ଧନୀ ହେବାର ଇଛା ଅଛି କି ? ତେବେ ଆଜି ହିଁ ଘରର ଏହି ଜାଗାରେ ଚୁପଚାପ ରଖି ଦିଅନ୍ତୁ ଗୋଟେ ଗୁଜୁରାତି

କାହା ମନରେ ଧନୀ ହବା ପାଇଁ ଇଛା ନଥାଏ ସମସ୍ତଙ୍କ ମନରେ ଏହା ଆଶା ହୋଇଥାଏ ଯେ ତାଙ୍କ ଜୀବନରେ ମାତା ଲକ୍ଷ୍ମୀ ଆସିବେ ଓ ସେ ମଧ୍ୟ ସୁଖ ଜୀବନ ବ୍ୟକ୍ତି କରିବେ ଓ ଯାହା ପାଖରେ ଧନ ଅଛି ସେ ନିଜ ଧନ ସମ୍ଭାଳିକି ରଖିବା ପାଇଁ ଚେଷ୍ଟା କରନ୍ତି ଯାହା ଫଳରେ ମାତା ଲକ୍ଷ୍ମୀ ତାଙ୍କୁ ଛାଡି ନଯାନ୍ତୁ ।

ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ ତାହା କରିବା ପରେ ଆପଣ ନିଜେ ଦେଖିବାକୁ ପାଇବେ ଯେ ଆପଣଙ୍କ ସବୁ ରାସ୍ତା ଖୋଲିଯିବ ଓ ଆପଣଙ୍କ ଜୀବନରେ ଧନ ବର୍ଷା ହବା ସହ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହବ ।

Image Courtesy: Google

ଆଜି ଆମେ ଆପଣଙ୍କୁ ଲବଙ୍ଗ ଓ ଗୁଜୁରାତି ଦ୍ଵାରା ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ପରେ ଆପଣଙ୍କ ଭାଗ୍ୟ ତାଲା ଖୋଲିଯିବ ଓ ଆପଣଙ୍କୁ ନିଜ ଜୀବନରେ ଧନ ସୁଖ ପ୍ରାପ୍ତି ହବ । ଶାସ୍ତ୍ରରେ ମଧ୍ୟ ଲବଙ୍ଗ ଓ ଗୁଜୁରାତିକୁ ବହୁତ ଭଲ ଓ ଶୁଭ ଜିନିଷ କୁହା ଯାଇଛି । ତେବେ ଏହି ଉପାୟ କରିବା ବେଳେ ଆପପଣଙ୍କୁ ବିଶେଷ ଧ୍ୟାନ ରଖିବା ଉଚିତ ଯେ ଆପଣଙ୍କୁ ଯେମିତି କେହି ଦେଖୁ ନଥାନ୍ତି । ଏହି ଉପାୟ ଦ୍ଵାରା ଲକ୍ଷ୍ୟ ଲକ୍ଷ ଲୋକ ଲାଭ ପାଉଛନ୍ତି, ତେବେ ଆପଣଙ୍କ ଜୀବନରେ ଯଦି କିଛି ଅସୁବିଧା ହେଉଛି ତେବେ ଏହି ଉପାୟ ନିଶ୍ଚିନ୍ତ କରନ୍ତୁ ଦେଖିବେ ଏହାର ଲାଭ ଆପଣଙ୍କୁ ନିଶ୍ଚିନ୍ତ ମିଳିବ ।

Image Courtesy: Google

୧. ଆପଣ ମାର୍କେଟ ଯାଇ ଗୋଟେ ସବୁଜ ଗୁଜୁରାତି ନେଇ ଆସନ୍ତୁ ଓ ଏହାକୁ ହାତରେ ନେଇ “ଓଁ ଶ୍ରିଂ ଶ୍ରୀୟେ ନମଃ” ଏହି ମନ୍ତ୍ର ଜାପ କରନ୍ତୁ ଏହି ମନ୍ତ୍ର ଆପଣଙ୍କୁ ୧୦୮ ଥର ଜାପ କରିବାକୁ ହବ ସେଥିପାଇଁ ଗୋଟେ ମାଳ ନେଇ ଏହି ମନ୍ତ୍ର ଜାପ କରନ୍ତୁ ଓ ଧ୍ୟାନ ରଖନ୍ତୁ ଯେ ଏହା କରିବା ସମୟରେ ଆପଣଙ୍କୁ ଯେମିତି କେହି ନଦେଖନ୍ତି । ଏହା ପରେ ଆପଣ ସେହି ଗୁଜୁରାତିକୁ ନିଜ ଡାହାଣ ହାତ ମୁଠାରେ ରଖନ୍ତୁ ଏହା ପରେ ସେହି ଗୁଜୁରାତିକୁ କୌଣସି ଲାଲ ରଙ୍ଗ କପଡାରେ ଗୁଡାଇ ଦିଅନ୍ତୁ ମନେ ରଖନ୍ତୁ କପଡା ପୁରୁଣା ହେଲେ ଚାଲିବ କିନ୍ତୁ ନାଲି ରଙ୍ଗର ହବା ବହୁତ ଆବଶ୍ୟକ ଅଟେ ।

Image Courtesy: Google

ଏହା ପରେ ସେହି ନାଲି ରଙ୍ଗରେ ଗୁଜୁରାତି ପକାଇ ଗୋଟେ ପୁଟୁଳି କରି ନିଅନ୍ତୁ ଓ ସେହି ପୁଟୁଳିକୁ ନାଲି ରଙ୍ଗ ସୂତାରେ ଗୁରାଇ ଦିଅନ୍ତୁ ଏହା ପ୍ପାରେ ତାକୁ ଘର ଏମିତି ଗୋଟେ ଜାଗାରେ ରଖି ଦିଅନ୍ତୁ ଯେଉଁଠାରେ ଆପଣଙ୍କଛଡା ଅନ୍ୟ କେହି ଜାଣି ପାରିବେ ନାହିଁ ବା ପାଇବେ ନାହିଁ । ଏହା ପରେ ୨୧ ଦିନ ପରେ ସେହି ପୁଟୁଳି ବାହାର କରି ପାଣିରେ ବିସରଜିତ କରି ଦିନତୁ ଯଦି ପାଣି ଜାଗା ନାହିଁ ତେବେ କୌଣସି ଗଛ ମୂଳରେ ପୋତି ଦିଅନ୍ତୁ ଆପଣଙ୍କୁ ବହୁତ ଲାଭ ପ୍ରାପ୍ତି ହବା ସ ଆପଣଙ୍କ ସବୁ ଘର ଓ ବାହାର ସମସ୍ୟା ଦୂର ହୋଇଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *