କଣ ପାଇଁ ବୁଦ୍ଧାଦିତ୍ୟ ଏ ପର୍ଯ୍ୟନ୍ତ କରି ନାହାନ୍ତି ବିବାହ ?

ବନ୍ଧୁଗଣ ଆପଣ ସମସ୍ତେ ବିଦ୍ଧାଦିତ୍ୟଙ୍କୁତ ସମସ୍ତେ ଜାଣିଥିବେ । ଆଜି ଆମେ ଜାଣିବା ବୁଦ୍ଧଦିତ୍ୟ କଣ ପାଇଁ ବିବାହ କେଇ ନାହାନ୍ତି ସେଇ ବିଷୟରେ ଜାଣିବା । ବୁଦ୍ଧାଦିତ୍ୟଙ୍କ ବିଷୟରେ ଯଦି ଜାଣିବା ପାଇଁ ଚହୁଁଛନ୍ତି ଲେଖା ଟିକୁ ସେସ ପର୍ଯ୍ୟନ୍ତ ପଢନ୍ତୁ ।

ଆପଣ ଓଲିଉଡ ହିରୋ ବୁଦ୍ଧଦିତ୍ୟଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ତାଙ୍କର ଜବରଦସ୍ତ ଆକ୍ଟିଙ୍ଗବି ବହୁତ ଭଲ ଭାବରେ ଦେଖିଥିବେ । ତାଙ୍କର ଜବରଦସ୍ତ ଆକ୍ଟିଙ୍ଗ ପାଇଁ ଲୋକମାନଙ୍କ ମନରେ ଗୋଟେ ଅଲଗା ସ୍ଥାନ ବନେଇପାରିଛନ୍ତି ।

ସେ ବହୁତ ସାରା ଫିଲ୍ମରେ ହୀରୋ ଭୂମିକରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୟ ମଧ୍ୟ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଛି । ତାଙ୍କ ଅଭିନୟ ଜାଡୁରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ବୁଦ୍ଧାଦିତ୍ୟ ପ୍ରାୟ ୩୦ ରୁ ଅଧିକ  ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି । ବୁଦ୍ଧଦିତ୍ୟ ବହୁତ ସାରା ହିନ୍ଦୀ ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି । ସେ ବହୁତ ଗୁଡିଏ ଓଡିଆ ଫିଲ୍ମ କରିଛନ୍ତି ସେଗୁଡିକ ହେଲା ବାଏ ବାଏ ଦୁବାଇ, ତୁ ଥିଲେ ମୋ ଡର କାହାକୁ, ନନ୍ଦିନୀ ଆଇ ଲଭ ୟୁ, ଶ୍ରୀମାନ ସୁରଦାସ, ଜାଗା ହାତରେ ପଘା, ପ୍ରେମ ରୋଗୀ, ପାଗଳ କରିଛି ପାଉଁଜି ତୋର, କେଉଁ ଦୁନିଆରୁ ଆସିଲା ବନ୍ଧୁ ।

ବୁଦ୍ଧାଦିତ୍ୟ ତାଙ୍କ ପରିବାର ଲୋକଙ୍କ ସହ ଭୁବନେଶ୍ବରରେ ରହୁଛନ୍ତି । ତାଙ୍କ ପରିବାରରେ ତାଙ୍କର ବାପା, ମା, ଓ ଗୋଟେ ଭଉଣୀ ଅଛନ୍ତି । ବିଦ୍ଧାଦିତ୍ୟ କଟକରେ ଜନ୍ମ ଗ୍ରହଣ କରିଛନ୍ତି, ସେ ତାଙ୍କ ସ୍କୁଲ ମଧ୍ୟ ଷ୍ଟିୱାର୍ଟ ସ୍କୁଲରେ ପଢୁଥିଲେ । ସେ ରେଭେନ୍ସା କଲେଜରେ ପଡୁଥିଲେ । ତାପରେ ସେ ପଢିବା ପାଇଁ ଡେଲି ୟୁନିଭରସିଟି ଯାଇଥିଲେ । ଏବେ ସେ ତାଙ୍କର କାମ ବଲିଉଡ ଓ ଓଡିଆ ଇଣ୍ଡସଷ୍ଟ୍ରିଜରେ କରୁଛନ୍ତି । ବୁଦ୍ଧାଦିତ୍ୟଙ୍କୁ ଚାଳିଶି ବର୍ଷ ବୟସ ହୋଇଥିଲେ ମଧ୍ୟ ସେ ଏ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ।

ଏହାର କାରଣ ହେଉଛି ବୁଦ୍ଧାଦିତ୍ୟ ଜଣକୁ ଭଲ ପାଉଥଲେ କିନ୍ତୁ ସେ ତାଙ୍କୁ ଧୋକା ଦେଇଥିବାରୁ ସେ ଏ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ତାଙ୍କୁ ଉପଯୁକ୍ତ ଜୀବନସାଥି ନମିଳିବା ଯାଏ ସେ ବିବାହ କରିବେ ନାହିଁ ବୋଲି କହିଛନ୍ତି । ତାଙ୍କୁ ଉପଯୁକ୍ତ ଜୀବନ ସାଥି ମିଳିଲେ ସେ ନିଶ୍ଚିତ ବିବାହ କରିବେ । ତାହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବିଦ୍ଧାଦିତ୍ୟ  କେମିତି ଲାଗନ୍ତି ଓ ତାଙ୍କ ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ଆପଣ କମେଣ୍ଟ ମାଧ୍ୟମରେ ନିଶ୍ଚିତ ରୂପରେ ଜଣାଇବେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *