ଶନିବାର 09 ଜାନୁୟାରୀ 2021- ଶନିଦେବଙ୍କ କୃପାରୁ ଏହି 4 ରାଶିଙ୍କୁ ମିଳିବ କର୍ମରେ ପ୍ରବଳ ଉନ୍ନତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ:-

ଆଜିର ଦିନ ମିଶ୍ରିତ ଫଳକାରକ ରହିବ । କ୍ରୋଧ ଉପରେ ନିୟତ୍ରଣ ରଖନ୍ତୁ ନୂଆ ସମ୍ବନ୍ଧ ଦ୍ଵାରା ଭାଗ୍ୟ ଚମକିବ । ସାମାଜିକ ସନମାନ ମିଳିବ । ମିତ୍ରଙ୍କ ସହିତ ଲମ୍ବା ଯାତ୍ରାରେ ଯାଇପାରନ୍ତି । ଦାଂପତ୍ଯ ଜୀବନରେ ପ୍ରେମ ରହିବ । ଭାଗ୍ୟ ୭୦ ପ୍ରତିଶତ ସହଯୋଗ କରିବ ।

ବୃଷ :-

ଆପଣ ଯଦି ବ୍ୟାପାରୀ ଅଟନ୍ତି ଆଜି ଅନାବଶ୍ୟକ ଅଧିକ ପରିଶ୍ରମ କରିବାକୁ ପଡିପାରେ । ସରକାରୀ ଚାକିରି କରିଛନ୍ତିତ ବରିଷ୍ଠ ଅଧିକାରୀଙ୍କ କୋପ ସହିବାକୁ ପଡିପାରେ । ସନ୍ଧ୍ୟାକାଳ ସମୟରେ ସାମାଜିକ ସମ୍ବନ୍ଧ ଲାଭଦାୟକ ରହିବ । ନୂଆ ଯୋଜନା ତରଫକୁ ଧ୍ୟାନ ଦିଅନ୍ତୁ, ହଠାତ ଲାଭ ହୋଇପାରେ । ଭାଗ୍ୟ ୬୦ ପ୍ରତିଶତ ସାହଯୋଗ କରିବ ।

ମିଥୁନ :-

ଆଜି ଦିନ ପୂର୍ବାଧରେ ଅଳ୍ପ ଲାଭର ସମ୍ବାଭନା ରହିଛି । ଚାକିରି ବ୍ୟବସାୟ ସହିତ ଜଡିତ କିଛି କଥାର ସମାଧାନ ହେବ । କୌଣସିବି ବ୍ୟବସାୟ ଛୋଟ ବଡ ହୋଇନଥାଏ, ଗୋଟିଏ ଥର ଅନୁଭବ ହୁଏତ ଦୁନିଆ ଆପଣଙ୍କ ମୁଠାରେ ଜାଣିନିଅନ୍ତୁ । ପରିବାରରେ ହସ ଖୁସିରେ ସମୟ ବ୍ଯତୀତ ହେବ । ଭାଗ୍ୟ ୫୬ ପ୍ରତିଶତ ସହଯୋଗ କରିବ ।

କର୍କଟ :-

ଆଜି ଆପଣ ଆପଣଙ୍କ ଭିତରେ ହିଁ ମସ୍ତ ରହିବେ । ଆପଣ କୌଣସିବି ବିରୋଧୀଙ୍କୁ ଆଲୋଚନା ଆଡକୁ ଧ୍ୟାନ ନଦେଇ ନିଜ କାମ କରନ୍ତୁ । ଆଗକୁ ଯାଇ ସଫଳତା ଆପଣଙ୍କ ପାଦ ଚୁମିବ । ଆପଣ ସାମାଜିକ କ୍ଷେତ୍ରରେ ମେଲ ଜୋଲ ବଢାଇବାରେ  କାମୟବ ହେବେ । ଭାଗ୍ୟ ୫୯ ପ୍ରତିଶତ ସହଯୋଗ କରିବ ।


ସିଂହ :-

ଆଜି ଶତ୍ରୁଜନିତ ଷଡଯନ୍ତ୍ର, ଲୋକ ଅପବାଦଠୁ ବଞ୍ଚିବାର ପ୍ରୟାସ କରନ୍ତୁ । ଅନାବଶ୍ୟକ କଥାରୁ ମନ ଦୁଃଖ ହୋଇପାରେ । ନୂଆ ଉପଲବ୍ଧି କଡା ପରିଶ୍ରମ ଦ୍ଵାରା ମିଳିବ । କୌଣସି ଅପରିଚିତ ବ୍ୟକ୍ତିକୁ ଲେନଦେନ କରନ୍ତୁ ନହିଁ । ଅନ୍ଯଥା କ୍ଷତି ହୋଇପାରେ । ଭାଗ୍ୟ ୫୮ ପ୍ରତିଶତ ସହଯୋଗ କରିବ ।

କନ୍ୟା :-

ଆଜି କର୍ମ ଯୋଗରେ ତତ୍ପରତାରୁ ଲାଭ ମିଳିବ । ସ୍ଵଜନ ଙ୍କଠୁ ସୁଖ, ପରିବାରରେ ମଙ୍ଗଲ କାର୍ଯ୍ୟରେ ଖୁସି ହେବ । ରଚନାତ୍ମକ କାର୍ଯ୍ୟରେ ମନ ଲାଗିବ । ବିପରୀତ ପରିସ୍ଥିତି ଉତ୍ପନ ହେବ ପରେ କ୍ରୋଧ ଉପରେ କାବୁ ରଖନ୍ତୁ । ରାଜକୀୟ ସାହାର୍ଯ୍ୟ ମଧ୍ୟ ମିଳିବ । ସୂର୍ଯ୍ୟସ୍ତ ସମୟରେ ହଠାତ ଲାଭ ହେବାର ଯୋଗ ରହିଛି । ଭାଗ୍ୟ ୫୬ ପ୍ରତିସତ ସହଯୋଗ କରିବ ।

ତୁଳା :-

ଆଜି ଆପଣଙ୍କ ପଦ, ଅଧିକାରର ମହତ୍ଵକାକ୍ଷ ଅନ୍ତର ବିରୋଧକୁ ଜନ୍ମ ଦେବ । ସମସ୍ୟାର ସମଯୋଚିତ ସମାଧାନ ନମିଳିବାରେ ମାନସିକ ଅଶାନ୍ତି ରହିବ । ଦୂର ସମୀପର ଯାତ୍ରାର ପ୍ରସଙ୍ଗ ପ୍ରବଲ ହୋଇକି ସ୍ଥଗିତ ହୋଇପାରେ । ବ୍ଯବସାୟିକ କାରଣ ଲାଗି ଘରେ ମନ ଆସନ୍ତି ରହିବ । ଭାଗ୍ୟ ୫୦ ପ୍ରତିଶତ ସହଯୋଗ କରିବ ।


ବିଛା :-

ଆଜିର ଦିନ କିଛି ବିଶେଷ କରି  ଦେଖେଇବାରେ ଓ ଭାବିବା ଚିନ୍ତିବାରେ ବ୍ଯତୀତ ହେବ । ଅଧିକାରୀ ବର୍ଗଠୁ ଭଲ ଶାଠ ଗାଣ୍ଠ ବନିବ। ନୀରାଶାଜନକ ବିଚାରଠୁ ବଞ୍ଚାନ୍ତୁ । କୌଣସି ସରକାରୀ ସଂସ୍ଥାରୁ ଦୂରଗାମୀ ଲାଭର ପୃଷ୍ଟ ଭୂମି ଆଜି ହିଁ ବନିବ । ଭାଗ୍ୟ ୭୦ ପ୍ରତିଶତ ସହଯୋଗ କରିବ ।

ଧନୁ :-

କୌଣସି ବିଶେଷ କ୍ରମର ଅନ୍ତର୍ଗତ ରୋକୀ ହୋଇଥିବା ଧନ ଆଶ୍ଚର୍ଯ୍ୟ ଜନକ ରୂପେ ପ୍ରାପ୍ତ ହେବ । ଏଥିରେ ଆପଣଙ୍କ ବିଶ୍ବାସ ଧର୍ମ ଏବଂ ଅଧ୍ୟାତ୍ମରେ ବଢିବ । ଅତୀତର ସନ୍ଦର୍ଭରେ ଅନୁସନ୍ଧାନର ଲାଭ ମିଳିବ । ନୂଆ ସମ୍ପର୍କରେ ସିତାର ବୁଲନ୍ଦ ହେବ । ଭାଗ୍ୟ ୭୦ ପ୍ରତିଶତ ସହଯୋଗ କରିବ ।

ମକର :-

ଆଜି କାର୍ଯ୍ୟ କ୍ଷେତ୍ରରେ ନିଜ ବରିଷ୍ଠ ଅଧିକାରୀଙ୍କ ସହିତ ଅନବନ ହୋଇପାରେ । ଦାଂପତ୍ଯ ଜୀବନରେ ସରାରତ ବନି ରହିବ । ପରାକ୍ରମ ବୁଦ୍ଧିଦ୍ଵାରା ଶତ୍ରୁର ମନୋବଳ ଭାଙ୍ଗିବ । ଦିନର ଉତରାର୍ଦ୍ଧରେ ହଠାତ ଅତିଥିଙ୍କ ଆଗମନ ଦ୍ଵାର ବ୍ୟୟ ଭାର ବଢିବ । ସତ କର୍ମ ଜନ୍ମ ପୂଣ୍ୟ ଅର୍ଜନରେ ଅଭୀଷ୍ଠ ସିଧି ପ୍ରାପ୍ତ ହେବ । ଭାଗ୍ୟ ୬୭ ପ୍ରତିଶତ ସହଯୋଗ କରିବା ।


କୁମ୍ଭ :-

ଆଜି ଗୋଚରର ଶୁଭ ପ୍ରଭାବରେ ସଫଳତା ମିଳିବ । ଉତରାର୍ଦ୍ଧର ବୃଦ୍ଧି ଅସ୍ଥିରତାକୁ ଜନ୍ମ ଦେବ। ବାହନ, ଭୂମି କିଣିବା, ସ୍ଥାନ ପରିବର୍ତନର ସୁଖଦ ସଂଯୋଗବି ବନିବ । ସାଂସାରିକ ସୁଖ ଭୋଗ ବା ଘର ଗୃହସ୍ତିର ଉପଯୋଗର ପ୍ରିୟ ବସ୍ତୁ କିଣାଯାଇ ପାରେ । ଭାଗ୍ୟ ୬୧ ପ୍ରତିଶତ ସହଯୋଗ କରିବ ।

ମୀନ :-

ଆପଣଙ୍କ ରାଶିର ସ୍ଵାମୀ ବୃହସ୍ପତି ଦଶମ କର୍ମ ଭାବରେ ଧନୁ ରାଶିରେ ହୋଇ ତଥା ଚନ୍ଦ୍ରମା ଗୁରୁ ରାଶି ଧନୁରେ ବିରାଜମାନ ଅଛନ୍ତି । ଆଜିର ଦିନ ସନ୍ତାନଙ୍କ ସମସ୍ଯାର ସମାଧାନ କରିବାରେ ବ୍ଯତୀତ ହେବ । କୌଣସି ପ୍ରତିଯୋଗୀତାରେ ଆପଣଙ୍କ ଜିତ ହିଁ ଶକ୍ତି ହେବ । କୌଣସି ଖାସ ଉପଲବ୍ଧି ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । କିନ୍ତୁ ମୌସମ ପରିବର୍ତନର ସ୍ଥିତିରେ ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପଡିପାରେ । ଭାଗ୍ୟ ୬୨ ପ୍ରତିଶତ ସହଯୋଗ କରିବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *