ଏବେ ପର୍ଯ୍ୟନ୍ତ ଚାଲୁ ଅଛି Kareena Kapoor ଓ Priyanka Chopraଙ୍କ ଦୁସମନୀ, ସମସ୍ତଙ୍କ ଆଗରେ ଉଡାଇଲେ ପ୍ରିୟାଙ୍କାଙ୍କ ମଜାକ

ବଲିଉଡ ଜଗତରେ ଅନେକ ଥର ଶୁଣିବାକୁ ମିଳିଥାଏ ଯେ ଜଣେ ଅଭିନେତ୍ରୀ ଅନ୍ୟ ଜଣଙ୍କ ଅଭିନେତ୍ରୀ ଙ୍କ ରିୟାମ୍ପରେ କମେଣ୍ଟ କରିଛନ୍ତି । କେହି କାହାର ଅଭିନୟ କୁ ନେଇ କମେଣ୍ଟ କରିଥିବା ବେଳେ ଅନ୍ୟ ଜଣେ ଫିଗରକୁ ନେଇ କମେଣ୍ଟ କରିଥାନ୍ତି ଯାହାର ଜ୍ଵଳନ୍ତ ଉଦାହରଣ ସୋସିଆଲ ମିଡିଆରେ ସାମନାକୁ ଆସିଥାଏ । ବଲିଉଡ ଜଗତରେ ଏମିତି ଅନେକ ଅଭିନେତ୍ରୀ ମାନଙ୍କ ମଧ୍ୟରେ ପରସ୍ପରକୁ ନେଇ ଫାଇଟ କରିବାର ନଜର ଆସିଥାନ୍ତି ।

ଆଜିକା ଡେଟରେ ବଲିଉଡ ଇଣ୍ଡଷ୍ଟ୍ରିରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ବହୁତ ଭଲ ବନ୍ଧୁ ହେବା ସହ ଆଉ କେତେ ଜଣ ପରସ୍ପର ସହ ଶତ୍ରୁତା କରି ଥିବାର ନଜର ଆସିଛନ୍ତି । ସବୁଠାରୁ ଅଧିକ କ୍ୟାଟା ଫାଇଟ ରହିଛି ବଲିଉଡର ଲୋକପ୍ରିୟ ଅଭନେତ୍ରୀ କରିନା କପୁରଙ୍କର ଅଭିନେତ୍ରୀ ପ୍ରିୟାଙ୍କା ଚୋପ୍ରାଙ୍କ ସହ ।

ଦୁହିଙ୍କ ମଧ୍ୟରେ ଅନେକ ବର୍ଷ ପରେ ବନ୍ଧୁତା ହେବାର ନଜର ଆସିଥିଲେ ମଧ୍ୟ ଆଜି ବି ଦୁହେଁ ପରସ୍ପର ପ୍ରତି କମେଣ୍ଟ କରିବା ଭୁଲି ନାହାନ୍ତି । ଆପଣ ମାନେ ଜାଣିଥିବେ ୨୦୧୮ ଡିସେମ୍ବର ମାସରେ ଅଭିନେତ୍ରୀ ପ୍ରିୟାଙ୍କା ଚୋପ୍ରା ଆମେରିକୀୟ ନେଗ ଜୋନସଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ସେହି ସମୟରେ ପ୍ରିୟଙ୍କା ବିରୁଦ୍ଧରେ କରିନା କପୁର ଖାନ ଅନେକ କମେଣ୍ଟ କରିବାର ନଜର ଆସିଥିଲେ । ବଲିଉଡ ଇଣ୍ଡଷ୍ଟ୍ରି ରେ ଯଦି ଅଭିନେତା ବୟସରେ ବଡ ହୋଇଥାନ୍ତି ଓ ଅଭିନେତ୍ରୀ ବୟସରେ ଛୋଟ ହୋଇଥାନ୍ତି ତେବେ ତାହା କୌଣସି ମ୍ୟାଟର ହୋଇ ନ ଥାଏ । ସମସ୍ଯା ସେହି ସମୟରେ ହୋଇଥାଏ ଯେବେ ଅଭିନେତା ବୟସରେ ଛୋଟ ହୋଇଥାଏ ତ ଅଭିନେତ୍ରୀ ବୟସରେ ବଡ ହୋଇଥାଏ ।

ଏଭଳି ପରିସ୍ଥିତିରେ କପଲଙ୍କ ମଧ୍ୟରେ ରୋମାନସ ବା ପ୍ରେମ ସମ୍ପର୍କ ହେଲେ ବଲିଉଡ ଇଣ୍ଡଷ୍ଟ୍ରି ରେ ଚର୍ଚ୍ଚା ର ବିଷୟ ହୋଇଥାଏ । ଯେତେବେଳେ ଭାରତ ଫିଲ୍ମ ଶୁଟିଙ୍ଗ ଚାଲିଥିଲା ସେହି ସମୟରେ ବଲିଉଡ ଭାଇଜାନ ସଲମାନ ଖାନଙ୍କ ସହ ସୁନ୍ଦରୀ ଅଭିନେତ୍ରୀ କ୍ଯାଟ୍ରିନା କେଫ ଅଭିନୟ କରୁଥିବା ସମୟରେ ଅନେକ ଚର୍ଚ୍ଚା ଉଠିଥିଲା ।

ଏହି ସମୟରେ ଅଭିନେତ୍ରୀ କ୍ଯାଟ୍ରିନା କେଫ କହିଥିଲେ ଯେ ସେ ବଲିଉଡ ଇଣ୍ଡଷ୍ଟ୍ରି ରେ ପାଦ ଦେବା ପୂର୍ବରୁ ଏମିତି ଦେଖି ଆସୁଛନ୍ତି କି ଅଭିନେତା ବୟସରେ ବଡ ଓ ଅଭିନେତ୍ରୀ ଛୋଟ ହୋଇଥିଲେ ସେହି ସମୟରେ ରୋମାନ୍ସ କରିଲେ କିଛି ଅସୁବିଧା ହୁଏ ନାହି ।

କିନ୍ତୁ ଯେବେ ଅଭିନେତା ବୟସରେ ଛୋଟ ଓ ଅଭିନେତ୍ରୀ ବୟସରେ ବଡ ହୋଇଥାନ୍ତି ତେବେ ସେହି ସମୟରେ କୌଣସି ଫିଲ୍ମ ରେ ଅଭିନୟ କରିବାର ନ୍ଯାର ଆସିଲେ ତାହା ବଲିଉଡରେ ଗସିପ ଭାବେ ପ୍ରଚାର ହୋଇଥାଏ । ଏହାର ଉଦାହରଣ ହେଉଛନ୍ତି ଅଭିନେତ୍ରୀ ପ୍ର୍ଯାଙ୍କା ନିକ ଜୋନସଙ୍କ ଠାରୁ ବୟସରେ ବଡ ହୋଇଥିଲେ ମଧ୍ୟ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ତେବେ ଏହାକୁ ନେଇ କରିନା କମେଣ୍ଟ କରିଥିଲେ ମଧ୍ୟ ଏହା ମତ ଦେଇଥିଲେ ଯଦି ତାଙ୍କ କ୍ଯାରିୟରରେ ତାଙ୍କୁ କେବେ କମ ବଯସର ଅଭିନେତାଙ୍କ ସହ ଅଭିନୟ କରିବାର ମୌକା ମିଳେ ତେବେ ସେ ନିଶ୍ଚୟ ଏହା କରିବେ ଓ ଏହାର ଅନୁଭୂତି କିପରି ହୋଇଥାଏ ତାହା ଅନୁଭବ କରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *