ଏହି 3 ସ୍ତ୍ରୀ ଶ୍ରାବଣ ସୋମବାର ବ୍ରତ ଭୁଲରେ ବି ରଖନ୍ତୁ ନାହିଁ- Sawan Special

ବନ୍ଧୁଗଣ ଶ୍ରାବଣ ମାସ ଟି ଭଗବାନ ଶିବ ଓ ମାତା ପାର୍ବତୀ ଙ୍କୁ ସବୁଠାରୁ ଅଧିକ ପ୍ରିୟ ଅଟେ । ଏହି ମାସରେ ମାତା ପାର୍ବତୀଙ୍କୁ ତପସ୍ୟା କରି ମହାଦେବଙ୍କୁ ପ୍ରସନ୍ନ କରିଥିଲେ । ଶାସ୍ତ୍ର ଅନୁଯାୟୀ ଏହାକୁ ପ୍ରେମ ଓ ସୌଭାଗ୍ୟର ମାସ ମାନାଯାଏ । ଏହି ମାସରେ ଭକ୍ତି ଭାବରେ ଶିବ ପାର୍ବତୀଙ୍କର ପୂଜା କରିବା ଉଚିତ । ଅସଂଖ୍ଯ ଶିବ ଭକ୍ତ ଶିବ ଜୀ ଙ୍କ ପୂଜା କରିଥାନ୍ତି । ବିବିଧ ପ୍ରାଣୀଙ୍କ ପାଇଁ ଶିବଙ୍କ ପୂଜା ଅଲଗା ଅଲଗା ହୋଇଥାଏ । ଆଜି ଆମେ ଜାଣିବା ଏହି ମାସରେ କେଉଁ ମହିଳାମାନେ ଶିବଙ୍କ ପୂଜା କରିବା ଅନୁଚିତ ।

1- ଶ୍ରାବଣ ସୋମବାରେ ସ୍ତ୍ରୀଙ୍କୁ ନିଜର କେଶ ଧୋଇବା ଉଚିତ ନୁହେଁ । ଏହା ଅଶୁଭ ହେବା ସହ ଜୀବନରେ ଦୁର୍ଭାଗ୍ୟ ଆସିବାର କାରଣ ହୋଇଥାଏ ।

2- ଶ୍ରାବଣ ସୋମବାରରେ ନାରୀଙ୍କୁ ମଥାରେ ସିନ୍ଦୁର ଲଗାଇବା ଦ୍ଵାରା ଗଙ୍ଗା ସ୍ନାନ ହୋଇଥାଏ । ସ୍ତ୍ରୀଙ୍କୁ ଧ୍ୟାନ ରଖିବାର ଅଛି ଶିବଙ୍କ ପୂଜାରେ ବିନା ସିନ୍ଦୁରରେ ବସିବା ଅନୁଚିତ ।

3- ଶ୍ରାବଣ ମାସରେ ମହିଳାଙ୍କୁ କଳା ରଙ୍ଗର ବସ୍ତ୍ର ପିନ୍ଧିବା ଅନୁଚିତ । ଏହା ନେଗେଟିଭ ଶକ୍ତିକୁ ବଢାଇଥାଏ । ଧଳା ରଙ୍ଗର ବସ୍ତ୍ର ମଧ୍ୟ ପିନ୍ଧିବା ଅନୁଚିତ । ପୂଜା ସମୟରେ ନାଲି, ହଳଦିଆ, ଗୋଲାପି, ସବୁଜ ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ ହୋଇଥାଏ ।

4- ଶ୍ରାବଣ ମାସରେ ସୋମବାରରେ ସ୍ଵାମୀ-ସ୍ତ୍ରୀ ଙ୍କୁ ରୀତିକ୍ରିଡା କରିବା ଦ୍ଵାରା ଶରୀର ଅପବିତ୍ର ହୋଇଯାଏ । ଏମିତି ଅବସ୍ଥାରେ ଶିବ ପାର୍ବତୀଙ୍କ ପୂଜା କରିଲେ ତାଙ୍କର ଅପମାନ ହୋଇଥାଏ ।

5- ଶ୍ରାବଣ ମାସରେ ସ୍ଵାମୀ ସ୍ତ୍ରୀ ଙ୍କୁ କୌଣସି ପ୍ରକାରର ବାଦ ବିବାଦ କରିବା ଅନୁଚିତ । କାହାର ବି ଅପମାନ କରିବା ଉଚିତ ନୁହେଁ ।

6- ସ୍ତ୍ରୀଙ୍କୁ ଶ୍ରୀଙ୍ଗାର ଜିନିଷ ଅନ୍ୟକୁ ଦେବା ଉଚିତ ନୁହେଁ । ଏହାଦ୍ବାରା ସ୍ଵାମୀ-ସ୍ତ୍ରୀ ଙ୍କ ସମ୍ପର୍କ କମଜୋର ହୋଇଥାଏ । ତାମସିକ ଆହାରର ସେବନ କରିବା ଅନୁଚିତ । ଏହି ମାସରେ ସୋମବାରରେ ପିଆଜ ରସୁଣ ଖାଇବା ଦ୍ଵାରା ବ୍ରତ ଖଣ୍ଡିତ ହୋଇଥାଏ ।

7- ଗର୍ଭବତୀ ମହିଳାଙ୍କୁ ଶ୍ରାବଣ ସୋମବାରର ବ୍ରତ କରିବା ଉଚିତ ନୁହେଁ । କାରଣ ବ୍ରତରେ କଠୋର ନିୟମର ପାଳନ କରିବାକୁ ପଡିଥାଏ ଯାହା ଗର୍ଭବତୀ ନାରୀ କରିପାରିବେ ନାହିଁ ।

8- ଯେଉଁ ନାରୀ ବା ପୁରୁଷଙ୍କ ବିବାହ ପରେ ମଧ୍ୟ ବାହ୍ୟ ସମ୍ବଧ ଅଛି ତେବେ ସେମାନଙ୍କୁ ଶ୍ରାବଣ ସୋମବାର ବ୍ରତ ରଖିବା ଉଚିତ ନୁହେଁ । ଅନ୍ଯଥା ଶିବ ପାର୍ବତୀ କ୍ରୋଧିତ ହୋଇଥାନ୍ତି ।

9- ଯେଉଁ ପୁରୁଷ ବା ସ୍ତ୍ରୀ ର ବିବାହ ଶାସ୍ତ୍ର ନିୟମ ଅନୁସାରେ ନ ହୋଇଥାଏ କିମ୍ବା ଯେଉଁ ମାନେ ସାତ ଫେରା ନ ନେଇଥିବେ ତେବେ ଏମିତି ଦମ୍ପତି ଶ୍ରାବଣ ସୋମବାର ବ୍ରତ ରଖିବା ଉଚିତ ନୁହେଁ । ଏଭଳି ଦମ୍ପତି ଙ୍କୁ ଶିବ ଙ୍କ ଅଭିଷେକ କରିବା ଉଚିତ ନୁହେଁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *