ପସନ୍ଦ କରନ୍ତୁ ଗୋଟିଏ Heart Shape ଆଉ ଜାଣନ୍ତୁ ଆପଣ ସବୁଠୁ ଅଧିକ ପ୍ରେମ କାହାକୁ କରୁଛନ୍ତି !

ଆଜି ଆମେ ଆପଣଙ୍କ ପାଇଁ ବହୁତହି ମଜାଦାର ଗେମ ନେକି ଆସିଛୁ । ଏହି ଗେମ ଅନୁସାରେ ଆପଣଙ୍କୁ ଏଠାରେ କିଛି ହାର୍ଟର ଛବି ଦିଆଯିବ ଯେଉଁ ଥିରୁ ଆପଣଙ୍କୁ ନିଜ ପସନ୍ଦର ଗୋଟେ ଛବିକୁ ପସନ୍ଦ କରିବାର ଅଛି । ଏଥପାଇଁ ଆପଣଙ୍କୁ ପାଞ୍ଚ ସେକେଣ୍ଡ ଦିଆଯିବ । ପୁଣି ଆମେ ଆପଣଙ୍କ ପସନ୍ଦର ଛବିରୁ କହିବୁ ଆପଣ ସବୁଠୁ ଅଧିକ ପ୍ରେମ କାହାକୁ କରୁଛନ୍ତି ।


ସର୍ବ ପ୍ରଥମେ ଆଲୋଚନା କରିବା ସେହି ଲୋକଙ୍କ ଯେଉଁମାନେ 1 ନମ୍ବର ହାର୍ଟକୁ ପସନ୍ଦ କରିଛନ୍ତି । ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତାହେଲେ ଆପଣ ସବୁଠୁ ଅଧିକ ଆପଣଙ୍କ ବୟଫ୍ରେନ୍ଡକୁ ଅଧିକ ଭଲ ପାଉଛନ୍ତି । ଆପଣଙ୍କ ବୟ ଫ୍ରେନ୍ଡ ଆପଣଙ୍କ ଯସବୁ କିଛି ହୋଇଥାଏ ସେ ମଧ୍ୟ ଆପଣଙ୍କୁ ବହୁତ ହୃଦୟର ସହିତ ଭଲପାଇଥାନ୍ତି ।


ଯଦି ଆପଣ 2 ନମ୍ବର ଚୁଜ କରିଛନ୍ତି ତେବେ ଆପଣ ସବୁଠୁ ଅଧିକ ପ୍ରେମ ଆପଣ ମାକୁ କରୁଛନ୍ତି । ଯେଉଁମାନେ ତୃତୀୟ ହାର୍ଟକୁ ଚୁଜ କରିଛନ୍ତି ତେବେ ଆପଣ ସବୁଠୁ ଅଧିକ ନିଜ ଭାଇକୁ ଭଲ ପାଇଥାନ୍ତି । ଏବେ ଆଲୋଚନା କରିବା ସେଇ ଲୋକଙ୍କର ଯେଉଁମାନେ ୪ ନମ୍ବର ହାର୍ଟକୁ ଚୁଜ କରିଛନ୍ତି । ତେବେ ଆପଣ ସବୁଠୁ ଅଧିକ ନିଜ ବାପାକୁ ଭଲ ପାଇଥାନ୍ତି ।


ଯଦି ଆପଣ ୫ ନମ୍ବର ହୃଦୟ ଚୁଜ କରିଛନ୍ତି ତେବେ ଆପଣ ସବୁଠୁ ଅଧିକ ଲଭ ଆପଣଙ୍କ ପ୍ରେମୀ ବାନ୍ଧବୀକୁ କରିଥାନ୍ତି । ଯେଉଁମାନେ ୬ ନମ୍ବର ହୃଦୟ ଚୁଜ କରିଛନ୍ତି । ସେମାନେ ଅଧିକ ତାଙ୍କ ପ୍ରେମ ତାଙ୍କ ଭଉଣୀକୁ କରିଥାନ୍ତି । ତାଙ୍କ ଭଉଣୀ ତାଙ୍କ ଜୀବନ ହୋଇଥାଏ ତାକୁ ସେ ଜୀବନରୁ ଅଧିକ ଭଲପାଇଥାନ୍ତି । ଯେଉଁମାନେ ୭ ନମ୍ବର ଚୁଜ କରିଛନ୍ତି ତେବେ ସେମାନେ ଅଧିକ ଭଲ ପାଇବା ତାଙ୍କ କ୍ରଶକୁ କରିଥାନ୍ତି ।

ଯେଉଁମାନେ ୮ ନମ୍ବର ହୃଦୟ ଚୁଜ କରିଛନ୍ତି । ତେବେ ସେମାନେ ସବୁଠୁ ଅଧିକ ଭଲପାଇବା ତାଙ୍କ ସାଙ୍ଗକୁ ଦେଇଥାନ୍ତି । ଏବେ ଆଲୋଚନା କରିବା ସେଇ ଲୋକଙ୍କର ଯେଉଁମାନେ ୯ ନମ୍ବର ହାର୍ଟକୁ ଚୁଜ କରିଛନ୍ତି ।ସେମାନେ ଅଧିକ ପ୍ରେମ ତାଙ୍କ ଲଭରକୁ କରିଥାନ୍ତି । ଯେଉଁ ମାନେ ଦଶ ନମ୍ବର ହାର୍ଟକୁ ଚୁଜ କରିଛନ୍ତି । ସେମାନେ ପ୍ରାୟ ସମସ୍ତଙ୍କୁ ଅଧିକ ଭଲ ପାଇଥାନ୍ତି, ଓ ସମସ୍ତଙ୍କୁ ସମାନ ଭାବରେ ଭଲପାଇବା ଦେଇଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *