ଧଳା ପାଣି ଏମିତି ଏକ ରୋଗ ଯାହା ପ୍ରାୟତଃ ମହିଳାଙ୍କୁ ହୋଇଥାଏ, ତେବେ ଏହି ସମସ୍ୟା ଦରକାର ଠାରୁ ଅଧିକ ଚିନ୍ତା ପାଇଁ ହୋଇଥାଏ, କିନ୍ତୁ କେତେକ ଥର ଏହା ନେଚୁରଲ ସମସ୍ୟା ପାଇଁ ହୋଇଥାଏ, ଏହା ଛଡା ଏହା ମଧ୍ୟ କୁହା ଯାଏ ଯେ ଏହି ରୋଗ ଗର୍ଭବତୀ ମହିଳାଙ୍କୁ ଅଧିକ ହୋଇଥାଏ । ଏହି ସମୟରେ ମହିଳାଙ୍କ ଶରୀରରୁ ଖରାପ, ଅସନା ଓ ଗନ୍ଧେଇବା ଧଳା ପାଣି ବାହାରି ଥାଏ । ଯଦି ଆପଣଙ୍କୁ ଏହି ସମସ୍ୟା ଅଟେ ତେବେ ଏହାକୁ ସାମାନ୍ୟ ଭାବନ୍ତୁ ନାହିଁ କାହିଁକିନା ଯଦି ଧଳା ପାଣି ସଠିକ ସମୟରେ ନ ରହିଲା ତେବେ ଆପଣଙ୍କୁ ଇନଫେକସନ ହୋଇପାରେ ।
ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କୁ ବହୁତ ସାହାଜ୍ଯ ପ୍ରାପ୍ତ ହବ, ପ୍ରାୟତଃ ସମସ୍ତେ ନିଜ ଘରେ ପିଆଜ ବ୍ୟବହାର କରନ୍ତି କିନ୍ତୁ ଯେଉଁ ମହିଳାଙ୍କୁ ଏହି ସମସ୍ଯା ଅଟେ ତାଙ୍କ ପାଇଁ ପିଆଜ ଶଣ୍ଢା ବା ପିଆଜ ପତ୍ର ବହୁତ ଲାଭକାରୀ ଅଟେ, ଯଦି ଆପଣ ପିଆଜ ପତ୍ର ଖାଆନ୍ତି ତେବେ ଆପଣଙ୍କ ଏହି ରୋଗ ବହୁତ ଭଲ ହୋଇଯାଇଥାଏ । ସର୍ବ ପ୍ରଥମେ ଆପଣ ପିଆଜ ଶଣ୍ଢା ରସ ବାହାର କରନ୍ତୁ ଏହା ପରେ ଦିନକୁ ୩ ଥର ଏହାକୁ ମହୁ ସହ ସେବନ କରନ୍ତୁ ଦେଖିବେ ଆପଣଙ୍କ ଏହି ଧଳା ପାଣି ସମସ୍ୟା ଖୁବ ଶୀଘ୍ର ସମାପ୍ତ ହବ ଏବଂ ଏହି ସମୟରେ ହଉଥିବା ଅସୁବିଧା ମଧ୍ୟ ଦୂର ହୋଇଯିବ ।
ଯଦି ଆପଣ ଏହି ସମସ୍ଯା ଠାରୁ ବଞ୍ଚିବା ପାଇଁ ଚାହାଁନ୍ତି ତେବେ ଗୋଟେ ପାଚିଲା କଦଳୀ ନିଅନ୍ତୁ ଏବଂ ଏହାକୁ ମଝିରୁ କାଟି ଦିଅନ୍ତୁ ସେଥିରେ ଘିଅ ଲଗାନ୍ତୁ ଏବଂ ସେବନ କରନ୍ତୁ ଏହି ଉପାୟ ଦ୍ଵାରା ଆପଣଙ୍କ ଧଳା ପାଣି ସମସ୍ୟା ସମାପ୍ତ ହୋଇଥାଏ । ବହୁତ ମହିଳା ମାନେ ଏହାକୁ ସାମାନ୍ୟ ଭାବି ଛାଡି ଦିଅନ୍ତି ଯାହା ଦ୍ଵାରା ମହିଳାଙ୍କୁ ବହୁତ କଷ୍ଟର ସାମ୍ନା କରିବାକୁ ପଡିଥାଏ । ଯଦି ଏହି ସମସ୍ୟା ଆପଣଙ୍କୁ ଅଛି ତେବେ ଏହାକୁ ଭୁଲରେ ବି ସାଧାରଣ ଭାବନ୍ତୁ ନାହିଁ । ଯଦି ଆପଣ ଏହି ଉପାୟ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ଆରାମ ମିଳି ଥାଏ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହୋଇଥାଏ ।