ଦୋଷୀ ପ୍ରମାଣିତ ହେଲେ 1 ରୁ 7 ବର୍ଷ ଜେଲ ଯାଇପାରନ୍ତି Aryan Khan

କହିଦେଉଛୁ କି ଆର୍ୟନ ଖାନ ଗତ ଶୁକ୍ରବାର ଦିନ ଠାରୁ ବିଚାରଧିନ କ-ଏ-ଦୀ- ରୂପରେ ମୁମ୍ବାଇର ଆର୍ଥର ଜେ-ଲ-ରେ ଅଛନ୍ତି । ଆର୍ୟନ ଖାନଙ୍କ ଓକିଲ ତାଙ୍କର ବେ-ଲ ପାଇଁ କୋ-ର୍ଟ-ରେ ଆବେଦନ କରିଥିଲେ । କିନ୍ତୁ ଆଜି ମୁମ୍ବାଇ କୋ-ର୍ଟ ତୃତୀୟ ଥର ପାଇଁ ଆର୍ୟନ ଖାନଙ୍କ ବେ-ଲ-ର ଆବେଦନକୁ ଖାରଜ କରି ଦେଇଛନ୍ତି । ଆର୍ୟନ ଖାନଙ୍କ ବେ-ଲ-କୁ ନେଇ ଏନସିବି ଯୁ-କ୍ତି କରିଛନ୍ତି କି ଯଦି ବର୍ତ୍ତମାନ ଆର୍ୟନ ଖାନ ବେ-ଲ-ରେ ବାହାରକୁ ବାହାରି ଯିବେ ତେବେ ପ୍ରମାଣ ଓ ଯେଉଁମାନେ ଏହି କେ-ସ-ରେ ଜଡିତ ଅଛନ୍ତି ସେମାନଙ୍କୁ ଆର୍ୟନ ଖାନ ପ୍ରଭାବିତ କରି ପାରନ୍ତି ।

ଆର୍ୟନ ଖାନ ପ୍ରମାଣ ସହିତ କିଛି ବି କରି ପାରନ୍ତି । ଏହି ଯୁ-କ୍ତି-କୁ ବି-ରୋ-ଧ କରି ଆର୍ୟନ ଖାନଙ୍କ ଓକିଲ କହିଛନ୍ତି ଏହି ଦେଶରେ ପାସପୋର୍ଟ ଅଛି ଓ ସେ ସେହିଭଳି କିଛି ବି କରିବେ ନାହିଁ ଓ ସେ ଜଣେ ଭଦ୍ର ପରିବାରର ବ୍ୟକ୍ତି ଅଟନ୍ତି ।

ଆର୍ୟନ ଖାନ ଜଣେ ଦାୟିତ୍ୱବାନ ନାଗରିକ ଅଟନ୍ତି । କେବଳ ଆର୍ୟନ ଖାନ ନୁହନ୍ତି ତାଙ୍କର ବନ୍ଧୁ ଅରବାଜ ଓ ମୁନମୁନଙ୍କ କେ-ସ-ରେ ବି କୋ-ର୍ଟ ସମାନ ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତା ବୁଧବାର ଦିନ ପୁଣି ଥରେ ସେସନ କୋ-ର୍ଟ-ରେ ଏହାକୁ ନେଇ ଶୁଣାଣୀ କରାଯିବ । କହିଦେଉଛୁ କି କ୍ରୁ-ଜ ଡ୍ର-ଗ୍ସ ପାର୍ଟି କେ-ସ-ରେ ଏନସିବି ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଜଣଙ୍କୁ ଆ-ରେ-ଷ୍ଟ କରିସାରିଛି । ଏନସିବିର ଡାଏରକ୍ଟର ସମୀର ଏହା ମଧ୍ୟରେ ୨ ଜଣ ଫରେନ ନ୍ୟାସନାଲଙ୍କୁ ମଧ୍ୟ ଗି-ର-ଫ କରିଛନ୍ତି ।

ଆଜି ସକାଳେ ବି ଆଉ ଜଣେ ଫରେନ ନ୍ୟାସନାଲକୁ ଗି-ର-ଫ କରାଯାଇଛି । ନାଇଜେରିଆ ଓ ଅନ୍ୟ ଦେଶ ଗୁଡିକରୁ ଅତି ଗୁପ୍ତ ରୂପରେ ଏହି ଡ୍ର-ଗ୍ସ ଭାରତକୁ ଆସୁଛି ଓ ବଲୀଉଡର ଫିଲ୍ମ କଳାକାରମାନଙ୍କ ପାଖରେ ଏହି ଡ୍ର-ଗ୍ସ ପହଞ୍ଚି ଯାଉଛି । ବର୍ତ୍ତମାନ ଏନସିବି ଏହି କେ-ସ-କୁ- ମଜବୁତ କରିବା ପାଇଁ ପ୍ରମାଣ ସଂଗ୍ରହ କରିବାରେ ଲାଗି ପଡିଛନ୍ତି ।

କୋର୍ଟ ଏନସିବିକୁ ନିର୍ଦେଶ ଦେଇଛନ୍ତି କି ଆସନ୍ତା ବୁଧବାର ଦିନ ସମସ୍ତ ପ୍ରମାଣ ଓ ତଥ୍ୟକୁ କୋ-ର୍ଟ- ସାମ୍ନାରେ ରଖିବା ପାଇଁ । ସେହି ସମୟ ପର୍ଯ୍ୟନ୍ତ ଶାହାରୁଖ ଖାନଙ୍କ ପୁଅ ଜେଲରେ ରହିବେ । ବର୍ତ୍ତମାନ ଦେଖିବାର ଅଛି ବୁଧବାର ଦିନ ଆର୍ୟନ ଖାନଙ୍କୁ ବେଲ ମିଳୁଛି ନା ନା ହିଁ ।

Leave a Reply

Your email address will not be published. Required fields are marked *