ଏହିଭଳି ମହିଳା ମାନଙ୍କ ମଧ୍ୟରେ ତୁରନ୍ତ ଗର୍ଭ ରହିଥାଏ- Pregnancy Tips

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ମହିଳା ମାନଙ୍କ ମଧ୍ୟରେ ଦେଖାଯାଉଥିବା ଏହି ୬ଟି ଲକ୍ଷଣ ବିଷୟରେ ଅବଗତ କରାଇବାକୁ ଯାଉଛୁ ଯାହା ଆପଣମାନେ ଜାଣିପାରିବେ ଯେ କେଉଁ କାରଣରୁ ଗର୍ଭ ଧାରଣ କରିବାର ଶକ୍ତି ସେମାନଙ୍କ ମଧ୍ୟରେ ଦେଖାଯାଇଥାଏ । ବନ୍ଧୁଗଣ ନାରୀ ମାଧ୍ୟମରେ ହିଁ ଜଣେ ଶିଶୁ ଦୁନିଆକୁ ଆସିଥାଏ । ଜଣେ ନାରୀ ଯଦି କୌଣସି କାରଣ ବଶତ ମା ନ ହେଇପାରେ ତେବେ ତାହାର ହୃଦୟରେରେ ବହୁତ କଷ୍ଟ ହେଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଲକ୍ଷଣ ଥିଲେ ନାରୀମାନେ ଅତି ଶୀଘ୍ର ଗର୍ଭ ଧାରଣ କରିପାରନ୍ତି ।

ବନ୍ଧୁଗଣ ଜଣେ ମହିଳାର ଗର୍ଭ ଧାରଣ କରିବାର ପ୍ରଥମ ଲକ୍ଷଣ ହେଉଛି ପିରିୟଡ ସାଇକେଲ ସଠିକ ଭାବେ ହେବା । ଯଦି କୌଣସି ମହିଳାକୁ ୨୮ ଦିନରେ ସାଇକେଲ ହେଇଯାଏ ତେବେ, ତାହା ଉଚିତ ଅଟେ । ଯଦି କୌଣସି ମହିଳାଙ୍କୁ ୩୫ ଦିନରେ ପିରିୟଡ ଆସିଥାଏ ତେବେ ତାହା ମଧ୍ୟ ଉଚିତ ଅଟେ । କିନ୍ତୁ ଯଦି ମହିଳା ମାନଙ୍କୁ ୨୮ ଦିନରୁ କମ ଦିନ ମଧ୍ୟରେ ପିରିୟଡ ଆସିଥାଏ ଅଥବା ୩୫ ଦିନରୁ ଅଧିକ ସମୟ ପରେ ପିରିୟଡ ଆସିଥାଏ । ତେବେ ପିରିୟଡକୁ ଠିକ କରିବା ଆବଶ୍ୟକ ହୋଇଥାଏ ।

ଖୁବ କମ୍ ସମୟର ପିରିୟଡ ସାଇକେଲ କିମ୍ବା ଅଧିକ ସମୟରେ ହେଉଥିବା ପିରିୟଡ ସାଇକେଲକୁ ଠିକ କରିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଯଦି ଆପଣଙ୍କୁ ଦୁଇଟି ପିରିୟଡ ହେଉଥିବା ସମୟରେ ଅର୍ଥାତ ୧ ତାରିଖରେ ଆପଣଙ୍କୁ ପିରିୟଡ ହେଲା ତାପରେ ୨୮ ତାରିଖ ମଧ୍ୟରେ ଆପଣଙ୍କୁ ପୁଣିଥରେ ପାଣିପରି ପତଳା ପଦାର୍ଥ ବାହାରିଥିବାର ଦେଖାଯାଏ । ତେବେ ଆପଣ ବୁଝିନିଅନ୍ତୁ ଯେ ଆପଣଙ୍କ ଶରୀର ମା ହେବା ପାଇଁ ପ୍ରସ୍ତୁତ ଅଛି । ଦୁଇ ପିରିୟଡ ସାଇକେଲର ମଧ୍ୟସ୍ଥ ଦିନରେ ଯଦି ଆପଣଙ୍କ ଲିବିଡୋ ଅର୍ଥାତ ସେକ୍ସକରିବାର କ୍ଷମତା ବଢିଛି ତେବେ ଆପଣ ବୁଝିନିଅନ୍ତୁ ଯେ ଆପଣ ଖୁବ ଶୀଘ୍ର ଗର୍ଭ ଧାରଣ କରିବେ ।

ମାସର ମଧ୍ୟସ୍ଥ ଦିନରେ ଯଦି ଆପଣଙ୍କ ଶରୀରର ଟେମ୍ପରେଚରରେ କିଛି ପରିବର୍ତନ ହେଉଛି ତେବେ ଆପଣଙ୍କ ଶରୀରରୁ ଗୋଟିଏ ସୁସ୍ଥ ଧାତୁ ବାହାରୁଛି ଏବଂ ଆପଣ ମା ହେବା ପାଇଁ ପ୍ରସ୍ତୁତ ଅଛନ୍ତି ।  ଯଦି ପିରିୟଡ ହେଲେ ୩ରୁ୫ଦିନ ଠିକରେ ରକ୍ତସ୍ରାବ ହେଉଅଛି । ତେବେ ଆପଣଙ୍କ ଶରୀର ମା ହେବା ପାଇଁ ପୁରା ସୁସ୍ଥ ଅଛି । ବନ୍ଧୁଗଣ ଯଦି ଆପଣଙ୍କ ଶରୀର ସନ୍ତୁଳିତ ଅଛି ଅର୍ଥାତ ଆପଣ ପୁରା ଫିଟ ଅଛନ୍ତି ତେବେ ବୁଝିନିଅନ୍ତୁ ଯେ ଆପଣ ମା ହେବା ପାଇଁ ସମ୍ପୂର୍ଣ ସୁସ୍ଥ ଅଛନ୍ତି ।

ଯଦି ଖାଦ୍ଯ ଖାଇବା ଦ୍ଵାରା ଆପଣଙ୍କ ଶରୀରର ଓଜନ ବଢୁଛି ଏବଂ କୌଣସି କାରଣ ବଶତ ଓଜନ କମୁଥାଏ । ଅର୍ଥାତ ଆପଣଙ୍କ ଶରୀର ଏକ ନିର୍ରଦ୍ଧିଷ୍ଟ ବିଏମଆଇ ସ୍କେଲରେ ଆସୁଥାଏ । ତେବେ ଆପଣ ମା ହେବ ପାଇଁ ଉଚିତ ଅଛନ୍ତି । ବନ୍ଧୁଗଣ ଏହି ପ୍ରକ୍ରିୟା ଗୁଡିକ ଯଦି ମହିଳା ମାନଙ୍କ ମଧ୍ୟରେ ସଠିକ ଭାବେ ଦେଖାଯାଏ ତେବେ ସେମାନେ ଗର୍ଭ ଧାରଣ କରିପାରିବେ । ମାତ୍ର ଏ ସବୁ ଠିକ ଥାଇ ମଧ୍ୟ ଗର୍ଭ ଧାରଣ ନ କରିପାରୁଥିଲେ ଆପଣଙ୍କୁ ୧୦ରୁ୧୨ ମାସ ଏହି ପ୍ରକ୍ରିୟାକୁ ଉଚିତ ରୂପେ କରିବାକୁ ହେବ । ଏହି ବିବରଣୀଟି ଯଦି ଭଲ ଲାଗେ ତେବେ ଗୋଟିଏ ଲାଇକ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *