Bollywood ର ଏହି ସବୁ ଅଭିନେତାଙ୍କ ଭାଣେଜୀ ମାନଙ୍କୁ ଦେଖି ଆପଣ ହୋଇଯିବେ ଦିବାନା

ମାମୁ ଭଣଜା ବା ଭାଣେଜୀ ସମ୍ପର୍କ ବହୁତ୍ ଗଭୀର ହୋଇଥାଏ । ତେବେ ବଲିଉଡ ଜଗତ ହେଉ ବା କାଉନସି ସିନେମା ଜଗତ ଏଠାରେ ସବୁ ସମ୍ପର୍କ ବହୁତ୍ ଅଲଗା ଭାବରେ ଦେଖା ଯାଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଫେମାସ୍ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଭାଣେଜୀ ମାନଙ୍କୁ ବହୁତ୍ ପସନ୍ଦ କରନ୍ତି ଓ ନିଜ ଭାଣେଜୀ ମାନଙ୍କ ସହ ବହୁତ୍ ସମୟ ମଧ୍ୟ ରୁହନ୍ତି ।

ସେଫ୍ ଅଲି ଖାନ୍ :

ସେଫ୍ ଅଲି ଖାନ୍ ଙ୍କୁ କିଏ ଅବା ଜାଣି ନାହିଁ ତାଙ୍କର ବଲିଉଡ ରେ ବହୁତ ବଡ ନା ଅଟେ । ସେ ବହୁତ୍ ଅଭିନେତ୍ରୀ ମାନଙ୍କ ସହ କାମ କରୁଛନ୍ତି କିନ୍ତୁ ସେ ନିଜ ସ୍ତ୍ରୀ କରିନାଙ୍କ ସହ ବହୁତ୍ କମ ଫିଲ୍ମ୍ କରୁଛନ୍ତି ଓ ଦର୍ଶକ ଦୁହିଁଙ୍କୁ ସ୍କ୍ରୀନରେ ଦେଖିବାକୁ ଇଚ୍ଛା କରନ୍ତି । ସେଫ୍ ଅଲି ଖାନ୍ ଙ୍କ ଭଉଣୀ ଶୋହା ଅଲିଙ୍କ ଗୋଟେ ଝିଅ ଅଛି ଜିଏ ବର୍ତମାନ କେବଳ ୨ ବର୍ଷ ର ଅଛି ଆଉ ସେଫ୍ ତେମୂର୍ ଠାରୁ ଅଧିକ ନିଜ ଭାଣେଜୀକୁ ଭଲ ପାନ୍ତି ।

ଅଜୟ ଦେବଗନ :

ଅଜୟ ଦେବଗନ ବହୁତ୍ ଭଲ ଅଭିନେତା ଅଟନ୍ତି ତାଙ୍କ ସମ୍ପର୍କ ବହୁତ୍ ଲୋକଙ୍କ ସହ ବହୁତ୍ ଭଲ ଅଛି । ସେ ତାଙ୍କ କାମରେ ବହୁତ ପରିଶ୍ରମ କରନ୍ତି ତେବେ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ତାଙ୍କର ନିଜର ଭାଣେଜୀ ନାହିଁ କିନ୍ତୁ ସେ ଗୋଟେ ଫିଲ୍ମ୍ କରିଥିଲେ ଯାହା ନା ଥିଲା ରାଜୁ ଚାଚା ଆସୁ ଏହି ଫିଲ୍ମରେ ଜଉ ଝିଅ ତାଙ୍କ ଭାଣେଜୀ ଅଭିନୟ କରିଥିଲା ତା ସହ ଅଜୟ ନିଜ ସମ୍ପର୍କ ଯୋଡ଼ିଛନ୍ତି ଓ ତାଙ୍କୁ ବହୁତ୍ ଭଲ ମଧ୍ୟ ପାନ୍ତି ବର୍ତମାନ ସେ ବଡ଼ ହୋଇ ଯାଇଛନ୍ତି ।

ଅଭିଷେକ ବଚ୍ଚନ :

ଅଭିଷେକ ବଚ୍ଚନ ବହୁତ୍ ଭଲ ଅଭିନେତା ଅଟନ୍ତି କିନ୍ତୁ ସମସ୍ତେ ତାଙ୍କୁ ତାଙ୍କ ବାପା ଅମିତାବ ବଚ୍ଚନ ଶହ ତୁଳନା କରନ୍ତି ଯାହା ଉଚିତ୍ ନୁହ କାହିଁକିନା ଦୁଇ ଜଣ ବହୁତ ଅଲଗା ଅଟନ୍ତି । ଅଭିଷେକ ବଚ୍ଚନ ଯେତେ ଭଲ ଅଭିନେତା ତା ଠାରୁ ବି ଭଲ ବ୍ୟକ୍ତି ଅଟନ୍ତି ତାଙ୍କ ସ୍ଵଭାବ ବହୁତ୍ ଭଲ ଅଟେ । ଲୋକେ ତାଙ୍କ ସହ ରହିବା ପସନ୍ଦ କରନ୍ତି । ଅଭିଷେକ ବଚ୍ଚନ ଙ୍କ ଭଉଣୀ ଶ୍ୱେତାଙ୍ଗ ଗୋଟେ ଝିଅ ଅଛନ୍ତି ଯାହାଙ୍କୁ ଅଭିଷେକ ବହୁତ୍ ଭଲ ପାଆନ୍ତି ଓ ଏବେ ସେ ବଡ ହୋଈ ଯାଇଛନ୍ତି ଓ ସାରୁଖ ଖାନ୍ ଙ୍କ ପୁଅକୁ ଡେଟ୍ ମଧ୍ୟ କରୁଛନ୍ତି ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *