ଏହି ୬ଟି ଭିତରୁ କୌଣସି ଗୋଟିଏ ଉପାୟ ଆପଣାଇ ଦେଖନ୍ତୁ ,ଏତେ ଟଙ୍କା ଆସିବ କି ସବୁ ସ୍ଵପ ହେବ ପୁରା

ଆଜିର ଯୁଗରେ ସବୁଠାରୁ ମହତ୍ବପୂର୍ଣ ଟଙ୍କା ପାଇବାର କାର୍ଯ୍ୟ ଅଟେ । କିଛି ଲୋକ ଏମିତି ଅଛନ୍ତି କି କିଛି ଅଜ୍ଞାନ କାରଣରୁ ତାଙ୍କୁ ଧନ ପ୍ରାପ୍ତିରେ କୌଣସି ଜିନିଷ ତାଙ୍କୁ ଅଟକାଇ ଥାଏ । ଏହି ଉପାୟ ଦ୍ଵାରା ଆପଣ ଆପଣଙ୍କ ଘରେ ଲକ୍ଷ୍ମୀଙ୍କର ସ୍ଥାୟୀ ବାସ କରାଇ ପାରିବେ ।

୧ -ଯେଉଁ ଘରେ ନିୟମିତ ରୂପରେ ଅଥବା ଶୁକ୍ରବାର ଦିନ ଲକ୍ଷ୍ମୀସୂକ୍ତ ର ପାଠ ହୋଇଥାଏ ସେଠାରେ ସ୍ଥାୟୀ ଲକ୍ଷ୍ମୀଙ୍କ ବାସ ହୋଇଥାଏ ।

୨ -ସପ୍ତାହରେ ଗୋଟେ ଥର ସମୁଦ୍ର ଲୁଣରେ ପୋଛିଲେ ଘରେ ଶାନ୍ତି ରହିଥାଏ । ଘରର ସବୁ ନକରାତ୍ମକ ଶକ୍ତି ଶେଷ ହୋଇଥାଏ ଘରେ ଝଗଡା ବି ହୋଇନଥାଏ ତଥା ଲକ୍ଷ୍ମୀଙ୍କ ବାସ ସ୍ଥାୟୀ ରହିଥାଏ ।

୩ -ପ୍ରତ୍ୟକ ଅମାବାସ୍ୟାରେ ଘରକୁ ସଫା କରନ୍ତୁ । ଅଦରକାରୀ ଜିନିଷ ବିକି ଦିଅନ୍ତୁ ତଥା ଘରର ମନ୍ଦିରରେ ପାଞ୍ଚ ଅଗରବତୀ ଲଗାନ୍ତୁ ।

୪ -ପ୍ରତ୍ୟକ ପୂର୍ଣ୍ଣିମାରେ ଘଷିକୁ ଜାଳାଇ କୌଣସି ମନ୍ତ୍ରରେ ୧୦୮ଥର ଆହୁତି କଲେ ଧାର୍ମିକ ଭାବନା ଉତ୍ପର୍ଣ ହୋଇଥାଏ ।

୫ -ଘଷି ଜାଳି ମାସରେ ଦୁଇ ଥର ଧୂଆଁକୁ ପୁରା ଘରେ ବୁଲାନ୍ତୁ ।

୬ -ଯଦି ଆପଣ ଗୁରୁବାର ଦିନ ପିପଲରେ ଜଳ ଚଢାଇ ଘିଅ ଦୀପ ଜାଳିବେ ତଥା ଶନିବାର ଦିନ ଗୁଡ ତଥା କ୍ଷୀର ମିଶ୍ରିତ ଜଳ ପିପଲକୁ ଚଢାଇ ସୋରିଷ ତେଲର ଦୀପ ଜଳାଇବେ ତାହେଲେ କେବେ ବି ଆର୍ଥିକ ରୂପେ ଚିନ୍ତା ହେବ ନାହିଁ ।

Leave a Reply

Your email address will not be published. Required fields are marked *