Doctor ଇଞ୍ଜେକସନ ଲଗାଇବା ସମୟରେ ପିଲାଟି ଯେଉଁ Reaction ଦେଲା ଏବେ ହେଉଛି ଭାଇରାଲ, ଡକ୍ଟର ବି ହସି ହସି ବେଦମ !

ଆପଣ ମାନେ ଜାଣିଥିବେ ଯେ ଛୋଟ ପିଲା ମାନେ ଇଂଜେକସନ ନେବା ପାଇଁ କେତେ ଦରିଥାନ୍ତି । କିଛି ପିଲା ତ ଇଂଜେକସନ ଦେଖିଲେ ପରେ ଡାକ୍ତର ଠାରୁ ଦୂରେଇ ରହିଥାନ୍ତି । ଆଉ କିଛି ପିଲା ଇଂଜେକସନ ନେବା ପରେ ଏତେ ଜୋର ରେ ଚିତ୍କାର କରିଥାନ୍ତି କି ସେଠାରେ ଲୋକ ମାନେ ମଧ୍ୟ ବୁଝି ପାରନ୍ତି ନାହି କି କଣ ଘଟିଲା । ଆଜିର ଆମେ ଏହି ଲେଖା ରେ ଏମିତି କାହାଣୀ ରହିଛି । ଏହି ଭିଡିଓ ରେ ଜଣେ ପିଲା ଇଂଜେକସନ ନେବା ପାଇଁ ଅନେକ ପ୍ରକାର ର ବାହାନା କରୁଛି । ତା ପାଖ ରେ ତାର ମା ମହଦୀ ଠିଆ ହୋଇଛି । ଏହା ସତ୍ବେ ମଧ୍ୟ ପିଲା ଟି ଇଂଜେକସନ ନେବା ପାଇଁ ଡାକ୍ତର ଙ୍କ ସହ ଖେଳ ଖେଳୁଛି ।

ପିଲାର ମା ତା ହାତ କୁ ଧରିଲେ ମଧ୍ୟ ପିଲା ଟି ଇଯେକ୍ଷଣ ଲଗାଇବାକୁ ରାଜି ହେଉ ନାହି । ଏମିତି ଲାଗିବନି ସେମିତି ଲାଗିବାନି ଏହି ଭଳି ଶବ୍ଦ ର ପ୍ରୟୋଗ କରୁଛି ପିଲା ଟି ଏହି ଭିଡିଓ ରେ । ଯେତେବେଳେ ଡାକ୍ତର ଇଂଜେକସନ ଦଉଛନ୍ତି ସେହି ସମୟରେ ପିଲା ଟି ଏମିତି କିଛି ଭାଷା ର ପ୍ରୟୋଗ କରୁଛି ଯାହା ଦେଖିଲେ ଆପଣ ମାନେ ହସି ହସି ଗଡିଯିବେ । ଏହା ସହ ପିଲା ଟି ବହୁତ ଜୋର ରେ ଚିତ୍କାର ମଧ୍ୟ କରୁହକି । ଯାହାକୁ ଶୁଣିବା ପରେ ସେଠାରେ ଥିବା ଡାକ୍ତର ଓ ପିଲାର ମା ହସି ହସି ବେଦମ ହେଇ ଯାଉଛନ୍ତି ।

ତେବେ ପିଲା ଟି ବଡ ହୋଇଥିଲେ ମଧ୍ୟ ତାରା ଇଂଜେକସନ ପ୍ରତି ଏତେ ଭୟ ଦେଖିଲେ ଲାଗୁଛି କି ସେ ପୁରା ଛୋଟ ପିଲା । ପିଲା ଟି ଡାକ୍ତର ଙ୍କୁ କହୁଛି ଯେ “ମୁଁ ତୁମ ଘରକୁ ଚାହା ପିଇବାକୁ ଯିବି” । ଯାହା ଶୁଣିବା ପରେ ଡାକ୍ତର ହସି ହସି ଗାଡି ଯାଉଛନ୍ତି । ବାସ୍ତବରେ ଏହି ଭିଡିଓ ଦେଖିଲେ ପିଲା ଟି ଯେତେବେଳେ ଇଂଜେକସନ ନେବା ସମୟରେ ଯେଉଁ ଭଳି ପ୍ରତିକ୍ରିୟା ଦେଉଛି ତାହା ଖୁବ ନିଆରା ଲାଗୁଛି । ଏହା ସହ ବହୁତ ମଜାଦାର ମଧ୍ୟ ଲାଗୁଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *