ଦୁଖ କେଉଁ ମାନେ ପାଆନ୍ତି? Ajira Anuchinta

ଦୁଃଖ କେଉଁ ମାନେ ପାଆନ୍ତି, ଯେଉଁମାନେ ଆୟଠାରୁ ବ୍ୟୟ ଅଧିକ କରିଥାନ୍ତି । ଯେଉଁମାନେ ରୁଣ କରି ସୁଝି ପାରନ୍ତି ନାହିଁ । ଯେଉଁମାନେ ଅର୍ଥର ଠିକ ସଦୁପଯୋଗ କରନ୍ତି ନାହିଁ । ଯେଉଁମାନେ ଚିର ରୋଗୀ ହୋଇଥାନ୍ତି । ଯେଉଁ ମାନେ ଅପକର୍ମରେ ଲିପ୍ତ ରୁହନ୍ତି । ଯେଉଁ ମାନେ ଭାରସାମ୍ୟ ହରାଇ ବସନ୍ତି। ଯେଉଁ ମାନେ କାମ, କ୍ରୋଧ ଓ ମୋହରେ ବଶବର୍ତୀ ହୋଇଥାନ୍ତି । ଯେଉଁମାନେ ସ୍ଵାଧୀନତା ହରାଇ ବସାନ୍ତି । ମଣିଷ ଯେତିକି ଆଯ ସେ ସେତିକି ବ୍ୟୟ କରିବା ଦରକାର କିନ୍ତୁ ସେ ସବୁବେଳେ ରୁଣ କରିଥାଏ ନହେଲେ ବଜେଟ ବାହାରେ ଖରଚ କରିଥାଏ । ଏମିତି ହେବ ଦ୍ଵାରା ମଣିଷ ରୁଣ ଗ୍ରସ୍ତ ହୋଇ ଅସୁବିଧାରେ ପଡିଥାଏ ।

ଯେଉଁ ମାନଙ୍କର ପିଲା ଅବଧ୍ୟ ହୁଅନ୍ତି, ଯେଉଁମାନେ ଆଶା କରି ବିଫଳ ହୁଅନ୍ତି । ଯେଉନମାନଙ୍କର ଶତ୍ରୁ ବଢିଥାଏ । ଯେଉଁମାନେ ମାଲିମକଦମାରେ ଲିପ୍ତ ରୁହନ୍ତି । ଯେଉଁ ମାନଙ୍କର ଅଭାବ ଅସୁବିଧା ଲାଗି ରହିଥାଏ । ଯେଉଁ ମାନଙ୍କୁ ବିପଦ ପରେ ବିପଦ ମାଡି ଆସେ । ଯେଉଁମାନେ ଅନ୍ୟର ଭଲକୁ ଦେଖି ପାରନ୍ତି ନୁହେଁ । ଯେଉଁ ଲୋକ ସବୁବେଳେ ଅନ୍ୟର ଭୁଲ ଦେଖନ୍ତି ସେ ନିଜର ଭୁଲ କେବେବି ଦେଖିପାରନ୍ତି ନାହିଁ ।

ସେ ସବୁବେଳେ ଅନ୍ୟର ଦୋଷ ଦେଇଥାଏ । ସେ ସବୁବେଳେ ଭାବିଥାନ୍ତି ଆମେ ସବୁବେଳେ ପରଫେକ୍ଟ । ଯେଉଁମାନେ ପଛ କଥାକୁ ଧରି ଭାବି ହେଉଥାନ୍ତି । ଯେଉଁମାନେ ଜୀବନରେ କିଛି କରିପାରନ୍ତି ନାହିଁ । ଯେଉଁମାନେ କିଛି କରିପାରନ୍ତି ନାହି ସେ ଜୀବନରେ ବହୁତ ଦୁଃଖ କରିଥାନ୍ତି । ଜୀବନ ସାରା ସେଇ ଗୋଟେ କଥାକୁ ଧରି ବହୁତ ଦୁଃଖ ଲାଗିଥାଏ । ଯେଉଁମାନେ ବସି ଖାଇବାକୁ ଭଲ ପାଆନ୍ତି । ଯେଉଁମାନେ ନିଃସନ୍ତାନ ହୋଇଥାନ୍ତି । ଯେଉଁମାନେ ଧନିରୁ ଗରିବ ହୋଇଥାନ୍ତି ।

ଯେଉଁ ମାନେ ଅନ୍ୟକୁ କଟୁ ବାକ୍ୟ କହିଥାନ୍ତି । ବନ୍ଧୁଗଣ ଏମାନେ ବହୁତ ଦୁଃଖ ପାଇଥାନ୍ତି । ଏହା ଥିଲା ଆଜିର ବିଷୟ ବସ୍ତୁ, ଆଶା କରୁଛୁ ଆପଣଙ୍କୁ ଏହି ଲେଖାଟି ଭଲ ଲାଗିବ । ଯେଉଁମାନେ ପୂର୍ବକଥାକୁ ଧରି ମନରେ ରଖିଥାନ୍ତି ସେମାନେ ସବୁବେଳେ ସବୁବେଳେ ଦୁଖ ଭୋଗ କରିଥାନ୍ତି । ସେଥିଲାଗି ଯାହାବି କିଛି ମନରେ ଥିବା ତାକୁ ସାଙ୍ଗ ସାଥି ସହିତ ସେୟାର କରିବେ । ମନ ହଲ୍କା ହେଲେ ସବୁଠିକ ହୋଇଯିବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *