ଆଚାର୍ଯ୍ୟ ଚାଣକ୍ୟ ଜୀବନକୁ ନେଇ ବହୁତ ନୀତି ଓ ଅମୂଲ୍ୟ ବିଚାର ଦେଇଛନ୍ତି । ଏହି ଅମୂଲ୍ୟ ବିଚାର ଓ ନୀତିରେ ଜିଏବି ଚାଲିଥାଏ ତାକୁ ଜୀବନରେ କେମିତି ବିପଦର ସାମ୍ନା କରିବାକୁ ପଡିବ ତାର ଠିକ ଦିଗ ମିଳିଥାଏ । ଏହି କଷ୍ଟ ସମୟରେ କେମିତି ମଜଭୁତ ହୋଇ ସାମ୍ନା କରିବାକୁ ପଡିବ ଶିକ୍ଷା ମିଳିଥାଏ ।
ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ବିଚାରର ଆଜି ଆମେ ଗୋଟେ ବିଚାରର ବିଶ୍ଳେଷଣ କରିବା । ଆଜିର ଏହି ବିଚାର’ କଞ୍ଚା ପାତ୍ର କଛା ପାତ୍ର ସହିତ ଧକା ହୋଇ ଭାଙ୍ଗି ଯାଇଥାଏ, ଏହା ଉପରେ ଆଧାରିତ ଅଟେ ।
ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି କଥାର ମାନେ ଏହାକି କଞ୍ଚା ପାତ୍ର କଞ୍ଚା ପାତ୍ର ଧକା ଖାଇ ଭାଙ୍ଗି ଯାଇଥାଏ । ଏହାର ମାନେ ଏହାକି ଯେବେ ଦୁଇଟି କମଜୋର ବ୍ୟକ୍ତି ଲଢିଥାନ୍ତିତ ଦୁଇଜଣଙ୍କର ଭାଙ୍ଗିବା ନିଶ୍ଚିତ ହୋଇଥାଏ । ଏହା ଏମିତି ହୋଇଥାଏ କାରଣ ଖାଲି ଦୁଇ ବ୍ୟକ୍ତି ଶାରୀରିକ ଭାବେ ଲଢନ୍ତି ନାହିଁ । ମାନସିକ ସହିତ ବିଚାର ସହିତବି ଦୁଇଜଣ ଦୁଜନଙ୍କ ସହିତ ଲଢି ଥାନ୍ତି । ଏମିତିରେ ଯଦି ଦୁଇଜଣ ମାନସିକ ରୂପରେ କମଜୋର ହୋଇଥାନ୍ତିତ ଦୁଇଜଣଙ୍କର ହାରିବା ନିଶ୍ଚିତ ଅଟେ ।
ବହୁତବାର ଏମିତି ହୋଇଥାଏକି ଦୁଇଜଣ କମଜୋର ବ୍ୟକ୍ତି ଦୁଜାନ ଦୁଇଜଣଙ୍କର ସାହାରା ହୋଇଯାଇଥାନ୍ତି । ଦୁଇଜଣକୁ ଲାଗିଥାଏକି ସମୟ ଆସିଲେ ଦୁଇ ଜଣ ଦୁଇଜଣଙ୍କର ସାହାରା ବନିବାର ଚେଷ୍ଟାରେ ବହୁତ ମଉକାରେ ଦୁଇଜଣ ଦୁଇଜଣକୁ ଡୁବାଇ ଦେଇଥାନ୍ତି ।ଉଦାହରଣ ସ୍ୱରୂପ ଯଦି କେହି ବ୍ୟକ୍ତି କିଛି ନିଷ୍ପତିକୁ ନେବାରେ ଅସମର୍ଥ ହୋଇଥାଏ । ଯଦି ଏହି ପରିସ୍ତିତିରେ ସେହି ବ୍ୟକ୍ତିର ପରାମର୍ଶ ନେବାକୁ ଗଲା ଯିଏ ନିଜେ ଫଇସଲା ନେବାକୁ ଦୁର୍ବଳ ଅଟେ ।
ଏଥିରେ ଦୁଇଜଣ ନେଇଥିବା ନିସ୍ପତି କମଜୋର ହୋଇପାରେ । ଏମିତି ବୁଦ୍ଧି ନଥିବା ଲୋକ ନିଜେ କୌଣସି କାର୍ଯ୍ୟ କରିପାରିବା ନା ଆଉ କାହାକୁ ସାହାର୍ଯ୍ୟ କରିପାରିବ । ଏମିତିରେ ସେହି ଲୋକ ନିଜେ ବିପଦରେ ପଡିବା ସହିତ ଅନ୍ୟଲୋକକୁ ମଧ୍ୟ ବିପଦରେ ପକାଇଥାଏ । ତା କଥାକୁ ଭରସା କରି କିଛି ଫଇସଲା ନେବା କଥା ନୁହେଁ । ଯାହାର ନିଜ ଉପରେ ଭରସା ନାହିଁ ସେ ଆଉ କାହାକୁ କିପରି ସାହାର୍ଯ୍ୟ କରିପାରିବ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଗୋଟେ କଞ୍ଚା ପାତ୍ର ଆଉ ଗୋଟେ କଞ୍ଚା ପାତ୍ର ସହିତ ଧକା ଖାଇ ଭାଙ୍ଗି ଥାଏ ।