ଦେଖିବା ତ ଏହି ଦୁନିଆରେ ଅଦ୍ଭୁତ ପ୍ରକାର ଲୋକ ଅଛନ୍ତି ଯିଏ କେତେ ଥର ଏମିତି କାମ କରନ୍ତି ଯାହା ଦେଖି ଦୁନିଆ ବି ଆଶ୍ଚଜ୍ୟ ହୋଇଯାଇଥାଏ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା ଦୁଇଟି ଜୀବନ ଅତିବାହିତ କରୁଥିଲେ । ସୂଚନା ଅନୁସାରେ କୁହାଯାଇଛି କି ଦିନର ଆଲୋକରେ ମହିଳା ନିଜ ଘରଲୋକଙ୍କ ସାମ୍ନାରେ ବହୁତ ସୁଶୀଳ ଏବଂ ଆଦର୍ଶ ବୋହୁ ପରି ରହୁଥିଲା ଏବଂ ଦିନ ସରିବା ପରେ ରାତିର ଅନ୍ଧାରରେ ଭଦ୍ରାମିର ଓଢଣୀରୁ ବାହାରକୁ ଆସି ବିଳାସିତ ଖେଳ ଆରମ୍ଭ କରିଦେଉଥିଲେ ।
ଘରର କୌଣସି ସଦସ୍ୟ ନିଜ ବୋହୁର ଏହି ଖରାପ ଖେଳ ବିଷୟରେ କେହି କିଛି ବି ଜାଣିନଥିଲେ ।
କିନ୍ତୁ ଗୋଟିଏ ଦିନ ଯେତବେଳେ ତାଙ୍କ ବୋହୁ ବିଷୟରେ ଜଣାପଡିଲା ତ ଘର ଲୋକଙ୍କ ପାଦତଳୁ ମାଟି ଖସି ଗଲା ଏବଂ ଏହି ଘଟଣା ପୁରା ସହରରେ ଚାଞ୍ଚଲ୍ୟ ଖେଳିଗଲା । ଦିନରେ ଘରେ ସରଳ ପ୍ରକାର ରହୁଥିଲେ ଏବଂ ରାତି ହେବା ପରେ ସେ ନିଜର ପ୍ରେମିକ ସହିତ ଦେଖା କରିବାକୁ ଚାଲି ଯାଉଥିଲେ ।
କଥା କେବଳ ଦେଖା କରିବାରେ ସୀମିତ ନଥିଲା ବରଂ ବନ୍ଦ କୋଠରୀରେ ନିଜ ସ୍ଵାମୀଙ୍କ ସାଙ୍ଗ ସହିତ ଶାରୀରିକ ସମ୍ବନ୍ଧ ରଖିଥିଲେ ଏବଂ ଘରର ଲୋକ ନିଜ ବୋହୁର ଏହିପରି ଖରାପ କାମ ବିଷୟରେ ଏକଦମ ଅଜଣା ଥିଲେ । ସବୁବେଳେ ଓଢଣା ଭିତରେ ରହୁଥିବା ବୋହୁ ଓଢଣୀରୁ ବାହାରି ବନ୍ଦ କୋଠରି ଭିତରେ ଏମିତି କାମ କରୁଥିଲେ ଏହି କଥାର କଳ୍ପନା ବି କରିପାରୁ ନଥିଲେ ଏବଂ କୋଠରି କଥା କୋଠରିରେ ହିଁ ସୀମିତ ରହୁଥିଲା ।
କିନ୍ତୁ ଏହା କୁହାଯାଇଛି କି ଭଲପାଇବା କେବେ ହେଲେ ଲୁଚିରୁହେ ନାହିଁ । ପ୍ରତିଦିନ ଯେତବେଳେ ଆଦର୍ଶ ବୋହୁ ନିଜର ପ୍ରେମିକ ସହିତ ଅନ୍ତରଙ୍ଗ ସମୟରେ ରହିଥିଲା ସେତବେଳେ ତାଙ୍କୁ ତାଙ୍କର ଶାଶୁ ସେହି ଅବସ୍ଥାରେ ଦେଖି ଥିଲା ଏବଂ ତାହାପରେ ଯାହା ହେଲା ତାହା ଆପଣଙ୍କ କଲିଜାକୁ ହଲାଇ ଦେବ । ନିଜର ଚୋରୀ ଧାରା ପଡିଗଲା ପରେ ବୋହୁ ନିଜ ଶାଶୁକୁ ହିଁ ହୃଦୟହିନ ଭାବରେ ହତ୍ୟା କରିଦେଲା । ଏହି ଘଟଣା ପରେ ବୋହୁର ଗୁମର ଖୋଲିଗଲା ଏବଂ ଜୁଲି ନାମକ ସଂସ୍କାରୀ ବୋହୁ ଧରାପଡିଗଲା ଏବଂ ସେ ତାଙ୍କ ଅପରାଧକୁ ବି ସ୍ଵୀକାର କରି ନେଇଛନ୍ତି ।