‘Yeh Rishta Kya Kehlata Hai’ର Hero ନୈତିକଙ୍କ ରିୟଲ ଲାଇଫ ପତ୍ନୀ Akshara ଠାରୁ ମଧ୍ୟ ବହୁତ ସୁନ୍ଦର

ଟିଭି ସିରିୟଲ ”ୟେ ରିସତା କ୍ଯା କେହେଲାତା ହେ ” ଆପଣ ସମସ୍ତେ ଦେଖିଥିବେ । ଏହି ସିରିୟଲ ବହୁତ ଦିନରୁ ଚାଲୁଅଛି, ଆଜି ମଧ୍ୟ ଲୋକ ଏହାକୁ ବହୁତ ଖୁଶିର ସହିତ ଦେଖୁଛନ୍ତି । ସିରିୟଲର ସବୁ କଳାକାର ମାନଙ୍କୁ ଆପଣ  ଜାଣିଥିବେ । ଅକସରା ଓ ନୈତିକକୁ ଆପଣ ବହୁତ ଭଲ ଭାବରେ ଜାଣିଥିବେ । ଅକସାରା ଏହି ସିରିୟଲରେ ନୈତିକର ସ୍ତ୍ରୀ ଭୂମିକରେ ଅଭିନୟ କରୁଥିଲା । ଆପଣ ସମସ୍ତଙ୍କୁ ଏହି ଦୁଇଜଣଙ୍କର ଯୋଡି ବହୁତ ପସନ୍ଦ ମଧ୍ୟ ଆସୁଥିବ । କିନ୍ତୁ ଆଜି ଆମେ ନୈତିକର ରେୟଲ ପତ୍ନୀ ବିଷୟରେ କହିବୁ ।

ସେ ଅକସାରା ଠୁ ଅଧିକ ସୁନ୍ଦର ଓ ହଟ ଅଟନ୍ତି । ତାଙ୍କର ଅସଲି ନାମ ଅଟେ କରନ ମେହେରା ଅଟେ । ତାଙ୍କ ନିଜ ସ୍ତ୍ରୀ ନାମ ହେଉଛି ନିଶା ରାୱାଲ । ପାଞ୍ଚ ବର୍ଷ ଦୁଇଜଣ ଡେଟ କରିବା ପରେ ଦୁଇଜଣ ବିବାହ କରିବାର ନିସ୍ପତି ନେଇଥିଲେ । ୨୪ ନଭେମ୍ବର ୨୦୧୨କୁ ବିବାହ କରିଥିଲେ । ତାଙ୍କର ଗୋଟେ ପୁଅ ମଧ୍ୟ ଅଛି ଯାହାର ନାମ କବିସ ମେହେରା ଅଟେ । ନିଶା ରାୱାଲ  ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

ସେ କୌଣସି ବଲ୍ଲୀଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ନିଶା ରୱାଲ ହେଉଛନ୍ତି ଜେନ ଅଭିନେତ୍ରୀ ଓ ମଡେଲ । ନିଶା ୧୮ ନଭେମ୍ବର ୧୮୮୪ ରେ ଜନ୍ମ ଗ୍ରହଣ କରିଛନ୍ତି । ସେ ଅଭିନୟ କରିବା ପୂର୍ବରୁ ବିଜ୍ଞାପନ ସନସିଲ୍କ, କୋକାକୋଲା, ଫେମ ବ୍ଲିଚରେ କରିଥିଲେ ।

ସେ ବଲ୍ଲୀଉଡରେ ରାଫୋ ଚକ୍କର ଓ ହସ୍ତେ ହସ୍ତେ ଫିଲ୍ମରେ କାମ କରିଛନ୍ତି । ସେ ଦୂରଦର୍ଶନ ରେ ଏକ ସିରିୟଲ ମଧ୍ୟ କରିଥିଲେ ଯାହାର ନାମ ଥିଲା ‘ଆନେୱାଲା ପଲ’ । ସେ ଡାନ୍ସ ରିଆଲିଟି ସୋ ନାଚ ବଲିଏ ୫ ରେ ଦୁଇ ଜଣ ଭାଗ ନେଇଥିଲେ । ବର୍ତ୍ତମାନ ସେ ଷ୍ଟାରପ୍ଲସରେ ଏକ ସିରିୟଲରେ ବି ନଜର ଆସୁଛନ୍ତି ଯାହାର ନାମ ହେଲା ‘ସାଦି ମୁବାରକ’ ।

ତେବେ ଆପଣ ନୈତିକ ଉର୍ଫ କରଣ ମେହରାଙ୍କ ରିୟଲ ପତ୍ନୀଙ୍କୁତ ଦେଖିଲେ,  ଆପଣଙ୍କୁ କରନ ମେହେରଙ୍କ ପତ୍ନୀ କେମିତି ଲାଗିଲେ କମେଣ୍ଟ  ମାଧ୍ୟମରେ ନିଶ୍ଚିତ ରୂପେ ଜଣାଇବେ । ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *