କାଲି ହବ ବିଶେଷ ଯୋଗ, ରାଶି ଅନୁଯାଇ କରନ୍ତୁ ଏହି ଉପାୟ ମିଳିବ ସବୁ କାମ ରେ ସଫଳତା

ରୋହିଣୀ ନକ୍ଷତ୍ରରେ ଚନ୍ଦ୍ର ଦେବଙ୍କ ଉପାସନା ମଣିଷ ମାନସିକ ସ୍ଥିତି କୁ ଭଲ କରିଥାଏ, ମା ସହ ସମ୍ପର୍କ ଭଲ କରି ଥାଏ ଏବଂ ଭୟ ଇତ୍ୟାଦି ଜିନିଷ ଠାରୁ ମୁକ୍ତି ଦେଇ ଥାଏ ଯାହା ବହୁତ ଶୁଭ ବୋଲି ମାନ୍ୟତା ଅଟେ । କାଲି ଆପଣ ନିଜ କାର୍ଯ୍ୟ ଦ୍ଵାରା ସମସ୍ତଙ୍କୁ ଖୁସି କରି ପାରିବେ, ପ୍ରେମୀ ଯୁଗଳ ମଧ୍ୟରେ ଭୁଲ ବୁଝା ମଣା ହୋଇ ପାରେ । ସତର୍କ ରୁହନ୍ତୁ । ତେବେ ଆସନ୍ତୁ ଜାଣିବା ଏହି ନକ୍ଷତ୍ର ପ୍ରଭାବ ବିଷୟରେ ଯାହା ଦ୍ଵାରା କେତେକ ଲୋକଙ୍କ ଜୀବନ ବଦଳି ଯିବ ।


ତୁଳା :

ଯଦି ଆପଣ ନିଜ ଜୀବନରୁ ଡର ବାହାର କରିବା ପାଇଁ ଚାହାନ୍ତି ତେବେ ଏହି ଦିନରେ ମନ୍ଦିରରେ ଯାଇ ମାଟି ହାଣ୍ଡି ରେ ପାଣି ନେଇ ମନ୍ଦିର ରେ ଦାନ କରନ୍ତୁ ଓ ଠାକୁରଙ୍କ ଆଶୀର୍ବାଦ ନିଅନ୍ତୁ । ଏହି ଭଳି ଶୁଭ ଦିନରେ ଏମିତି କଲେ ଆପଣଙ୍କ ଜୀବନ ରୁ ଡର ପଳେଇବ ।

ମିଥୁନ :

ଯଦି ଆପଣଙ୍କ ଦାମ୍ପତ୍ୟ ଜୀବନ ଭଲ ଭାବରେ କଟୁ ନାହିଁ ଓ ସବୁବେଳେ କିଛି ନା କିଛି ସମସ୍ୟା ଚାଲିଛି ତେବେ ମନ୍ଦିର ଯାଇ ପୂଜା କରନ୍ତୁ ଓ କିଛି ଦାନ ମଧ୍ୟ କରନ୍ତୁ ଆପଣଙ୍କ ଜୀବନ ସବୁ କଷ୍ଟ ଦୂର ହବ ।

ବୃଷ :

ଯଦି ଲୋକ ପାଖରେ ଥାଇ ମଧ୍ୟ ଆପଣଙ୍କ ମନ ଏକୁଟିଆ ଅନୁଭବ କରୁଛି ତେବେ ଏହି ଭଳି ଦିନରେ ଆପଣଙ୍କୁ ମନ୍ଦିର ରେ କ୍ଷୀର ଦାନ କରିବା ଉଚିତ ଅଟେ । ଏହି ଭଳି ଦିନରେ ଏମିତି କଲେ ଆପଣଙ୍କୁ ଭଲ ଲାଗିବ ।

ବିଛା :

ଯଦି ଆଜି ଆପଣଙ୍କୁ ନୂଆ ନୂଆ କାମ ମିଳିଛି ତେବେ ନିଜ ଉଚ୍ଚ ଅଧିକାରୀମାନଙ୍କୁ ଖୁସି କରିବା ପାଇଁ ଆପଣଙ୍କୁ ପରିଶ୍ରମ କରିବା ଉଚିତ ତେବେ ଆଜିକା ଦିନ ମନ୍ଦିର ଯାଇ ଚାଉଳ ଦାନ କରନ୍ତୁ ଏହା ଆପଣଙ୍କ ପାଇଁ ଭଲ ଅଟେ ।

ମେଷ :

ଯଦି ଆପଣଙ୍କୁ କିଛି ଦିନ ଧରି ଥଣ୍ଡା ଜର ଲାଗି ରହୁଛି ତେବେ ଏହି ଦିନ ଆପଣଙ୍କୁ ମନ୍ଦିର ଯାଇ ଚାଉଳ ଦାନ କରିବା ଉଚିତ ଏହା ଦ୍ଵାରା ଆପଣଙ୍କ ଜୀବନ ସବୁ ସମସ୍ଯା ଦୂର ହବ ।

କନ୍ୟା :

ଯଦି ଆପଣ କୌଣସି ବୋତଲ ବା କୋଲ୍ଡ ଡ୍ରିଂକ୍ସ ବ୍ୟବସାୟ କରୁଛନ୍ତି ତେବେ ସନ୍ଧ୍ୟାରେ ଯାଇ ମନ୍ଦିର ରେ ଯାଇ ଜଳ ଅର୍ପଣ କରନ୍ତୁ ସମୟ ଭଲରେ କଟିବ ।

କର୍କଟ :

ଯଦି ଆପଣଙ୍କୁ କୌଣସି କାମ ରେ ମାତା ସାହାଜ୍ଯ ମିଳୁ ନାହିଁ ତେବେ ସନ୍ଧ୍ୟା ରେ ଚନ୍ଦ୍ର ଦେବଙ୍କୁ ପୂଜା କରି ଜଳ ଅର୍ପଣ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *