ଏମିତି କ୍ଷତିକାରକ ନନ୍ ଷ୍ଟିକ୍ ପ୍ୟାନ୍, ଚାଲିଯାଉଛି ଲୋକଙ୍କ ଜୀବନ! Nonstick Pan ବ୍ୟବହାର କରୁଥିଲେ ସାବଧାନ…

ବନ୍ଧଗଣ ପ୍ରତିଟି ଲୋକଙ୍କ ପ୍ରଥମ ପସନ୍ଦ ହେଉଛି ନନ ଷ୍ଟିକ ରୋଷେଇ ସାମଗ୍ରୀ । ବଜାରକୁ ଗଲେ ରୋଷେଇ ଘର ପାଇଁ ଲୋକେ ନନ ଷ୍ଟିକ ପ୍ୟାନ ହିଁ ଆଣିବାକୁ ପସନ୍ଦ କରନ୍ତୁ । ରୋଷେଇ କରିବା ପାଇଁ ସାଧାରଣ ବାସନ ନନ ଷ୍ଟିକ ବାସନ କୁ ଭୁଲ ଭାବରେ ବ୍ୟବହାର ହେଉଛି । ଏହି ବାସନ ଗୁଡିକର ବଡ ଫାଇଦା ହେଉଛି ଏଥିରେ ତେଲ କମ ଖର୍ଚ୍ଚ ହୁଏ । ଆଉ ଖାଇବା ଏଥିରେ ଲାଖି କି ରୁହେ ନାହି ।

ଏହି ବାସନ ସଫା ମଧ୍ୟ ବହୁତ ଜଲ୍ଦି ହୋଇଯାଏ । କିନ୍ତୁ ଆପଣ ମାନେ ଜାଣିଛନ୍ତି କି ନନ ଷ୍ଟିକ ପ୍ୟାନରେ ସିନା ଖାଇବା ଲାଖି କି ରୁହେ ନାହି ହେଲେ ଏମିତି କିଛି କେମିକାଲ ଏଥିରେ ଲାଗି ରହିଥାଏ ଯାହା ଆପଣଙ୍କୁ ଭୟଙ୍କର ରୋଗରେ ଆକ୍ରାନ୍ତ କରିଥାଏ । ଯାହା ପାଇଁ ଆପଣଙ୍କର ଜୀବନ ବି ଯାଇପାରେ ।

ଏ କଥା ଆମେ କହୁନୁ ବନ୍ଧୁଗଣ ଏ କଥାକୁ ଅନୁସନ୍ଧାନ କରିଛି ଆମେରିକାର କାର୍ଲିଫାର୍ଣ୍ଣିୟା ର ବିଶ୍ଵ ବିଦ୍ୟାଳୟର ଏକ ଟିମ । ଏହି ସନ୍ଧାନରେ ଏହା ସ୍ପଷ୍ଟ କରା ଯାଇଛି କି ନନ ଷ୍ଟିକ ପ୍ୟାନର ବ୍ୟବହାର ଦ୍ଵାରା କର୍କଟ ଭଳି ଭୟଙ୍କର ରୋଗର ଶିକାର ହୋଇଥାନ୍ତି ଲୋକେ । ଖବର ମୁତାବିକ ନନ ଷ୍ଟିକ ପ୍ୟାନ ପାଇଁ ଯେଉଁ କୋଟିଙ୍ଗ ପାଇଁ ଯେଉଁ କେମିକାଲ ବ୍ୟବହାର କରାଯାଏ ସେହି କେମିକାଲ କ୍ୟାନ୍ସର ର ମାତ୍ରାକୁ ଚାରି ଗୁଣା ଅଧିକ ବଢାଇ ଦେଇଥାଏ ।

ଯଦି ଦେଖିବା ଏହି ସନ୍ଧାନରେ 2 ଲକ୍ଷ ରୁ ଅଧିକ ଲୋକଙ୍କୁ ସାମିଲ କରା ଯାଇଥିଲା । ଯେଉଁ ମାନଙ୍କ ମଧ୍ୟରୁ 50 ଜଣ ଏମିତି ଥିଲେ ଯାହାଙ୍କୁ ଲିଭର କ୍ୟାନ୍ସର ହୋଇ ଯାଇଥିଲା । ତେବେ ନନ ଷ୍ଟିକ ପ୍ୟାନ ଗରମ ହେଲେ ସେଥିରୁ ଶିନ୍ଥେଟିକ କେମିକାଲ ବାହାରିବାକୁ ଲାଗେ । କେମିକାଲ ନିର୍ଗତ ହେବା ପରେ ତାହା ଖାଦ୍ଯ ରେ ଯାଇ ମିଶିଥାଏ । ଖାଦ୍ୟ ଆମ ଶରୀରକୁ ଯାଏ ।

ଯାହା ପରେ କ୍ୟାନ୍ସର ଦ୍ଵାରା ପୀଡିତ ହୋଇଥାନ୍ତି ଲୋକ ମାନେ । ଏହି କେମିକାଲ ଖାଲି ନା ଷ୍ଟିକ ପ୍ୟାନ ନୁହେଁ ଆମେ ବ୍ୟବହାର କରୁଥିବା ପ୍ଲାଷ୍ଟିକ ଡବା, ପୋଷାକ ଏବଂ ଗାଧୁଆ ଘରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ପାଇପ ରୁ ଏହି ସିନ୍ଥେଟିକ କେମିକାଲ ନିର୍ଗତ ହୋଇଥାଏ । ତେବେ ଏହା ଆମ ମୁଣ୍ଡ ଦ୍ଵାରା ଦେହରେ ଯାଇ କ୍ୟାନ୍ସର ଭଳି ଭୟଙ୍କର ରୋଗ ସୃଷ୍ଟି କରିଥାଏ ।

ତେବେ ବିଶେଷଜ୍ଞ ଙ୍କ କହିବ ଅନୁଯାୟୀ ଏହି କେମିକାଲ ଆମ ଶରୀର ପାଇଁ ଆହୁତ କ୍ଷତିକାରକ । ଲୋକଙ୍କ ପାଖରେ ନନ ଷ୍ଟିକ ପ୍ୟାନ କୁ ନେଇ ଶିକ୍ଷା ନ ଥିବାରୁ ଲୋକେ ଏହାକୁ ବହୁଳ ମାତ୍ରା ରେ ବ୍ୟବହାର କରୁଛନ୍ତି । ଯାହାକୁ ନେଇ ନାନା ଷ୍ଟିକ ପ୍ୟାନ ରେ ହେଉଥିବା ରୋଗ ଆଗକୁ ଆହୁରି ବଢି ଚାଲିବ । କାରଣ ନନ ଷ୍ଟିକ ପ୍ୟାନାର ବଜାର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *