ସାଉଥ ର ଏହି ଫେମସ ଅଭିନେତ୍ରୀ ମାନେ ରିଅଲ ଲାଇଫ ରେ ଅଟନ୍ତି ମା-ଝିଅ

ବନ୍ଧୁଗଣ ଅଧିକାଂଶ ସମୟରେ ସାଉଥ ଏବଂ ବଲିଉଡ ମଧ୍ୟରେ ମୁକାବିଲା ହୋଇଥାଏ । ସାଉଥ ଇଣ୍ଡଷ୍ଟ୍ରୀର ଚଳଚିତ୍ର ଗୁଡିକୁ ଦର୍ଶକ ଅଧିକାଂଶ ସମୟ ପସନ୍ଦ କରିଆସିଛନ୍ତି । ଆଜିଭଳି ଦିନରେ ପ୍ରାଏ ଦର୍ଶକଗଣ ସାଉଥ ଚଳଚିତ୍ର ଗୁଡିକୁ ଦେଖିବାକୁ ପସନ୍ଦ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ସେହି ସାଉଥ ଇଣ୍ଡଷ୍ଟ୍ରୀରେ ଥିବା ଅଭିନେତ୍ରୀଙ୍କ ରିୟଲ ଲାଇଫ ମଦର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ସାଉଥ ଇଣ୍ଡଷ୍ଟ୍ରୀରେ ବହୁତ ଏଭଳି ଆକ୍ଟର ଅଛନ୍ତି ଯେକି ସୁନ୍ଦର ଦେଖାଯିବା ସହିତ ବହୁତ ଭଲ ଅଭିନୟ କରିଥାନ୍ତି ଏମାନଙ୍କ ଅଭିନୟ ସମସ୍ତ ଦର୍ଶକଙ୍କ ଲୋକପ୍ରିୟ ହୋଇଆସିଛି ।

ଯାହା କାରଣରୁ ସାଉଥ ଫିଲ୍ମ ଗୁଡିକ ପ୍ରସିଦ୍ଧ ହୋଇଆସିଛି । କିନ୍ତୁ ବନ୍ଧୁଗଣ କଣ ଆପଣ ଜାଣନ୍ତି ଯେ ଏହି ଆକ୍ଟର ଗୁଡିକଙ୍କ ରିୟଲ ମଦର କିଏ ଏବଂ କେତେ ସୁନ୍ଦର ଅଟନ୍ତି । ମାତ୍ର ସେମାନେ ସର୍ବଦା ଲ୍ୟାମଲାଇଟ ଠାରୁ ଦୂରରେ ରହିଥାନ୍ତି । ଯଦି ଆପଣ ମାନେ ତାଙ୍କୁ ରିୟଲ ଲାଇଫରେ ଦେଖନ୍ତି ତେବେ ଜାଣିପାରିବେ ଯେ ସେ ସାଉଥର ହିରୋଇନ ମାନଙ୍କ ଠାରୁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି ।

ବନ୍ଧୁଗଣ ସାଉଥର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ନମ୍ବର-୧ ରେ ଆସୁଛନ୍ତି ସୃତି ହାସନ: ସେ ବଲିଉଡରେ ନିଜର କାରିୟରର ଆରମ୍ଭ କରିଥିଲେ ମାତ୍ର ଅଜିଭଳି ଦିନରେ ସେ ସାଉଥର ଟପ ଆକ୍ଟରଙ୍କ ମଧ୍ୟରୁ ଆଗଧାଡିରେ ଆସୁଛନ୍ତି । ସେହିଭଳି ତାଙ୍କ ମଦରଙ୍କ ନାମ କହିବାକୁ ଗଲେ “ସାରିକା ଠାକୁର” ହେଉଛନ୍ତି ତାଙ୍କ ରିୟଲ ଲାଇଫର ମଦର ଜେକି ଜଣେ ଉନ୍ନତ ମାନର ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ବର୍ତମାନ ସେ ସୋସିଆଲ ମେଡିଆରେ ସାମ୍ନାକୁ ଆସୁନାହାନ୍ତି । କିନ୍ତୁ ସେ ୧୯୭୦ ମସିହାର ଜଣେ ଭଲ ଅଭିନେତ୍ରୀ ରହିଆସିଛନ୍ତି ।

ନମ୍ବର-୨ ରେ ଆସୁଛନ୍ତି ନେନତାର ଜେକି ନିଜର ଆକଟିଂ କରିବାର ଶୈଳୀରେ ଇଣ୍ଡଷ୍ଟ୍ରୀରେ ନିଜର ସ୍ଵୋତନ୍ତ୍ର ପରିଚୟ ନିର୍ମାଣ କରିଛନ୍ତି । ତାଙ୍କ ମାଙ୍କ ନାମ ଉମାନା କୋରିୟନ ଅଟେ ଜେକି ଜଣେ ହାଉସ ୱାଇଫ ଅଟନ୍ତି । ସେ ଇଭେଣ୍ଟ ଗୁଡିକରେ ନିଜ ଝିଅ ନେନତାର ସାଙ୍ଗେ ପ୍ରାଏ ଦେଖିବାକୁ ମିଳନ୍ତି । ଉଭୟ ମା ଏବଂ ଝିଅ ପରସ୍ପର ସହିତ ସମୟ ଅତିବାହିତ କରିବାକୁ ବହୁତ ପସନ୍ଦ କରିଥାନ୍ତି ।

ବନ୍ଧୁଗଣ ନମ୍ବର ୩ରେ ଆସୁଛନ୍ତି “ତାପସୀ ପନୁ”: ନର୍ଥରେ ଜନ୍ମ ହେଇଥିବା ଏହି ଅଭିନେତ୍ରୀ ଜଣକ ସାଉଥ ଇଣ୍ଡଷ୍ଟ୍ରୀରେ ନିଜର ଅଭିନୟର ଜଲ୍ବା ଦେଖେଇ ସାରିଛନ୍ତି । ତାଙ୍କ ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ଏହା ସହିତ ସେ ବହୁତ ଭଲ ମନିଷଟିଏ ଅଟନ୍ତି । ବନ୍ଧୁଗଣ ତାଙ୍କ ମାଙ୍କ ନାମ “ନିରମଳଜିତ ପାନୁ” ଅଟେ । ଏବଂ ସେ ଜଣେ ହାଉସ ୱାଇଫ ଅଟନ୍ତି । ସେ ଲାମଲାଇଟରୁ ଦୂରରେ ରୁହନ୍ତି କିନ୍ତୁ “ତାପସୀ” ନିଜ ମାଙ୍କ ସହିତ ଅନେକ ସମୟରେ ଫୋଟୋ କ୍ଲିକ କରି ପୋଷ୍ଟ କରନ୍ତି । ତାଙ୍କ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ରହିଅଛି ।

ନମ୍ବର ୪ରେ ଆସୁଛନ୍ତି “ଜେନେଲିଆ ଡିସୌଜା” । ଏହି ଆକ୍ଟର ଜଣକ ବହୁତ ଚୂଲବୁଲି ଅଟନ୍ତି । ସେ ନିଜର ଅଭିନୟ ଜରିଆରେ ଦର୍ଶକଙ୍କର ପ୍ରିୟର ପାତ୍ର ହୋଇଆସିଛନ୍ତି । ତାଙ୍କର ସମସ୍ତ ଆକଟିଂ ଗୁଡିକୁ ଦର୍ଶକ ମାନେ ଦେଖି ବହୁତ ଆନନ୍ଦରେ ରହିଥାନ୍ତି । ତାଙ୍କ ମାଙ୍କ ନାମ “ଜେନି ଡିସୌଜା” ଅଟେ । ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ନିଜକୁ ସେ ଅତି ଭଲ ଭାବେ ମେଣ୍ଟେନ କରି ରଖିଛନ୍ତି । ନିଜକୁ ଫିଟ ରଖିବା ପାଇଁ ସେ ଯୋଗ-ପ୍ରାଣାୟମ କରନ୍ତି । ତେଣୁ ଆଜିଭଳି ଦିନରେ ମଧ୍ୟ “ଜେନି ଡିଶୋଷା” ବହୁତ ସୁନ୍ଦର ଦେଖାଯାନ୍ତି ।

ନମ୍ବର ୫ ରେ ଆସୁଛନ୍ତି “ତମନା ଭାଟିଆ”: ଏହି ଅଭିନେତ୍ରୀ ଜଣକ ସବୁ ପ୍ରକାର ରୋଲ ପ୍ଲେ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ତାଙ୍କ ଅଭିନୟ ମଧ୍ୟ ଉନ୍ନତ ମାନର ହୋଇଥାଏ । ସେ ବହୁତ ପ୍ରସିଦ୍ଧ ଅଭିନେତା ମାନଙ୍କ ସହିତ ଏକାଠି ଅଭିନୟ କରିସାରିଛନ୍ତି । ତାଙ୍କ ମାଙ୍କ ନାମ ହେଉଛି “ରଜନୀ ଭାଟିଆ” । ସେ ଜଣେ ହାଉସ ୱାଇଫ ଅଟନ୍ତି । ରଜନୀ ଭାଟିଆ ଦେଖିବାକୁ “ତମନ୍ନା” ଠାରୁ ମଧ୍ୟ ସୁନ୍ଦର ଅଟନ୍ତି ।

ତାଙ୍କ ଦୁହିଜଣଙ୍କର ସମ୍ପର୍କ ବହୁତ ଭଲ ଅଟେ ତମନ୍ନା ଯେଉଁ ଇଭେଣ୍ଟକୁ ଗଲେ ମଧ୍ୟ ତାଙ୍କ ମାଙ୍କ ସାଙ୍ଗରେ ଯାଇଥାନ୍ତି । ତାଙ୍କ ମା ମଧ୍ୟ ତାଙ୍କ ସହିତ ସବୁ ଜାଗାକୁ ଯିବାକୁ ବହୁତ ପସନ୍ଦ କରିଥାନ୍ତି । ବନ୍ଧୁଗଣ ଏହାଠି ସାଉଥ ଇଣ୍ଡଷ୍ଟ୍ରୀର ଟପ ୫ ଟି ଅଭିନେତ୍ରୀ ଏବଂ ତାଙ୍କ ମାଙ୍କ ବିଷୟରେ ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *