ଏବେ ଭ୍ରଷ୍ଟାଚାରକୁ ବନ୍ଦ କରିବା ପାଇଁ ବିହାର ସରକାର ସେଠାକାର ଲୋକଙ୍କ ପାଇଁ ଭଲ ଖବରର ଏଲାନ କରିଛନ୍ତି । ଯେଉଁଥିରେ ଲୋକ ପଇସା ବି କମାଇବେ ଏବଂ ଦେଶ ପାଇଁ କାମ ବି କରିବେ । ସରକାର ଏବେ ଭ୍ରଷ୍ଟାଚାର ଲୋକଙ୍କୁ ଲୋକଙ୍କୁ ଧରାଇବା ଲୋକକୁ ପୁରସ୍କାର ଦେବେ । ପୁରସ୍କାର ର ରାସୀ ଏକ ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ହେବ । ୨୭ ଫୀବୃୟାରୀ ଗୁରୁବାର ଦିନ ବିହାର କ୍ୟାବିନେଟର ବୈଠକ କୁଳ ୧୬ ଏଜେଡେ ଉପରେ ମୋହର ଲାଗିଲା ।
କିନ୍ତୁ ଏହି ମିଟିଙ୍ଗରେ ସବୁଠାରୁ ଖାସ ମୁଦ୍ରା ଭ୍ରଷ୍ଟାଚାର ରହିଲା । ସେ କାରଣରୁ ସରକାର ଏହି ନିସ୍ପତି ନେଲେ ।
ସରକାରୀ କାର୍ଯ୍ୟଳୟରେ ଭ୍ରଷ୍ଟାଚାରୀ ଉପରେ ରୋକ ଲଗାଇବାକୁ ନେଇ ନୀତିଶ କ୍ୟାବିନେଟ ରେ ଏହି ନିଷ୍ପତ୍ତି ନେଲେ କି ଯଦି ରାଜ୍ୟର କୌଣସି ବି ନାଗରିକ ଭ୍ରଷ୍ଟାଚାର ସରକାରୀ କର୍ମଚାରୀଙ୍କୁ ଗିରଫ କରାଇବେ ତାହେଲେ ତାଙ୍କୁ ପୁରସ୍କାର ଦିଆଯିବ ।
କେତେ ହେବ ପୁରସ୍କାର ର ରାଶି
ଭ୍ରଷ୍ଟାଚାରୀ ଅଧିକାରୀଙ୍କ ବିଷୟରେ ଖବର ଦେବା ବାଲା ନାଗରିକଙ୍କୁ ୧ହଜାର ରୁ ୫୦ହଜାର ପର୍ଯ୍ୟନ୍ତର ପୁରସ୍କାର ଦିଆଯିବ । ଯିଏ ଏହି କଥାର ସୂଚନା ଦେବ ସରକାର ତାଙ୍କ ତାହାର ସୁରକ୍ଷା ପାଇଁ ତାଙ୍କ ନାମ ଏବଂ ଠିକଣା ଗୁପ୍ତ ରଖିବେ । ବିହାର ସରକାର ଏହାପାଇଁ ପୁରସ୍କାର କୋଷ ଗଠନ କରିଛନ୍ତି । ଏହି ରାଶିରୁ ପୁରସ୍କାର ଦିଆଯିବ ।
ପଟନା ମେଟ୍ରୋରେ ନିଯୁକ୍ତି ସହିତ କେତେକ ଆହୁରି ନିଷ୍ପତ୍ତି
ଏହା ସହିତ ପଟନା ମେଟ୍ରୋ ପାଇଁ ଅତିରିକ୍ତ ୧୮୮ ପଦ ସୂଚିତ କରାଯାଇଛି । ପଦ ସୂଚିତ ଉପରେ କ୍ୟାବିନେଟର ମୋହର ଲଗାଯାଇଛି । ବିହାରର ୧୪୭ ନବସୂଜିତ ବିଦ୍ୟାଳୟ ପାଇଁ ୯୮ କରୋଡ ଟଙ୍କା ଜାରି କରାଯାଇଛି । ଏହି ରାଶିର ଆଧାରରେ ସଂରଚନା ର ନିର୍ମାଣ ହେବ । ସେଠାର ସବୁ ସ୍କୁଲରେ ଦୁଇଟି ଲେଖା ଶୌଚାଳୟ ଏବଂ ଗୋଟିଏ ଚାପାକଳ ଲଗାଯିବ । ୧୯୧କରୋଡ ଟଙ୍କାର ପ୍ରଶାସନିକ ସ୍ବୀକୃତି ମିଳିଛି ।
ମନ୍ତ୍ରୀ ମାନଙ୍କର ପିଏ- ପିଏସ ର ଭତା ହେବ ଦିଗୁଣା
ନୀତିଶ କ୍ୟାବିନେଟ ଏକ ଆହୁରି ବି ଜରୁରୀ ନିଷ୍ପତ୍ତି ନେବା ସମୟରେ ମନ୍ତ୍ରୀ ମାନଙ୍କର ପିଏ ଏବଂ ପିଏସର ଭଟା ଦିଗୁଣ ବୃଦ୍ଧି କରି ଦେଇଛନ୍ତି । ଏଥିରେ ବିହାର କ୍ୟାବିନେଟ ମୁହର ଲଗାଇ ଦେଇଛି । ଅବଏ ମନ୍ତ୍ରୀଙ୍କ ସହିତ ରହୁଥିବା ପିଏ ଏବଂ ପିଏସ ଙ୍କୁ ୩ଲକ୍ଷ୍ୟ ଟଙ୍କାର ଭତା ଦିଆଯିବ । ଏହି ଫାଇଦା ସରକାରୀ ପିଏ ଏବଂ ପିଏସ ଙ୍କୁ ମିଳିବ । ଏହା ପୂର୍ବରୁ ପିଏ ଙ୍କୁ ଦେଢ ଲକ୍ଷ୍ୟ ଟଙ୍କାର ଭତା ମିଳୁଥିଲା ,କିନ୍ତୁ ଏବେ ରାଜ୍ୟ ସରକାର ସିଧା ତାଙ୍କ ରାଶିକୁ ଦିଗୁଣ କରି ଦେଇଛନ୍ତି ।