ଏହି ଗୋଟେ ଆପଣାଇବେ ତ ନିସ୍ତାନକୁ ମଧ୍ୟ ସନ୍ତାନ ପ୍ରାପ୍ତ ହେବ- Pregnancy Tips

ଦାମ୍ପତ୍ୟ ଜୀବନ ସମସ୍ତେ ଭୋଗ କରନ୍ତି ଆଉ ଏହା ପରେ ସମସ୍ତଙ୍କ ମନରେ ସନ୍ତାନ ପାଇବାର ଇଛା ହୋଇଥାଏ, ତେବେ ଜୀବନରେ ଯେତେ ଦୁଃଖ ଆସୁ ବା ସୁଖ ସନ୍ତାନ ବିନା କିଛି ମୂଲ୍ୟ ରହି ନଥାଏ ତେବେ । ଦମ୍ପତି ନିଜ ସନ୍ତାନ ପାଇଁ ପ୍ରାକୃତିକ ଭାବରେ ପ୍ରୟାସ କରନ୍ତି ଆଉ ବେଳେ ବେଳେ ଏମିତି ମଧ୍ୟ ହୋଇଥାଏ ଯେ

ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ଗର୍ଭ ଧାରଣ ହୋଇ ନଥାଏ ତେବେ ଏହି ଭଳି ପରିସ୍ଥିତିରେ ମହିଳାଙ୍କୁ କିଛି ବିଶେଷ କଥା ଉପରେ ଧ୍ୟାନ ରଖିବା ଉଚିତ ହୋଇଥାଏ ଆଉ ନିଜ ସ୍ଵାମୀ ଉପରେ ମଧ୍ୟ ଧ୍ୟାନ ଦବା ଆବଶ୍ୟକ ହୋଇଥାଏ । ସନ୍ତାନ ଗର୍ଭରେ ରହିବା ପାଇଁ ମହିଳାଙ୍କ ଗର୍ଭାଶୟରେ ଅଣ୍ଡା ରହିବା ଆବଶ୍ୟକ ହୋଇଥାଏ କିନ୍ତୁ କିଛି ମହିଳାଙ୍କ ଅଭାରି ବନ୍ଦ ହୋଇଥାଏ ଯାହା ଦ୍ଵାରା ଅଣ୍ଡା ଗର୍ଭକୁ ପହଞ୍ଚି ପାରି ନଥାଏ । ତେବେ ଏହି ଭଳି ସ୍ଥିତିରେ କଣ କରିବା ଆବଶ୍ୟକ ଆସନ୍ତୁ ଜାଣିବା ।

ଡକ୍ଟର ମାନଙ୍କ କହିବା ଅନୁଯାଇ ମହିଳାଙ୍କ ଗର୍ଭରେ ନିଶ୍ଚିତ ସଂଖ୍ଯାରେ ଅଣ୍ଡା ରହିଥାଏ ଯାହା ପ୍ରତି ମାସରେ ମାସିକ ଧର୍ମ ଦ୍ଵାରା ଆମ ଶରୀରରୁ ବାହାରି ଯାଇଥାଏ ଆଉ ଅଣ୍ଡା ସଂଖ୍ୟା କମି ଯାଇଥାଏ ତେବେ ବହୁତ ବୟସ ହେଲା ପରେ ୩୫ ଉପରେ ବୟସ ହେଲେ ମହିଳାଙ୍କ ଗର୍ଭରେ ବହୁତ କମ ଅଣ୍ଡା ରହି ଯାଇଥାଏ ଆଉ ଏହି ସମୟରେ କନସିଭ କରିବା ବହୁତ କଠିନ ହୋଇଥାଏ । ଏହା ଛଡା ଯଦି ସ୍ଵାମୀ ବୟସ ୪୦ ଉପରକୁ ଯାଉଛି ତେବେ ତାଙ୍କ ସ୍ପର୍ମ କ୍ଵାଲିଟି ଭଲ ରହିବ ନାହିଁ ଏହି ଭଳି ସ୍ପର୍ମ ବହୁତ କମ ଏକଟିବ ହୋଇଥାନ୍ତି ଆଉ ଅଣ୍ଡାକୁ ଫର୍ଟିଲାଇଜ କରିବାରେ ଅସମର୍ଥ ହୋଇଥାନ୍ତି ।

ତେବେ ଏହା ଛଡା ଯେଉଁ ମହିଳାଙ୍କ ଖାଇବା ପିବା ଭଲ ରହୁ ନାହିଁ ନା ଯେଉଁ ମହିଳା ମାନେ ମଦ, ଧୂମ୍ରପାନ ଭଳି ଖରାପ ଅଭ୍ଯାସ ରଖନ୍ତି ତାଙ୍କ ଶରୀରରେ ହର୍ମୋନ ଚେଞ୍ଜ ବହୁତ ଅଧିକ ମାତ୍ରାରେ ରେ ବଢି ଯାଇଥାଏ ଯାହା ବହୁତ ଖରାପ ହୋଇଥାଏ ଏହା ଛଡା ମହିଳାଙ୍କ ଶରୀରରେ ଏଷ୍ଟ୍ରୋଜେନ ମାତ୍ରା ବଢି ଗଲେ ଗର୍ଭ ଧାରଣ କରିବା ଅସମ୍ଭବ ହୋଇଥାଏ ସେଥିପାଇଁ ଅଧିକ ସେଣ୍ଟ ଆଉ ଏଷ୍ଟ୍ରୋଜେନ ବଢାଇବା ଜିନିଷ ଠାରୁ ଦୂରେଇ ରହିବା ଉଚିତ ହୋଇଥାଏ ।

ତେବେ ଏହି ପରିସ୍ଥିତିରେ ଆପଣଙ୍କୁ ନିଜ ଖାଦ୍ୟ ଉପରେ ଧ୍ୟାନ ରଖିବା ଉଚିତ ନିଜ ସ୍ବାମୀଙ୍କ ଖାଇବା ପିବା ଉପରେ ଧ୍ୟାନ ରଖନ୍ତୁ ମଦ୍ୟପାନ ବା ଧୂମ୍ରପାନ ଭଳି ଖରାପ ଜିନିଷ ଭୁଲରେ ବି ଦୁହେଁ ଛୁଇଁବେ ନାହିଁ ଏହା ଦ୍ଵାରା ସ୍ପର୍ମ କାଉଣ୍ଟ କମ ହୋଇଥାଏ । ଯଦି ଆପଣ ପ୍ରାକୃତିକ ଭାବରେ ବହୁତ ଥର ଚେଷ୍ଟା କରି ସାଇଲେଣି କିଛି ହଉନି ତେବେ ଆପଣଙ୍କୁ ଆଇଭିଏଫ କରେଇବା ଆବଶ୍ୟକ ଏହା ଅନୁଯାଇ ମହିଳାଙ୍କ ଅଣ୍ଡା ଆଉ ପୁରୁଷଙ୍କ ସ୍ପର୍ମ ନେଇ ମେସିନରେ ଫର୍ଟିଲିଟି କରା ଯାଇଥାଏ ଆଉ ଯାଇଗୋତ

ଫରମେସନ ହେଲା ପରେ ଏହାକୁ ମହିଳାଙ୍କ ଗର୍ଭାଶୟରେ ପ୍ଳାଣ୍ଟ କରା ଯାଇଥାଏ । ତେବେ ଏହା ଭଲ ସ୍ଥାନରେ କରାଇବା ବହୁତ ଆବଶ୍ୟକ ହୋଇଥାଏ ନଚେତ ଅସୁବିଧା ହୋଇପାରେ ତେବେ ଆଇଭିଏଫ ପାଇଁ କ୍ରିଷ୍ଟା ଆଇଭିଏଫ ସେଣ୍ଟର ବହୁତ ଭଲ ଅଟେ ଏହା ଭାରତର ନଂ ଆଇଭିଏଫ ସେଣ୍ଟର ଅଟେ ଆପଣ ଏଠି ଯାଇ ସବୁ କଥା ବୁଝି ପାରିବେ ।

Leave a Reply

Your email address will not be published. Required fields are marked *