଡି ଅଛନ୍ତି । ଆପଣ ବର୍ତମାନ ସମୟରେ ହେଇପାରେ କୌଣସି ସମ୍ପର୍କରେ ପଡି ପାରନ୍ତି ଯାହା ଆପଣଙ୍କୁ ସୁଖ ଦବା ବଦଳରେ କେବଳ ଦୁଃଖ ଦବ ।

୩. ଯଦି ଆପଣ ତୃତୀୟ ପ୍ରଜାପତି ପସନ୍ଦ କରିଛନ୍ତି ତେବେ ଆପଣ ନିଜ ଜୀବନରେ ନିଜକୁ ସୁଧାରିବା ବହୁତ କଷ୍ଟ କିନ୍ତୁ ଯେଉଁ ବ୍ୟକ୍ତି ନିଜ ଭୁଲ ଓ ଖରାପ ଅଭ୍ଯାସକୁ ବଦଳିଥାନ୍ତି ସେ ସଫଳ ହବା ସହ ସୁଖୀ ମଧ୍ୟ ହୋଇଥାନ୍ତି । ଏହି ସମୟରେ ଆପଣଙ୍କୁ ସାହସ ରଖିବା ବହୁତ ଆବଶ୍ୟକ ଅଟେ କାହିଁକିନା ଆପଣଙ୍କ ଜୀବନରେ କୌଣସି ବଡ ଦାଇତ୍ଵ ଆସି ପାରେ ଯାହା ପାଇଁ ଆପନାଙ୍କୁ ରେଡି ରହିବା ଉଚିତ ସୁଯୋଗ ହାତ ଛଡା କରନ୍ତୁ ନାହିଁ । ତେବେ ଯଦି ଆପଣଙ୍କ କିଛି ଖରାପ ଅଭ୍ଯାସ ଅଛି ଯେମିତି ମଦ ବା ଧୂମ୍ରପାନ ତେବେ ଏହି ସମୟ ଆପଣଙ୍କ ପାଇଁ ଉତ୍ତମ ଅଟେ ଆପଣ ଚେଷ୍ଟା କଲେ ବହୁତ ସହଜରେ ଛାଡି ପାରିବେ ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।