ଡୋନାଲ୍ଡ ଟ୍ରମ୍ଫ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ସେଲ୍ଫି ନେଉଥିବା ଏହି ପିଲା ପ୍ରକୃତରେ କିଏ ?

ଏହି ସମୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଆମେରିକାର ଯାତ୍ରା ଅଭିମୁଖେ ଅଛନ୍ତି ଏବଂ ଏହି ଆମେରିକା ଯାତ୍ରାରେ ସୀ ବହୁତ କିଛି କରୁଛନ୍ତି । ତାଙ୍କର କିଛି ଫଟୋ ବି ଅଛି ଯାହା ପପୁଲାର ହୋଇଛି ଏବଂ ସମସ୍ତେ ଦେଖିଛନ୍ତି କିନ୍ତୁ ଏହି ସବୁ ମଧ୍ୟରେ ଏକ ଗୃପ ସେଲ୍ଫି ବି ଭାଇରାଲ ହେଇଯାଇଛି । ଏଥିରେ ଟ୍ରମ୍ଫ ଏବଂ ମୋଦୀ ଙ୍କ ସହିତ ଏକ ଛୋଟ ପିଲା ବି ଅଛି ଏବଂ ଏହି ପିଲା ଦେଖୁ ଦେଖୁ ଇଣ୍ଟର୍ନେଟରେ ବହୁତ ଭଲ ଭାବେ ଫେମସ ହୋଇଯାଇଛି । ପ୍ରକୃତରେ ଏ କିଏ ଏବଂ ସେ ପିଏମ ମୋଦୀଙ୍କ ସହିତ ସେଠାରେ ସେଲ୍ଫି କେମିତି ନେଲା ?

ଆପଣଙ୍କୁ ଜଣାଅଛି କି ଏହି ହାଉଡି ମୋଦୀ ସୋ ଏନଆରଜି ଷ୍ଟେଡିୟମ ରେ ହୋଇଥିଲା ଏବଂ ଏହି ଷ୍ଟାଡିୟମରେ ହୋଇ ଯେତବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ଫ ଯାଉଥିଲେ ସେତବେଳେ ତାଙ୍କୁ କିଛି ପିଲା ଦେଖାଗଲେ ଯାହାଙ୍କ ସହିତ ମିଶିବା ପାଇଁ ସେ ଗଲେ ।

ଶେଷ ଲାଇନରେ ଏକ ଧଳା ରଙ୍ଗ କପଡା ପିନ୍ଧିଥିବା ବାଳକ ଥିଲା ତାକୁ ଭେଟିବା ପରେ ସେମାନେ ଟିକେ ଆଗକୁ ବାହାରି ଥିଲେ । ସେତବେଳେ ସେହି ବାଳକ ନିଜର ମୋବାଇଲ ବାହାର କଲା ଏବଂ ଟ୍ରମ୍ଫ ତାକୁ ଦେଖି ବୁଝିଗଲେ କି ସେ ସେଲ୍ଫି ନେବାକୁ ଚାହୁଁଛି ।

ମୋଦୀ ଏବଂ ଟ୍ରମ୍ଫ ବାଳକର ପଛରେ ଠିଆ ହୋଇଗଲେ ଏବଂ ସେମାନେ ସେଠାରେ ଗୋଟିଏ ସେଲ୍ଫି ନେଲେ ଯାହା ଭାରତରେ ଇଣ୍ଟର୍ନେଟ ସେଂଶେଷଣ ହେଇଗଲା । ଆମେ କଥା ହେଉଛେ କି ଏହି ପିଲା ଟି କିଏ ?ସେ ସାତ୍ଵିକ ହେଗଡେ ଅଟେ । ସାତ୍ଵିକ ଙ୍କ ପିତାଙ୍କ ନାମ ପ୍ରଭାକର ହେଗଡେ ଏବଂ ମାଆ ଙ୍କ ନାମ ମେଘା ହେଗଡେ ଅଟେ ।

Leave a Reply

Your email address will not be published. Required fields are marked *