ରାମୁ ଜଣେ ଝିଅକୁ ପଚାରିଲା ତୁମର ଶିକ୍ଷାଗତ ଯୋଗ୍ୟତା କଣ ? ଝିଅଟି କହିଲା “ ଆଖି ଚା ଆଖି”… ତେବେ ଝିଅଟିର ଶିକ୍ଷାଗତ ଯୋଗ୍ୟତା କଣ ?

ଇନ୍ଟରଭିୟୁର ପ୍ରଶ୍ନ କାଫି ମୁସ୍କିଲ ଅଟେ ଓ ଦିମାଗ ଖରାପ ହୋଇଯାଏ । ସେଥିପାଇଁ ଆଇଏଏସରେ ଇନ୍ଟରଭିଉରେ ପଚରା ଯାଉଥିବା କିଛି ଏମିତି ପ୍ରଶ୍ନର ଜବାବ ନେଇକି ଆସିଛୁ ଯାହା ଟ୍ରିକି ହେବା ସହିତ ମଜାଦାର ମଧ୍ୟ ଅଟେ । ଏହାକୁ ଜାଣି ଆପଣ ମାନଙ୍କୁ ମଜା ଆସିବ ଓ ସୂଚନା ମଧ୍ୟ ମିଳିବ ।

ଏହି ଟ୍ରିକି ପ୍ରଶ୍ନ ଆପଣଙ୍କ ଦିମାଗର ଯାଞ୍ଚ ପାଇଁ ପଚରାଯାଏ । ତେବେ ଦେଖିବା ଏହା ଭିତରୁ ଆପଣ କେତୋଟିର ଉତ୍ତର ଠିକ ଭାବେ ଦେଇ ପାରୁଛନ୍ତି ।

Image Courtesy: Google

୧. ତାହା କେଉଁ ସ୍ଥାନ ଯେଉଁଠାରେ ବହୁତ ଜଣ ଥାନ୍ତି ତଥାପି ଆପଣ ନିଜକୁ ଏକୁଟିଆ ମନେ କରନ୍ତି ?

ଉତ୍ତର : ପରୀକ୍ଷା ହଲ

୨. ତାହ କଣ ଯାହାକୁ ଜଣେ ଅନ୍ଧ ମଧ୍ୟ ଦେଖିପାରିବ ?

ଉତ୍ତର : ଅନ୍ଧାର

୩. ତାହା କଣ ଯାହା ସବୁବେଳେ ପଡିଥାଏ କିନ୍ତୁ କେବେହେଲେ ନଷ୍ଟ ହୋଇନଥାଏ ?

ଉତ୍ତର : ବର୍ଷା ପାଣି

୪. ତାହା କେଉଁ କାର ଯାହାର ଚକ ନାହିଁ କି ଇଞ୍ଜିନ ନାହି, ତଥାପି ଚାଲିଥାଏ ?

ଉତ୍ତର : ସରକାର

Image Courtesy: Google

୫. ଯଦି ଆପପନ ନୀଳ ସମୁଦ୍ରରେ ନାଲି ପଥର ପକାନ୍ତି ତେବେ କଣ ହେବ ?

ଉତ୍ତର : ବୁଡିଯିବ ।

୬. ଚାଚା ଚାଚି ପିକନିକ ଯିବା ପାଇଁ ବାହାରିଲେ । ତାଙ୍କର ୫ ଜଣ ପୁଅ ଏବଂ ସବୁ ପୁଅଙ୍କର ଦୁଇଟି ଲେଖାଏଁ ଝିଅ । ସମୁଦାଯ କେତେ ଜଣ ପିକନିକ ଗଲେ ?

ଉତ୍ତର : ଦୁଇଜଣ ( ଚାଚା ଏବଂ ଚାଚି )

୭. କଳ୍ପନା କରନ୍ତୁ ଆପଣ ଏକ ଅନ୍ଧାର କୋଠରୀରେ ଅଛନ୍ତି ଏବଂ ବାହାରକୁ ଯିବା ପ୍ପାଇନ କୌଣସି ଝରକା, କବାଟ ନାହିଁ, କେମିତି ବାହାରକୁ ଆସିବେ ?

ଉତ୍ତର : କଳ୍ପନା ବନ୍ଦ କରି ।

Image Courtesy: Google

୮. ଏକ ବିଦ୍ୟୁକ ଚାଳିତ ଟ୍ରେନ ପ୍ପୁର୍ବରୁ ପଶ୍ଚିମ ଦିଗକୁ ଯାଉଅଛି । ଏଥିରୁ ନିର୍ଗତ ଧୂଆଁ କେଉଁ ଦିଗକୁ ଯିବ ?

ଉତ୍ତର : ଏଥିରୁ ଧୂଆଁ ବାହାରେ ନାହିଁ ।

୯. କିଛି ଲୋକ ଗୋଟିଏ କୁକୁରକୁ ଓଲଟା ଝୁଲାଇ ପୂଜା କରୁଥିଲେ । କାହିଁକି କହିପାରିବେ କି ?

ଉତ୍ତର : କାରଣ ଡଗକୁ ଓଲଟା କଲେ ଗଡ ହୋଇଥାଏ ।

୧୦. ବାହାଘର ପ୍ରସ୍ତାବ ପାଇଁ ରାମୁ ଜଣେ ଝିଅକୁ ପଚାରିଲା ତୁମର ଶିକ୍ଷାଗତ ଯୋଗ୍ୟତା କଣ ? ଝିଅଟି କହିଲା “ ଆଖି ଚା ଆଖି” ରାମୁ ବେହୋସ ହୋଇ ପଡିଗଲା । ଏବେ ଆପଣ କହନ୍ତୁ ଝିଅଟିର ଶିକ୍ଷାଗତ ଯୋଗ୍ୟତା କଣ ?

ଉତ୍ତର : ଆଇଟିଆଇ

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *