୨ଟି ପରମାଣୁ ବୋମାରେ ମଧ୍ୟ ମଲେ ନାହିଁ ଏହି ବ୍ୟକ୍ତି, ବହୁତ ଆଶ୍ଚର୍ଯ୍ୟକର ଅଟେ ଏହି କାହାଣୀ

ଦୁନିଆରେ ଏମିତି କିଛି ଘଟଣା ଘଟି ଥାଏ ଯାହା ସାମାନ୍ଯ ହୋଇନଥାଏ, କୁହା ଯାଏ ଯେ ଯାହା ଭଗବାନ ବା ବିଧାତା ଲେଖନ୍ତି ସେହା ହୋଇଥାଏ କାହା ଇଛାରେ ଏହି ସଂସାର ଚଳି ନଥାଏ, ସଂସାର ବହୁତ ଦୂର କଥା ଆମ ନିଶ୍ଵାସ ଉପରେ ମଧ୍ୟ ବିଧାତା ଲେଖା ହୋଇଥାଏ ।

ଏମିତି କିଛି ଘଟଣା ଘଟି ଥାଏ ଯେତେବେଳେ ମଣିଷ ସମକ୍ଷ ମୃତ୍ୟୁ ଠିଆ ହୋଇଥାଏ ତା ପରେ ମଣିଷକୁ ନେଇ ନଥାଏ, ଜୀବନ ସମୟରେ ମଣିଷ ବହୁତ ଥର ଏମିତି ଘଟଣା ସାମ୍ନା କରିଥାଏ । ତେବେ ମୃତ୍ୟୁ କେବେ ଆସିବ ଓ କେବେ କାହା ମୃତ୍ୟୁ ହବ ତାହା ଆମେ କହି ପାରିବୁ ନାହିଁ ଏହା ବିଧାତା ଲେଖିଛନ୍ତି ଓ ଆମେ ଏହାକୁ ବଦଳି ପାରିବୁ ନାହିଁ ।

Image Courtesy: Google

କିନ୍ତୁ କେମିତି ବଞ୍ଚିବାର ଅଛି ତାହା ଆମ କର୍ମ ଦ୍ଵାରା ନିର୍ଧାରିତ ହୋଇଥାଏ ତେବେ ଆସନ୍ତୁ ଜାଣିବା ଏମିତି ଗୋଟେ ମଣିଷ ବିଷୟରେ ଯିଏ ଚର୍ଚା ର ବିଷୟ ଅଛନ୍ତି । ଗୋଟେ ଏମିତି ଲୋକ ଅଛନ୍ତି ଯିଏ ଦୁଇ ପରମାଣୁ ବୋମା ଯାହା ଦ୍ଵାରା ପୁରା ଶହର ବର୍ବାଦ ହୋଇଥିଲା ସେଥିରେ ମଧ୍ୟ ବଞ୍ଚି ଯାଇଥିଲେ । ୟାମାଗୁଚି ସମ୍ଭବତ ଦୁନିଆରେ ଏମିତି ପ୍ରଥମ ବ୍ୟକ୍ତି ଅଟନ୍ତି ଯିଏ ୨ଟି ପରମାଣୁ ବୋମାରେ ମଧ୍ୟ ବଞ୍ଚି ଯାଇଥିଲେ, ୟାମାଗୁଚି ମୃତ୍ୟୁ କ୍ୟାନ୍ସର ଦ୍ଵାରା ୯୩ ବର୍ଷ ବୟସରେ ହୋଇଥିଲା ।

Image Courtesy: Google

ଜାପାନରେ ଏମିତି ଗୋଟେ ବ୍ୟକ୍ତି ଥିଲେ ଯିଏ ୨ଟି ପରମାଣୁ ବୋମା ରେ ମଧ୍ୟତା ମୃତ୍ୟୁ ବରଣ କରିନଥିଲେ, ଆମେ ଆମେରିକା ଓ ଜାପାନ ବିଷୟରେ ଜାଣିଛନ୍ତି ଆମେରିକା ଜାପାନ ଦୁଇଟି ଶହର ହିରୋଶୀମା ଓ ନାଗାସାକି ଉପରେ ପରମାଣୁ ବୋମା ହମଲା କରିଥିଲେ । ପରମାଣୁ ବୋମା ଆଘାତରୁ ଏହି ଶହର ଆଉ ଆଖ ପାଖି ଶହର ବର୍ବାଦ ହୋଇଥିଲା କିନ୍ତୁ ଏତେ ବଡ ଘଟଣାରେ ମଧ୍ୟ ୟାମାଗୁଚି ବଞ୍ଚି ଯାଇଥିଲେ ତାହା ବି ସ୍ଵସ୍ଥ । ଏହି ବ୍ୟକ୍ତିଙ୍କ କାହାଣୀ ସମସ୍ତେ ଜାଣିବା ପାଇଁ ଇଛା କରନ୍ତି ।

Image Courtesy: Google

ତେବେ ୟାମାଗୁଚିଙ୍କ କହିବା ଅନୁଯାଇ ଯେତେବେଳେ ପରମାଣୁ ବୋମା ପଡିଥିଲା ତେବେ ତାଙ୍କ ଠାରୁ କେବଳ ୨ ମିଲ ଦୂର ପଡିଥିଲା, ଯେତେବେଳେ ପରମାଣୁ ବୋମା ପଡିଥିଲା ସେହି ସମୟରେ ସେ ବହୁତ ଡଋ ଯାଇଥିଲେ ଓ ତାଙ୍କ ପୁରା ଶରୀରରେ ନିଆ ଲାଗି ଯାଇଥିଲା, ତଥାପି ମୃତ୍ୟୁ ହେଲା ନାହିଁ । ସେହି ଲୋକ ଚିକିତ୍ସା ଦ୍ଵାରା ଭଲ ହୋଇପାରିଥିଲେ ଓ ୯୩ ବୟସରେ କ୍ୟାନ୍ସର ପାଇଁ ମୃତ୍ୟୁ ବରଣ କରିଥିଲେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *