ଆଜିଠାରୁ ପଡିଲା ବଜରଙ୍ଗବଲିଙ୍କ ଶୁଭଦୃଷ୍ଟି, ଏହି ୫ଟି ରାଶିକୁ କୋଟିପତି ହେବାରୁ କେହି ଅଟକି ପାରିବେ ନାହିଁ

ନମସ୍କାର ବନ୍ଧୁଗଣ, ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ବର୍ଷ ଭଗବାନ ହନୁମାନ ଙ୍କ କୃପା ଦୃଷ୍ଟି ରୁ ୫ଟି ରାଶି ଙ୍କୁ ଶୁଭଫଳ ମିଳିବାକୁ ଯାଉଛି । ସଙ୍କଟ ମୋଚନ ହନୁମାନ ସବୁବେଳେ ନିଜ ଭକ୍ତ ମାନଙ୍କ ଦୁଃଖ ହରଣ କରନ୍ତି । ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ପ୍ରତ୍ୟେକ ମଙ୍ଗଳବାର ଦିନ ଦିବା ସମୟରେ ହନୁମାନଙ୍କୁ ସିନ୍ଦୁର ଏବଂ ଫଳ ପ୍ରଦାନ କରନ୍ତୁ ଏହା ସହିତ । ଏକ ସନ୍ଧ୍ୟାଦୀପ ହନୁମାନଙ୍କ ନାମରେ ଜଳାନ୍ତୁ । ପ୍ରଭୁ ହନୁମାନଙ୍କ କୃପାଦୃଷ୍ଟି ରହିଲେ ଆପଣଙ୍କ ଉପରେ କୌଣସି ପାପୀ ଗ୍ରହର କୌଣସି ପ୍ରଭାବ ପଡ଼ିବ ନାହିଁ । ଏହି ୪ଟି ରାଶି ପାଇଁ ଏହି ସପ୍ତାହ ବହୁତ ଶୁଭ ରହିଛି ।

ଆର୍ଥିକ ଦୃଷ୍ଟିକୋଣରୁ ଏହି ସପ୍ତାହ ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଆଜିର ଯାତ୍ରାରେ, ସଫଳତା ପାଇବା ସହ ଆବଶ୍ୟକତା ମଧ୍ୟ ପୂରଣ କରିପାରିବେ । କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବିବ୍ରତ ହୋଇପାରନ୍ତି କିନ୍ତୁ ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟରେ ଉପକୃତ ହେବେ ।

ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ରହିବ । ଆପଣଙ୍କ କାର୍ଯ୍ୟଶୈଳୀ ଦେଖି ଅଫିସ୍ କର୍ତ୍ତୃପକ୍ଷ ଅତ୍ୟନ୍ତ ଖୁସି ହେବେ । କିନ୍ତୁ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ । ସାମାଜିକ ସ୍ତରରେ ଉପୁଜିଥିବା ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିପାରନ୍ତି । ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ପରିବାରରେ ସୁସ୍ଥ ବାତାବରଣ ଥିଲେ ମଧ୍ୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସାମୟିକ ମତଭେଦ ଉପୁଜିପାରେ ।

ଅଧିକାଂଶ ସମୟ ଅନ୍ୟମନସ୍କତା କାରଣରୁ କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେଇପାରେ । ନିଜର ଆତ୍ମୀୟ ସ୍ଵଜନମାନେ ଆପଣଙ୍କ ଉଦ୍ୟମରେ ପ୍ରତିବନ୍ଧକ ସୃଷ୍ଟି କରିପାରନ୍ତି କିନ୍ତୁ ଆପଣ ନିଜର ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ବେରୋଜଗାର ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି କମ୍ପାନୀରେ ଚାକିରି ମିଳିବାର ଖବର ଇଣ୍ଟରନେଟ ଜରିଆରେ ପାଇବେ । ବ୍ୟାବସାୟିକ କାମରେ ରାଜ୍ୟ ବାହାରକୁ ଯିବାର ଯୋଜନା ପ୍ରସ୍ତୁତ କରିବେ ।

ଅଫିସରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରୁହନ୍ତୁ, ନତୁବା ଅଯଥା ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ରହିଛି । ସାମାନ୍ୟ କଥାରେ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ । ଆପଣଙ୍କର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବାରୁ ଖୁସି ହୋଇପାରନ୍ତି । ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । କର୍ମକ୍ଷେତ୍ରରେ ଜଟିଳ ପରିସ୍ଥିତିକୁ ସଜାଡ଼ିବାରେ ସମର୍ଥ ହେବେ ଓ ସୁବିଧାରେ କାମ ସମ୍ପନ୍ନ ହେବନାହିଁ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଗ୍ରହକଙ୍କ ସୁଅ ଛୁଟିବ, ଲାଭ ମଧ୍ୟ ଭଲ ହେବ ।   ଚାକିରି କ୍ଷେତ୍ରରେ ଉଚ୍ଚାଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ।

ଏହା ସଙ୍ଗେସଙ୍ଗେ ଗବେଷଣା, ଅନୁସନ୍ଧାନ, କୃଷି ଓ ରାଜନୀତିରେ ଚେଷ୍ଟା ସଫଳ ହେବ । ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ମାଲିମୋକଦ୍ଦମାରେ ଆପୋସ ବୁଝାମୁଣା ଦ୍ଵାରା ମାମଲାର ସମାଧାନ ହୋଇଯିବ । ଅବଶ୍ୟ ସାମୟିକ ଅସ୍ଥିରତା ସାଙ୍ଗକୁ ଆର୍ଥିକ ବ୍ୟୟବହୁଳତା ମନକୁ ଭାରାକ୍ରାନ୍ତ କରିପାରେ । ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ବଦାନ୍ୟତା ଅବିସ୍ମରଣୀୟ ରହିବ । ତେବେ ଏହି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛନ୍ତି ଧନୁ,କୁମ୍ଭ,ବିଛା ଏବଂ ମୀନ ରାଶି ଆପଣଙ୍କ ଉପରେ ପ୍ରଭୁ ହନୁମାନଙ୍କ ବିଶେଷ କୃପା ରହିଛି ,ଆପଣଙ୍କୁ ଏହି ସମୟରେ କେହି ମଧ୍ୟ ହରାଇ ପାରିବେ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *