ଦୁର୍ଗା ପୂଜାରେ କରନ୍ତୁ ନାହିଁ ଏହି 5ଟି ଭୁଲ, ନଚେତ ହେବ ସର୍ବନାଶ

ନବରାତ୍ରି ବର୍ଷକୁ ଦୁଇ ଥର ପାଳନ କରାଯାଏ ଓ ପ୍ରଥମ ନବରାତ୍ରିକୁ ଚୈତ୍ର ନବରାତ୍ରି ଓ ଦ୍ଵିତୀୟ ନବରାତ୍ରିକୁ ଶାରଦୀୟ ନବରାତ୍ରି କୁହାଯାଏ । ଶାରଦୀୟ ନବରାତ୍ରି ୬ ଅକ୍ଟୋବର ଠାରୁ ଆରମ୍ଭ ହୋଇସାରିଛି । ଯାହାକି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ଏହି ୯ ଦିନରେ ମାତା ଦୂର୍ଗାଙ୍କ ୯ଟି ରୂପକୁ ପୂଜା କାରାଯାଏ । ମହିଳାମାନେ ଏହି ୯ ଦିନରେ ମା ଙ୍କ ପୂଜା କରି ଅଶେଷ କୃପା ଲାଭ କରିଥାନ୍ତି ।

କିନ୍ତୁ ବେଳେ ବେଳେ ଏହିଭଳି କିଛି ଭୁଲ ହୋଇଯାଏ ଯେଉଁ କାରଣରୁ ମାତା ଦୂର୍ଗା ଆମ ଉପରେ ଅସନ୍ତୋଷ ହୋଇ ଯାଆନ୍ତି । ସେହି ସମସ୍ତ ଭୁଲ ଠାରୁ ଆମ ସମସ୍ତଙ୍କୁ ବଞ୍ଚିବା ଉଚିତ ।

ତେବେ ଚାଳନ୍ତୁ ଜାଣିବା ନବରାତ୍ରି ସମୟରେ ଅର୍ଥାତ ଦଶହରା ସମୟରେ ମାତା ଦୂର୍ଗାଙ୍କ ପୂଜାରେ କେଉଁ କେଉଁ ସବୁ ଭୁଲ ଠାରୁ ଉଭୟ ପୁରୁଷ ଓ ସତର୍କ ରହିବା ଉଚିତ । ଯଦି ଆପଣ ବ୍ରତ ରଖିଛନ୍ତି ତେବେ ଆପଣ ସମ୍ପୂର୍ଣ ଶ୍ରଦ୍ଧା, ଭକ୍ତି ଓ ବିଶ୍ଵାସର ସହ କରନ୍ତୁ । ମା ଙ୍କ ଆରାଧନା କରିବା ସମୟରେ ମନରେ କୌଣସି ବି ପ୍ରକାରର ଅବିଚାର ରଖନ୍ତୁ ନାହିଁ । କାରଣ ଅଶାନ୍ତ ମନରେ ପୂଜା କରିବା ଦ୍ଵାରା କାହାକୁ ବି କୌଣସି ବି ପ୍ରକାରର ଫଳ ମିଳେ ନାହିଁ । ନବରାତ୍ରି ସମୟରେ କେବେ ବି ମୁହଁରୁ ଅପଶବ୍ଦ ବାହାର କରନ୍ତୁ ନାହିଁ ।

କାହାକୁ ଗାଳି ଗୁଲଜ କରନ୍ତୁ ନାହିଁ । ନବରାତ୍ରି ସମୟରେ ନିଶା ଦ୍ରବ୍ୟ ଓ ଆମିଷ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ଏହି ସମୟରେ ଆପଣ ସ୍ଵାତିକ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଏହି ସମୟରେ ଖଟା ଖାଇବେ ନାହିଁ । କୌଣସି ଅସାହାୟ କିମ୍ବା କନ୍ୟାକୁ କିମ୍ବା ଭିକାରିକୁ ଏହି ସମୟରେ ଘରୁ ଖାଲି ହାତରୁ ଯିବାକୁ ଦିଅନ୍ତୁ ନାହିଁ । କାହାକୁ ସାହାର୍ଯ୍ୟ କରିବା ଦ୍ଵାରା ମାତା ଦୂର୍ଗା ପ୍ରସନ୍ନ ହୋଇଥାନ୍ତି । ଆପଣ ନିଜର ସାମର୍ଥ୍ୟ ଅନୁସାରେ ଗରିବ ଲୋକମାନଙ୍କୁ ସାହାର୍ଯ୍ୟ କରନ୍ତୁ । ଏହି ଦିନ ଗୁଡିକରେ ନଖ, ଦାଢି, କେସ କାଟିବା ଉଚିତ ନୁହେଁ ।

ଚମଡା ଓ ପର୍ସ ଭଳି ଜିନିଷ ବ୍ୟବହାର କରନ୍ତୁ ନାହିଁ । କଳସ କିମ୍ବା ଅଖଣ୍ଡ ଦୀପ ଯଦି ଘରେ ରଖିଛନ୍ତି ତେବେ ଭୁଲରେ ବି ତାକୁ ଘରେ ଖାଦି ଯିବେ ନାହିଁ । କାରଣ କଳସ ଆମର ଆସ୍ଥା ଓ ମା ନାକ ସମ୍ମାନର ପରତିକ ହୋଇଥାଏ । ଯଦି କୌଣସି କାରଣରୁ ଏହା ତଳେ ପଡିଯାଏ କିମ୍ବା ଦୀପ ଲିଭିଯାଏ ତେବେ ଏହା ଆପଣ ଅଶୁଭ ହୋଇଥାଏ । କାରଣ କଳସରେ ମା ବିରାଜମାନ କରିଥାନ୍ତି । ମା ଙ୍କର ଆରଧନା କରିବା ସମୟରେ ମା ଙ୍କ ର ପୂଜା, ମନ୍ତ୍ର ପାଠ କରିବା, ପୁରା ଭକ୍ତି ଓ ସମସ୍ତ ନିୟମର ସହ କରିବା ଉଚିତ । ପୂଜା ସମୟରେ ମନକୁ ସ୍ଥିର କରି ପୂଜା କରନ୍ତୁ । ମହିଳାମାନେ ମାସିକ ଧର୍ମ ସମୟରେ ମନ୍ଦିରକୁ ଯାଆନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *