ଜନ୍ମ ଦେଇଥିଲେ ଜୀବନ ବି ଦେଲେ, ପୁଅ କୁ ବଞ୍ଚାଇବାକୁ ଯାଇ ମା’ କଲା କିଛି ଏମିତି କି ଜାଣି ଆପଣ ବି କାନ୍ଦି ପକେଇବେ…

ବନ୍ଧୁଗଣ, ପୁଅ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଲେ ଜନ୍ମଦାତ୍ରୀ ମା’ । ଯାଜପୁର ଦଶରଥପୁର ତାଳିଆ ପଞ୍ଚାୟତ ଦେଉଳବାଡ ଗାଁ ର ଏହି ଘ-ଟ-ଣା ଟି । ଏଠାରେ ଜଣେ ମା’ ନିଜ ଶିଶୁ ପୁତ୍ର କୁ ବଞ୍ଚାଇବାକୁ ଯାଇ ସର୍ପ ଦଂସନ ରେ ନିଜର ଜୀବନ ହରାଇଛନ୍ତି ।

“ପ୍ରିୟଦର୍ଶନୀ ରାଉତ” ନିଜ ୧ ବର୍ଷର ପୁଅ କୁ ନାଗ ସାପ କବଳ ରୁ ରକ୍ଷା କରିବାକୁ ଯାଇ ନିଜେ ପ୍ରାଣ ହାରାଇଛନ୍ତି । ଗୁରୁବାର ଦିନ ପୁଅ ଶୋଇଥିବା ବେଳେ ଏକ ନାଗ ସାପ ନିଜ ପୁଅ ଆଡକୁ ମାଡି ଯାଉଥିବାର ପ୍ରିୟଦର୍ଶନୀ ଦେଖିଲେ । ବିଷଧର ସାପ ମୃ-ତ୍ୟୁ ନେଇ ପୁଅ ଆଡକୁ ଧୃତ ଗତିରେ ମା-ଡି ମା-ଡି ଯାଉଥିଲା । ନିଜ ପୁଅ ବିସିକେଶନ ର ଜୀବନ ବି-ପ-ଦ ରେ ଥିବା ଜାଣି ମା’ ପ୍ରିୟଦର୍ଶନୀ ର ମୁଣ୍ଡ କିଛି କାମ କରୁନଥିଲା । ଘରେ କେହି ପୁରୁଷ ଲୋକ ନଥିବା ବେଳେ ପୁଅ ଆଡକୁ ଅତି କ୍ଷିପ୍ର ଗତିରେ ମାଡି ଯାଉଥିବା ନାଗ ସାପ କୁ ମା’ ଧରି ପକାଇଥିଲେ ।

ଏହାପରେ ସେହି ସାପ ଟି ପ୍ରିୟଦର୍ଶନୀ ର ଡାହାଣ ହାତ କୁ ଚୋ-ଟ ପରେ ଚୋ-ଟ ମା-ରି ଚାଲିଥିଲା । ମାତ୍ର ସର୍ପ ଦଂସନ ପରେ ମଧ୍ୟ ଗାଁ ଲୋକେ ତାଙ୍କୁ ଡାକ୍ତରଖାନା କୁ ନେଉଥିଲେ ମଧ୍ୟ ବାଟରେ ତାଙ୍କ ଜୀବନ ଚାଲି ଯାଇଥିଲା । ଏହାପରେ ଗାଁ ଲୋକ ତଥା ପରିବାର ଲୋକଙ୍କ ଆଖି ଆଗରେ ଘଟିଗଲା ଏହି ଅଘଟଣ । ଅକାଳରେ ଆଖି ବୁଝିଥିଲା ମମତାମୟୀ ମା’ ।

୨୦୧୯ ମସିହାରେ ପ୍ରିୟଦର୍ଶନୀ ସେହି ଯାଜପୁର ର ଚିନମୟ ଦାସ ଙ୍କୁ ବିବାହ କରିଥିଲେ । ଉଭୟଙ୍କ ବିବାହ ବେସ ଧୂମ ଧାମରେ କରାଯାଇଥିଲା । ଉଭୟ ସ୍ଵାମୀ ସ୍ତ୍ରୀ ମଧ୍ୟ ବିବାହ ପରେ ବହୁତ ହସ ଖୁସି ରେ ଦିନ କାଟୁଥିଲେ । ବିବାହ ପରେ ୨୦୨୦ ରେ ସେ ଏକ ଶିଶୁ ପୁତ୍ର କୁ ଜନ୍ମ ଦେଇଥିଲେ । ପୁଅ କୁ ନେଇ ଉଭୟ ବାପା ମା’ ବହୁତ ଆନନ୍ଦ ଥିଲେ । ମା’ ତାର ପୁଅ କୁ ନେଇ ଅନେକ ସ୍ଵୋପ୍ନ ଦେଖିଥିଲେ ।

ମାତ୍ରା ବିଧାତା ଙ୍କ ନିୟମ ଆଗରେ କିଏ ବା କଣ କରି ପାରିବ ? ପୁଅ କୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହରାଇ ବସିଲେ । ଏହି ଘ-ଟ-ଣା ବର୍ତ୍ତମାନ ସାରା ଅଞ୍ଚଳରେ ଶୋକାକୁଳ ବାତାବରଣ ନେଇ ଆସିଛି । ପରିବାର ଲୋକେ ଏହି ଘ-ଟ-ଣା ପରଠାରୁ ବହୁତ ଦୁଖିତ ଅଛନ୍ତି ।

ଚିନ୍ମୟ ନିଜ ସ୍ତ୍ରୀ କୁ ହରାଇ ବର୍ତ୍ତମାନ ଧର୍ଜ୍ୟହରା । ସେ କଣ କରିବେ କଣ ନାହିଁ ତାଙ୍କ ମୁଣ୍ଡରେ କିଛି ବୁଦ୍ଧି ପଶୁ ନାହିଁ । ମାତ୍ର ଚିନ୍ମୟ ଘରେ ନଥିବା ବେଳେ ଏହି ଅଘଟଣ ଘଟିବାରୁ ସେ ବହୁତ ମର୍ମାହତ ହୋଇ ପଡିଛନ୍ତି । ବନ୍ଧୁଗଣ ଏହି ଦୁଖଦ ଘ-ଟ-ଣା କୁ ନେଇ ଆପଣଙ୍କ ମତାମତ କଣ ଅଟେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *