ଯଦି ଲେମ୍ବୁରେ ଚୁପଚାପ ପୋତି ଦେବେ ଲବଙ୍ଗ ତେବେ ଆପଣଙ୍କୁ ଭିକାରୀରୁ କୋଟିପତି ହେବାକୁ କେହିବି ରୋକି ପାରିବେ ନାହିଁ

ତାନ୍ତ୍ରିକ ଗ୍ରନ୍ଥରେ କିଛି ଏମିତି ପ୍ରୟୋଗ ବିଷୟରେ କୁହାଯାଇଛି ଯାହାର ସାହାଯ୍ୟରେ ଅସମ୍ଭବ କାର୍ଯ୍ୟକୁ ବି ସମ୍ଭବ କରି ଦିଆଯାଇ ଥାଏ । ଏହା କାରଣ ହେଉଛି କି କିଛି ଲୋକ ତନ୍ତ୍ର ମନ୍ତ୍ରକୁ ମାନିଥାନ୍ତି ଏବଂ କିଛି ଲୋକଙ୍କର ଏହା ଉପରେ ଅତୁଟ ବିଶ୍ଵାସ ରହିଥାଏ । ଏହି ତନ୍ତ୍ରରେ କିଛି ବିଶେଷ ଗଛ ,ପୂଜା ସାମଗ୍ରୀ ,ଫଳ ତଥା ଅନ୍ୟ ଜିନିଷର ଉପଯୋଗ ହୋଇଥାଏ ।

ତନ୍ତ୍ର ଅନୁସାରେ ଲେମ୍ବୁ ତଥା ଲୋକଙ୍କର ତନ୍ତ୍ର ମନ୍ତ୍ର ଦ୍ଵାରା ଜୀବନର କେତେକ ସମସ୍ୟାକୁ ଏକ ଝଟକାରେ ଖତମ କରାଯାଇ ପାରେ । ଯଦି ଆପଣ ଏହି ସବୁ ଜିନିଷରେ ବିଶ୍ଵାସ ରଖନ୍ତି ତାହେଲ ଆପଣଙ୍କ ପାଇଁ ଲେମ୍ବୁର ଏହି ଜାଦୁ ବହୁତ କାମର ଅଟେ । ଲେମ୍ବୁର ଏହି ଜାଦୁ ଆପଣଙ୍କ ଜୀବନର ଧନ ସମ୍ବନ୍ଧିତ ସମସ୍ୟାଗୁଡିକୁ ଦୂର କରିଦେଇଥାଏ । ଲେମ୍ବୁର ଏହି ଜାଦୁ ଦ୍ଵାରା ଆପଣ ମାଲାମାଲ ହେଇପାରିବେ ଏବଂ ଆପଣଙ୍କ ଭାଗ୍ୟ ବଦଳି ଯାଇପାରେ । ଆସନ୍ତୁ ଜାଣିବା ଲେମ୍ବୁର ଏହି ଜାଦୁ ବିଷୟରେ ।

ଏକ ଲେମ୍ବୁ ଏବଂ ୪ତି ଲବଙ୍ଗ କୁ ନେଇ ଆପଣ ଏହି ଉପାୟକୁ କରିପାରିବେ ,ଏହି ଉପାୟ ଆପଣ ଶନିବାର ଦିନ ହିଁ କରିବେ । ଏଥିରେ ଆପଣଙ୍କୁ ଚାରିଟି ଲବଙ୍ଗକୁ ଲେମ୍ବୁ ଉପରେ ପୋତି ଦେବେ ଏବଂ ଏମିତି କରିବା ସମୟରେ ଓଂ ଶ୍ରୀ ହନୁମତେ ନମଃ ମନ୍ତ୍ର ୨୧ଥର ଜପ କରିବେ ଯେମିତି କି ଆପଣଙ୍କର ମନସ୍କାମନା ପୂର୍ଣ ହେଇପାରିବ । ଏହାପରେ ଏହି ଲେମ୍ବୁକୁ ଆପଣଙ୍କ ପାଖରେ ରଖନ୍ତୁ ଏମିତି କରିବା ଦ୍ଵାରା ସବୁ ସମସ୍ୟା ଖତମ ହେଇଯିବ ଏବଂ କେହି ଆପଣଙ୍କୁ କରୋଡପଟି ହେବାକୁ ରୋକି ପାରିବେ ନାହିଁ । ଏହି ଲେମ୍ବୁକୁ ପ୍ରତି ଶନିବାର ଦିନ ବଦଳାନ୍ତୁ ଏବଂ ପୁରୁଣା ଲେମ୍ବୁକୁ ହନୁମାନଙ୍କ ମନ୍ଦିରରେ ଶନିବାର ଦିନ ଅର୍ପଣ କରି ଆସନ୍ତୁ ।

Leave a Reply

Your email address will not be published. Required fields are marked *