ମଦ ଛଡାଇବାର ରାମବାଣ ଉପାୟ! ଏହି ଗଛର ପତ୍ର ଥରେ ଖୋଇ ଦିୟନ୍ତୁ, ସେହି ଲୋକ ଜୀବନ କେବେ ଆଉ ମଦ ପିଇବ ନାହିଁ

ମଦ ପିଇବା ଅଭ୍ୟାସ ଏତେ ଖପର ହେଇଯାଇପାରେ ଯେ ଏହା ପୁରା ପରିବାର ର ବାପା ମା ଭାଇ ଭଉଣୀ ଓ ଏପରି କି ନିଜ ସ୍ତ୍ରୀ ପିଲା ଛୁଆ ଙ୍କ ଉପରେ ଏହାର ପ୍ରଭାବ ପଡିଥାଏ ।  ଅନେକ ଲୋକ ଏହି ମଦ ପାଇଁ ସମ୍ପୂର୍ଣ ଫସି ସାରିଲେଣି । ଏଥିରେ ତାଙ୍କ ନିଜର ଜୀବନ ହିଁ ଖରାପ ହେଇଥାଏ । ଏହା ବ୍ୟତୀତ ନିଜ ପରିବାର ଲୋକଙ୍କୁ ମଧ୍ୟ ସେ ଅନେକ ଦୁଃଖ ଦେଇଥାନ୍ତି । ଅଧିକାଂଶ ଲୋକ କୌଣସି ବିନା ଉପଚାର ରେ ଏହି ମଦର ଅଭ୍ୟାସ କୁ ଛାଡିପାରନ୍ତି ନାହିଁ  ।

ପାଇଁ ପରିବାର ର ସମର୍ଥନ ,ପ୍ରୋତ୍ସାହନ ,ଆଉ ବିଶେଜ୍ଞନ ମାନକ ସାହାଯ୍ୟ ରେ ଏହି ସମସ୍ୟା ର ସମାଧାନ କରିବା ଜରୁରୀ ଅଟେ ।

ବନ୍ଧୁଗଣ ଏହି ମଦ ପିଇବା ଖରାପ ଅଭ୍ୟାସ ରୁ ବଂଚିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଅଶିଛୁ କିଛି ଘରୋଇ ଉପାୟ ଯାହା ଆମେ ଆପଣଙ୍କୁ କହିବୁ । ତେବେ ଆମେ ଜାଣିଛେ ଯେ କଲରା ପତ୍ର ଆମ ଶରୀର ର ବିଷାକ୍ତ ପଦାର୍ଥ କୁ ବାହାର କରିଦିଏ । କିନ୍ତୁ ଆପଣ ଜାଣନ୍ତି କି ଏହି କଲରା ପତ୍ର ଦ୍ୱାରା ଆପଣଙ୍କ ମଦ ପିଇବା ଅଭ୍ୟାସ ମଧ୍ୟ ଛଡେଇ ପାରିବେ । ଏହାକୁ ବ୍ୟବହାର କରିବା ପାଇଁ କଅଁଳ କଲରା ପତ୍ର କୁ ଆଣି ଛୋଟ ଛୋଟ କାଟିକି ଏହାର ରସ ବାହାର କରନ୍ତୁ ଓ ଏହାର ଦୁଇ ଚାମଚ ମହୁ ସହ ମିଶେଇ ପିଅନ୍ତୁ ।

ଏହା ବ୍ୟତୀତ ଯଦି ମଦ ଅଭ୍ୟାସ ଛାଡିବା ପାଇଁ ଚାହୁଁଛନ୍ତି ତେବେ ଖଜୁରୀ ବହୁତ ଅଧିକ ସହାୟତା ହେଇଥାଏ । ଖଜୁରୀ କୁ ପାଣିରେ ମିଶେଇ ତାକୁ ମିଶେଇ ଦିୟନ୍ତୁ ଓ ଦିନକୁ ଦୁଇ ରୁ ତିନି ଥର ଏହାକୁ ପିୟନ୍ତୁ । ଏହା ଫଳରେ ମଦ ଛାଡିବାର ଅଭ୍ୟାସ ଖୁବ ଶୀଘ୍ର ଯାଇଥାଏ ।

ଯଦି କୌଣସି ବ୍ୟକ୍ତି ମଦ ଛାଡିବା ପାଇଁ ଚାହୁଁଛନ୍ତି ତେବେ ସେହି ବ୍ୟକ୍ତି ଯେବେ ମଦ ପିଇବା ପାଇଁ ଇଚ୍ଛା କରୁଛନ୍ତି ତେବେ ସେହ ସମୟରେ କିସମିସ ର ଗୋଟିଏ କିମ୍ୱା ୨ଟି ଦାନ ମୁହଁରେ ରଖି ତାକୁ ଚୋବନ୍ତୁ ଓ ଏହା ବ୍ୟତୀତ କିସମିସ ର ସର୍ବତ ମଧ୍ୟ ପାନ କରି ପାରିବେ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *