ଏହି 2 ଟି ଜିନିଷକୁ ପାଣିରେ ମିଶାନ୍ତୁ 99% ଆଣ୍ଠୁ ଯନ୍ତ୍ରଣା ଗଣ୍ଠି ଯନ୍ତ୍ରଣା ବିଲକୁଲ ହେବ ଠିକ- knee pain treatment

ଆଜିକାଲି ସାଧାରଣତ ଅଣ୍ଟା ଯନ୍ତ୍ରଣା, କାନ୍ଧ ଯନ୍ତ୍ରଣା, ଗୋଡ ବା ହାତରେ ଯନ୍ତ୍ରଣା ହେବା ସମସ୍ଯା ଦେଖା ଯାଉଛି । ଏଥିପାଇଁ ଅନେକ ଲୋକ ମାନେ ବିଭିନ୍ନ ପ୍ରକାର ଔଷଧର ସେବନ କରିଥାନ୍ତି । କିନ୍ତୁ ଏଥିରେ କିଛି ସୁଫଳ ମିଳେ ନାହି । ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ସମସ୍ୟାର କାରଣ ଓ ନିବାରଣ କଣ ସେହି ବିଷୟରେ କହିବାକୁ ଯାଉଛୁ । ଯେଉଁ ବ୍ଯକ୍ତିର ଜଏଣ୍ଟ ପେନ ଭଳି ସମସ୍ଯା ହେଉଛି ସେମାନଙ୍କର ଅନେକ ସମସ୍ଯା ହୋଇଥାଏ । ଏଭଳି ହେଲେ ଆପଣଙ୍କର ହାତ ବା ଗୋଡ ଫୁଲିଯାଏ । ବୟସ ବଢିଲେ ଶରୀରରେ ଲ୍ୟାଲସିୟମ ଅଭାବରୁ ଆମ ହାଡ କମଜୋର ହୋଇଥାଏ ।

ଏହା ଦ୍ଵାରା ଆମର ଜଏଣ୍ଟ ପେନ ସମସ୍ଯା ଦେଖା ଯାଇଥାଏ । ଏହି ସମସ୍ଯା ଥରେ ଆରମ୍ଭ ହୋଇଗଲେ ସାରା ଜୀବନ ଲାଗି ରହିଥାଏ । ଯଦି କବଜ ସମସ୍ଯା ବା ଖାଦ୍ୟ ହଜମ ନ ହୁଏ ତେବେ ଏହି ଭଳି ସମସ୍ଯା ହୋଇଥାଏ । ଯଦି ଆମେ ଏହାର ସଠିକ ସମୟରେ ଚିକିତ୍ସା ନ କରିବା ତେବେ ଏହା ଫଳରେ ଅନେକ ରୋଗ ସୃଷ୍ଟି ହୋଇଥାଏ । ଏହି ସମସ୍ୟାର ନିବାରଣ ପାଇଁ ରାତିରେ ଶୋଇବା ସମୟରେ ସୋରିଷ ତେଲରେ ରସୁଣ ପକାଇ ଗରମ କରି ମାଲିସ କରନ୍ତୁ । ଏହା ଛଡା ନ୍ୟୁଟ୍ରସନ ଭରା ଖାଦ୍ୟର ସେବନ କରନ୍ତୁ ।

ପ୍ରତି ଦିନ ବ୍ୟାୟାମ ବା ଯୋଗ କରନ୍ତୁ । କଞ୍ଚା ଫଳ, ସାଲାଟ ଆଦି ନିଜ ଡାଏଟରେ ସାମିଲ କରନ୍ତୁ । ଏହା ଛଡା ସକାଳେ ନଡିଆ ପାଣିର ସେବନ କାରନ୍ତୁ । ଏହି ସମସ୍ୟାର ନିବାରଣ ପାଇଁ ଏକ ଘରୋଇ ଉପଚାର ହେଉଛି ଆଲୋଭେରା ଜେଲ, ଏକ ଚାମଚ ହଳଦୀ, ରସୁଣ ର ଆବଶ୍ୟକତା ରହିଛି । ଏହି ୩ଟି ଜିନିଷ କୁ ଭଲ ଭାବେ ପେଷ୍ଟ କରନ୍ତୁ । ଏହା ପରେ କ୍ୟାଷ୍ଟର ଅଏଲ ଯନ୍ତ୍ରଣା ହେବା ସ୍ଥାନରେ ମାଲିସ କରନ୍ତୁ । ଏହା ପରେ ଆପଣ ଯେଉଁ ପେଷ୍ଟ ପ୍ରସ୍ତୁତ କରିଛନ୍ତି ତାହା ଯେଉଁ ଜାଗାରେ ଯନ୍ତ୍ରଣା ହେଉଥିବ ସେଠାରେ ଲଗାନ୍ତୁ ।

ଏହି ଉପଚାର କରିବା ସମୟରେ ଆପଣ ଖରାରେ ବସି କରନ୍ତୁ । ଏହାକୁ ଆପଣ ଗୋଟେ ମାସ ଯାଏଁ କରିବା ଉଚିତ । ଅନ୍ୟ ଏକ ଉପଚାର ପାଇଁ ଯେଉଁ ସାମଗ୍ରୀର ଆବଶ୍ୟକତା ରହିଛି ଏକ ଚାମଚ ସୁଣ୍ଠି ପାଉଡର ସହ ଏକ ଚାମଚ ହଳଦୀ ମିଶାଇ ସେବନ କାରନ୍ତୁ । ଏହି ଉପଚାର ଆପଣ ୪୫ ଦିନ ଯାଏଁ ସେବନ କରନ୍ତୁ । ଏହି ଦୁଇଟି ଉପାୟ କରିବା ଦ୍ଵାରା ଆପଣଙ୍କର ଯେତେ ପୁରୁଣା ଜଏଣ୍ଟ ପେନ ହେଇଥାଉ ସେଥିରୁ ମୁକ୍ତି ମିଳିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *