ଏହି ୪ ଜଣ ଅଭିନେତ୍ରୀ ହୋଇଗଲେଣି ବୁଢି କିନ୍ତୁ ଆଜି ଯାଏ ବସିଛନ୍ତି କୁଆଁରି, କେଜାଣି କେଉଁ ରାଜକୁମାରଙ୍କ ଅପେକ୍ଷାରେ ଅଛନ୍ତି !

ନମସ୍କାର ବନ୍ଧୁଗଣ, ଅପାନମନକୁ ଆମର ଏହି ଲେଖାକୁ ସ୍ଵାଗତ । ଆପଣମାନେ ଜାଣିଛନ୍ତି ବଲୀଉଡରେ ଅନେକ ଏମିତି ଅଭିନେତା ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଆଜିଯାକେ ବିବାହ କରି ନାହାନ୍ତି । ଏମାନଙ୍କ ଫ୍ୟାନ ଏମାନଙ୍କ ମୁହଁରୁ ବିବାହ କଥା ଶୁଣିବା ପାଇଁ ଅପେକ୍ଷା କରିଛନ୍ତି । କିନ୍ତୁ ଏମାନେ ଆଜି ଯାଏ ବିବାହ କରିବାକୁ ବି ଚିନ୍ତା କରିନାହାନ୍ତି ଓ ଏକୁଟିଆ ହିଁ ଜୀବନ ବିତାଉଛନ୍ତି । ଆଜି ଆମେ ଆପଣକୁ ସେହିଭଳି ୪ ଜଣ ଏମିତି ଅଭିନେତ୍ରଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ବୁଢ଼ୀ ହୋଇସାରିଲାଣି କିନ୍ତୁ ବାହା ନହେଇ କୁଆଁରୀ ଅଛନ୍ତି ।

Image Courtesy: Google

1 . ତବୁ

ତବୁ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ଆପଣଙ୍କ ଜଣେଦେବା ପାଇଁ କହି ଦଉଛୁ କି ତବ୍ବୁ ନିଜ ଫିଲ୍ମ କ୍ୟାରିଅର ଭିତରେ ଗୋଟିଏ ରୁ ଗୋଟିଏ ଭଲ ଫିଲ୍ମରେ କାମ କରିଛନ୍ତି । ତାଙ୍କ ସୁନ୍ଦରତା ପାଇଁ ଲକ୍ଷାଧିକ ଲୋକେ ତାଙ୍କ ଫ୍ୟାନ ଅଛନ୍ତି ଏହି ସମୟରେ ତାଙ୍କର ବୟସ ୪୮ ହେଇସାରିଲାଣି । କିନ୍ତୁ ଏବେ ଯାଏ ସେ ବିବାହ କରିନାହାନ୍ତି ।

Image Courtesy: Google

2. ଜୟା ଭଟାଚାର୍ଯ୍ୟ

ଜୟା ଭଟାଚାର୍ଯ୍ୟ ଟିଭି ଜଗତର ପ୍ରସିନ୍ଦ ଅଭିନେତ୍ରୀ ରହି ସାରିଛନ୍ତି । ଆପଣଙ୍କ ଜାଣକାରି ପାଇଁ କହି ଦଉଛୁ କି ସେ ଦେବଦାସ ଓ ଲଜ୍ୟା ଭଳି ଫିଲ୍ମରେ କାମ କରିସାରିଛନ୍ତି । ନିଜର ଏକଟିଂ ରେ ଲକ୍ଷାଧିକ ଲୋକଙ୍କୁ ଦିୱାନା କରିଥିଲେ । ଏହି ସମୟ ତାଙ୍କର ବୟସ 47 ବର୍ଷର ହୋଇସାରିଲାଣି । କିନ୍ତୁ ଏବେଯାଏ ଏହି ହିରୋଇନ ମଧ୍ୟ ବିବାହ କରିନାହାନ୍ତି ।

Image Courtesy: Google

3. ନଗ୍ମା

ନଗ୍ମା ବଲିଉଡ ଜଗତର ପ୍ରସିନ୍ଦ ଅଭିନେତ୍ରୀ ରହି ସାରିଛନ୍ତି । ଏହି ହିରୋଇନ ହିନ୍ଦୀ, ତାମିଲ, ତେଲୁଗୁ, କାନାଡା, ମଲାୟମ , ବେଙ୍ଗଲୀ, ଭୋଜପୁରୀ ଓ ପଞ୍ଜାବୀ ଫିଲ୍ମରେ କାମ କରିଛନ୍ତି । ଇଏ ନିଜର ସୁନ୍ଦରତା ଲକ୍ଷାଧିକ ଲୋକଙ୍କୁ ଦିୱାନା କରିଥିଲେ । ଏହି ସମୟରେ ତାଙ୍କ ବୟସ 45 ବର୍ଷ ହୋଇସାରିଲାଣି କିନ୍ତୁ ସେ ଆଜିଯାଏ କୁୱରୀ ଅଛନ୍ତି ।

Image Courtesy: Google

4.ଅମିଶା ପଟେଲ

ଅମିଶା ପଟେଲଙ୍କ ଫିଲ୍ମ କ୍ୟାରିୟର ବହୁତ୍ ହିଁ ଭଲ ରହିଛି । ଆପଣଙ୍କ ଜାଣକାରି ପାଇଁ କହି ଦଉଛୁ ଏହି ହିରୋଇନ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ରେ ‘କହୋ ନା ପ୍ୟାର ହେ’ ଭଳି ସୁପର ହିଟ ଫିଲ୍ମରେ ଡେବ୍ୟୂ କରିଥିଲେ । ଏହାଛଡା ସେ କେତେ ସୁପର ହିଟ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।  ଏବେ ଅମିଶା ପଟେଲଙ୍କ ବୟସ 43 ବର୍ଷ ହେଇସାରିଲାଣି । ଏହାପରେ ମଧ୍ୟ ସେ ଆଜି ଯାଏ ବିବାହ କରିନାହାନ୍ତି । ଏହିଭଳି ମନୋରଞ୍ଜନ ଧର୍ମୀ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *