ସରକାରୀ ଚାକିରିଆଙ୍କୁ ଆଉ ତ୍ରାହି ନାହିଁ, ସରକାରଙ୍କର ଏହି ନିଷ୍ପତ୍ତିରେ ସମସ୍ତଙ୍କର ଏହିଯିବ ଛୁଟି, ଯଦି ଭୁଲରେ ବି କରନ୍ତି ଏହି କାମ

ଏବେ ଭ୍ରଷ୍ଟାଚାରକୁ ବନ୍ଦ କରିବା ପାଇଁ ବିହାର ସରକାର ସେଠାକାର ଲୋକଙ୍କ ପାଇଁ ଭଲ ଖବରର ଏଲାନ କରିଛନ୍ତି । ଯେଉଁଥିରେ ଲୋକ ପଇସା ବି କମାଇବେ ଏବଂ ଦେଶ ପାଇଁ କାମ ବି କରିବେ । ସରକାର ଏବେ ଭ୍ରଷ୍ଟାଚାର ଲୋକଙ୍କୁ ଲୋକଙ୍କୁ ଧରାଇବା ଲୋକକୁ ପୁରସ୍କାର ଦେବେ । ପୁରସ୍କାର ର ରାସୀ ଏକ ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ହେବ । ୨୭ ଫୀବୃୟାରୀ ଗୁରୁବାର ଦିନ ବିହାର କ୍ୟାବିନେଟର ବୈଠକ କୁଳ ୧୬ ଏଜେଡେ ଉପରେ ମୋହର ଲାଗିଲା ।

କିନ୍ତୁ ଏହି ମିଟିଙ୍ଗରେ ସବୁଠାରୁ ଖାସ ମୁଦ୍ରା ଭ୍ରଷ୍ଟାଚାର ରହିଲା । ସେ କାରଣରୁ ସରକାର ଏହି ନିସ୍ପତି ନେଲେ ।

ସରକାରୀ କାର୍ଯ୍ୟଳୟରେ ଭ୍ରଷ୍ଟାଚାରୀ ଉପରେ ରୋକ ଲଗାଇବାକୁ ନେଇ ନୀତିଶ କ୍ୟାବିନେଟ ରେ ଏହି ନିଷ୍ପତ୍ତି ନେଲେ କି ଯଦି ରାଜ୍ୟର କୌଣସି ବି ନାଗରିକ ଭ୍ରଷ୍ଟାଚାର ସରକାରୀ କର୍ମଚାରୀଙ୍କୁ ଗିରଫ କରାଇବେ ତାହେଲେ ତାଙ୍କୁ ପୁରସ୍କାର ଦିଆଯିବ ।

କେତେ ହେବ ପୁରସ୍କାର ର ରାଶି

ଭ୍ରଷ୍ଟାଚାରୀ ଅଧିକାରୀଙ୍କ ବିଷୟରେ ଖବର ଦେବା ବାଲା ନାଗରିକଙ୍କୁ ୧ହଜାର ରୁ ୫୦ହଜାର ପର୍ଯ୍ୟନ୍ତର ପୁରସ୍କାର ଦିଆଯିବ । ଯିଏ ଏହି କଥାର ସୂଚନା ଦେବ ସରକାର ତାଙ୍କ ତାହାର ସୁରକ୍ଷା ପାଇଁ ତାଙ୍କ ନାମ ଏବଂ ଠିକଣା ଗୁପ୍ତ ରଖିବେ । ବିହାର ସରକାର ଏହାପାଇଁ ପୁରସ୍କାର କୋଷ ଗଠନ କରିଛନ୍ତି । ଏହି ରାଶିରୁ ପୁରସ୍କାର ଦିଆଯିବ ।

ପଟନା ମେଟ୍ରୋରେ ନିଯୁକ୍ତି ସହିତ କେତେକ ଆହୁରି ନିଷ୍ପତ୍ତି

ଏହା ସହିତ ପଟନା ମେଟ୍ରୋ ପାଇଁ ଅତିରିକ୍ତ ୧୮୮ ପଦ ସୂଚିତ କରାଯାଇଛି । ପଦ ସୂଚିତ ଉପରେ କ୍ୟାବିନେଟର ମୋହର ଲଗାଯାଇଛି । ବିହାରର ୧୪୭ ନବସୂଜିତ ବିଦ୍ୟାଳୟ ପାଇଁ ୯୮ କରୋଡ ଟଙ୍କା ଜାରି କରାଯାଇଛି । ଏହି ରାଶିର ଆଧାରରେ ସଂରଚନା ର ନିର୍ମାଣ ହେବ । ସେଠାର ସବୁ ସ୍କୁଲରେ ଦୁଇଟି ଲେଖା ଶୌଚାଳୟ ଏବଂ ଗୋଟିଏ ଚାପାକଳ ଲଗାଯିବ । ୧୯୧କରୋଡ ଟଙ୍କାର ପ୍ରଶାସନିକ ସ୍ବୀକୃତି ମିଳିଛି ।

ମନ୍ତ୍ରୀ ମାନଙ୍କର ପିଏ- ପିଏସ ର ଭତା ହେବ ଦିଗୁଣା

ନୀତିଶ କ୍ୟାବିନେଟ ଏକ ଆହୁରି ବି ଜରୁରୀ ନିଷ୍ପତ୍ତି ନେବା ସମୟରେ ମନ୍ତ୍ରୀ ମାନଙ୍କର ପିଏ ଏବଂ ପିଏସର ଭଟା ଦିଗୁଣ ବୃଦ୍ଧି କରି ଦେଇଛନ୍ତି । ଏଥିରେ ବିହାର କ୍ୟାବିନେଟ ମୁହର ଲଗାଇ ଦେଇଛି । ଅବଏ ମନ୍ତ୍ରୀଙ୍କ ସହିତ ରହୁଥିବା ପିଏ ଏବଂ ପିଏସ ଙ୍କୁ ୩ଲକ୍ଷ୍ୟ ଟଙ୍କାର ଭତା ଦିଆଯିବ । ଏହି ଫାଇଦା ସରକାରୀ ପିଏ ଏବଂ ପିଏସ ଙ୍କୁ ମିଳିବ । ଏହା ପୂର୍ବରୁ ପିଏ ଙ୍କୁ ଦେଢ ଲକ୍ଷ୍ୟ ଟଙ୍କାର ଭତା ମିଳୁଥିଲା ,କିନ୍ତୁ ଏବେ ରାଜ୍ୟ ସରକାର ସିଧା ତାଙ୍କ ରାଶିକୁ ଦିଗୁଣ କରି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *