ଦ୍ରୌପଦୀଙ୍କ ଅନୁସାରେ ଏହି ମହିଳାମାନଙ୍କ ଉପରେ ପୁରୁଷ ସବୁବେଳେ ରହିଥାନ୍ତି ଖୁସି

ସବୁ ମହିଳା ନିଜର ଘରକୁ ସମ୍ଭାଳିବା ବା ନିଜର ଘରର ପରିବାର ଠିକ ଭାବେ ଚଳାଇବାରେ ମହତ୍ଵ ଭୂମିକା ହୋଇଥାଏ । ଶାସ୍ତ୍ରର ଅନୁସାରେ ଯଦି ଘରର ମହିଳା ଭଦ୍ର ସ୍ଵଭାବର ହୋଇଥିବେ ତେବେ ତାଙ୍କ ଭଲ ସ୍ଵଭାବ ପାଇଁ ଘରେ ସବୁ ବେଳେ ଖୁସିରେ ରହିଥାଏ । ଏହି ପରିବାରରେ ସବୁ ସୁଖ ଶାନ୍ତି ଲାଗି ରହିଥାଏ , କିନ୍ତୁ ଯଦି ତାହାର ବିପରୀତ ହୁଏ ତେବେ ଟିକେ ଭାବାନ୍ତୁ କଣ ହୋଇପାରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ସ୍ତ୍ରୀ ପାଇଁ ମହାଭାରତ ରେ ଦ୍ରୋପଦୀ ସତ୍ୟଭାମା କୁ କହିଥିଲେ କିଛି ଖାସ କଥା ଯାହାଦ୍ୱାରା ଯଦି ମହିଳା ମାନେ ଏହି କଥାକୁ ମାନିବେ ତାଙ୍କ ସ୍ଵାମୀ ସବୁବେଳ ପାଇଁ ଖୁସିରେ ରହିବେ ଓ ତାଙ୍କର ପରିବାରଙ୍କ ଜୀବନ ବି ଖୁସିରେ ବିତିବ ।

ଜାଣନ୍ତୁ କଣ ସେହି କାମ –

1- କେବେବି ନିଜ ସ୍ଵାମୀକୁ ନିଜ ଆୟତରେ କରନ୍ତୁନୀ –

ବହୁତଥର ମହିଳା ମାନେ ସ୍ଵାମୀ କୁ ଆୟତରେ ଆଣିବା ପାଇଁ ମନ୍ତ୍ରତନ୍ତ୍ର, ଔଷଧୀର ପ୍ରୟୋଗ କରିଥାନ୍ତି ସେ ଏହିକଥା କୁ ଭୁଲିଯାନ୍ତି କି ଭଲ ପାଇବା ମିଛରେ ମିଳିପାରେନୀ ଏବଂ ଏହା କରିବା ଦ୍ୱାରା ଭଲପାଇବା ସ୍ଥାଇ ରୁହେନି । ଓ ଏହା ଯେତେବେଳେ ସ୍ଵାମୀକୁ ଜଣା ପଡି ଯାଏ ବିବାହ ସମ୍ପର୍କ ଖରାପ ହୋଇ ଯାଏ ।

2- ସବୁ ବେଳେ ଭଲ କଥା ହବାକୁ ଚେଷ୍ଟା କରନ୍ତୁ –

ନିଜ ସ୍ଵାମୀ ସାଙ୍ଗରେ ସେହି କଥା ହୁଅନ୍ତୁ ଯାହା ତାଙ୍କୁ ଖୁସି ଦେଇପାରେ ,ଆଉ ଧ୍ୟାନ ରଖନ୍ତୁ କି ଆପଣଙ୍କ କଥାରେ ଯେମତି କାହାର ମନ ଦୁଖ ନ ହୁଏ ସେଇ ଭଳି କଥା କାହା କୁ କୁହନ୍ତୁନୀ ।

3-ଶଶୁରଘର ପରିବାର ର ବିଷୟରେ ଖବର ରଖିବା –

ବହୁତଥର ଯେଉଁ ମହିଳା ପାଖରେ ବୁଝିବା ଶକ୍ତି ଥିବ ସିଏ ସବୁବେଳେ ପାଇଁ ନିଜ ପରିବାରର ସବୁ ସମ୍ପର୍କ ବିଷୟରେ ଖବର ରଖିଥାନ୍ତି କାହିଁକି ନା ଗୋଟେ ବି ସମ୍ପର୍କ ଭୁଲରେ ଖରାପ ହୋଇଗଲେ ଘର ଭାଙ୍ଗିଯିବ ।

4- ଖରାପ ବ୍ୟବହାର କରୁଥିବା ମହିଳା ମାନଙ୍କ ସାଙ୍ଗରେ ନ ରୁହନ୍ତୁ –

ନିଜର ପରିବାର ଜୀବନ ଭଲରେ ଆଉ ଖୁସିରେ ଦେଖିବାକୁ ଚାହୁଁଛନ୍ତି ତେବେ ସବୁବେଳେ ଖରାପ ବ୍ୟବହାର କରୁଥିବା ଆଉ ଚରିତ୍ର ହୀନ ମହିଳା ମାନଙ୍କଠୁ ଦୁରାଇ ରୁହନ୍ତୁ , ନଚେତ ତାଙ୍କ ସାଥିରେ ରହିବେ ଯଦି ନିଜ ପରିବାର ଜୀବନରେ ଅସୁବିଧା ଆସିଥାଏ ।

ଯଦି ଆପଣଙ୍କୁ ଭଲ ଲାଗୁଥିବ ଆମ କଥା ତେବେ ଅନ୍ୟ ମାନଙ୍କୁ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *