ଡିଭୋର୍ସ ପରେ ମା’ଙ୍କ ସହ ଗାଁ ରେ ଏମିତି ରହୁଛନ୍ତି ବର୍ଷା, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଅଭିନେତ୍ରୀ ବର୍ଷା ଓଲିଉଡ ଜଗତରେ ଅନେକ ସୁପର ହିଟ ଫିଲ୍ମ କରି ଛନ୍ତି । ତାଙ୍କର ଚମତ୍କାର ଅଭିନୟ ଓ ସୁନ୍ଦରତା ପାଇଁ ସେ ସାରା ଓଡିଶାରେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ଆଉ ଓଡିଶା ବାସୀ ମଧ୍ୟ ବର୍ଷା ଙ୍କୁ ବେସ ପସନ୍ଦ କରିଥାନ୍ତି ।

ତେବେ ସେ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି । ବର୍ତ୍ତମାନ ସମୟରେ ବର୍ଷା ଆଉ ଅଭିନୟ ଦୁନିଆରେ କାମ କରୁ ନାହାନ୍ତି । ସେ ବର୍ତ୍ତମାନ ରାଜନୀତି ରେ ପାଦ ଥାପିଛନ୍ତି ।  ସବୁବେଳେ ନିଜ ପାରିବାରିକ ବିବାଦ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଏବେ ଏକ ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ ।

ଏଇ ଏବେ ଏବେ ବର୍ଷାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି । ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ 2014 ରେ ଓଡିଆ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ସହ ପ୍ରେମ ବିବାହ କରିଥିଲେ । ଦୁହେଁ ବିବାହ ପରେ ବେସ ହସ ଖୁସି ରେ ସଂସାର କରିଥିଲେ ।

କିନ୍ତୁ ପରେ ଉଭୟଙ୍କ ମଧ୍ୟରେ କଳହ ଏତେ ବଢି ଯାଇଥିଲା ଯେ ପରସ୍ପରକୁ ଛାଡପତ୍ର ଦେବାକୁ ନିସ୍ପତି ନେଲେ । ଏବେ ଯାଏଁ ଦୁହିଙ୍କର ପାରିବାରିକ ମାମଲା ପରିବାର ଅଦାଲତ ରେ ଚାଲିଛି ଯାହାକୁ ନେଇ ମଧ୍ୟ ଖୁବ ଚର୍ଚ୍ଚା ଜୋର ଧରିଛି । ବର୍ଷା ପୂର୍ବରୁ ଅନୁଭବ ଙ୍କ ପୈତୃକ ଘରେ ରହୁଥିଲେ ଯାହାର ବିରୁଦ୍ଧ କରିଥିଲେ ଅନୁଭବ କୋର୍ଟ ରେ । ଅନୁଭବ ଙ୍କ ଅପିଲ ପରେ କୋର୍ଟ ବର୍ଷା ଙ୍କୁ ଅନୁଭବ ଙ୍କ ଘର ଛାଡିବାକୁ କହିଥିଲେ । ଆଉ ବର୍ଷା ଏବେ ଭଡା ଘରେ କିଛି ଦିନ ହେବ ରହୁଥିଲେ । ବର୍ତ୍ତମାନ ସମୟରେ ଏହି ଦୁଇ ଯୋଡି ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି ।

ଆଉ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବର୍ଷା ନିଜ ମାଆଙ୍କ ସହ ନଜର ଆସୁଛନ୍ତି । ଏହି ଭିଡିଓରେ ବର୍ଷା ନିଜ ମାଆ ଙ୍କ ସହ ଗାଁରେ ରହୁ ଥିବାର ନଜର ଆସିଛନ୍ତି । ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଆଉ ଚର୍ଚ୍ଚା ବି ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *