Navya ସିରିୟଲରୁ ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ସୌମ୍ୟା ନିଜ Boyfriendକୁ ନୁହେଁ Parentsଙ୍କ ପସନ୍ଦରେ କରିଛନ୍ତି ବିବାହ

ଟିଭି ଇଣ୍ଡସଷ୍ଟ୍ରି କେତେକ ଅଭିନେତ୍ରୀ ସାଦଗି ଭରା ଅନ୍ଦାଜରେ ଦେଖିବାକୁ ମିଳିଥାନ୍ତି । ଯଦି ସେହି ଅଭିନେତ୍ରୀଙ୍କ ଭିତରୁ କୌଣସି ଅଭିନେତ୍ରୀଙ୍କ କଥା ଆଲୋଚନା କରିବା ସେ ହେଉଛନ୍ତି ସୌମ୍ୟା ସେଠ ।  ରିଅଲ ଲାଇଫ ସେ ବହୁତ ମାସୁମ ଅଟନ୍ତି ଦେଖିବା ପାଇଁ, ତାଙ୍କର ମାସୁମ ଚେହେରା ପାଇଁ ସେ ଦର୍ଶକଙ୍କ ହୃଦୟ ଜିତ୍ତି ପାରିଛନ୍ତି । ରିଅଲ ଲାଇଫରେ ସେ ଜଣେ ବ୍ୟକ୍ତିଙ୍କୁ ଏତେ ଭଲ ପାଉଥିଲେକି ତାଙ୍କର ସାଦଗୀ ଭରା ଅନ୍ଦାଜ ସାମ୍ନାରେ ତାଙ୍କ ପ୍ରେମ ଜୀବନ ତାଙ୍କର ପରିଚୟ ବନିଥିଲା ।

ନିଜ ପ୍ରେମ ପାଇଁ କିଛିବି କରିବାକୁ ପ୍ରସ୍ତୁତ ଥିଲେ । ଯେବେ କଥା ଉଠିଥିଲା ବିବାହର ସେ ତାଙ୍କ ପସନ୍ଦର ନୁହେଁ ତାଙ୍କ ପ୍ୟାରେଣ୍ଟଙ୍କର ପସନ୍ଦକୁ ଗୁରୁତ୍ଵ ପୂର୍ଣ ଦେଇଥିଲେ । ପରିବାର ଲୋକଙ୍କ ଦ୍ଵାରା ପସନ୍ଦ କରାଯାଇଥିବା ପିଲକୁ ସେ ଜୀବନସାଥି କରିଥିଲେ ।

ଏମିତି କେଉଁ କାରଣ ରହିଥିବ ସୌମ୍ୟା ସେଠ ନିଜର ମାତା ପିତାଙ୍କ ପସନ୍ଦ ଆଗରେ ନିଜ ପ୍ରେମକୁ ଭୁଲିବାକୁ ପଡିଥିଲା । କିଏ ଥିଲେ ସେହି ବ୍ୟକ୍ତି ଜଣକ ଯିଏ ସୌମ୍ୟା ସେଠଙ୍କ ହୃଦୟରେ ନିଜର ଜାଗା ବନାଇ ଥିଲେ । ହୃଦୟରୁ ସୁନ୍ଦର ଚକ୍ରବର୍ତୀ ଅଶୋକ ସମ୍ରାଟ ଓ ନବ୍ୟା ଭଳି ଲୋକ ପ୍ରିୟ ସିରିୟଲ ନିଜର ଜବରଦସ୍ତ ଅନ୍ଦାଜ ଦ୍ଵାରା ଦର୍ଶକଙ୍କ ହୃଦୟ ଜିତିଥିବା ବହୁତ ପ୍ରଶଂସା ପାଇଥିବା ଅଭିନେତ୍ରୀ ସୌମ୍ୟା ସେଠ ନିଜର ଲବ ଲାଇଫକୁ ନେଇ ବହୁତ ଚର୍ଚିତ ଥିଲେ ।

କିନ୍ତୁ ସେ ତାଙ୍କ ପରିବାରରରେ ପସନ୍ଦ କରିଥିବା ପିଲକୁ ହିଁ ବିବାହ କରିଥଲେ । ସୌମ୍ୟା ସେଠ ଯେଉଁ ବ୍ୟକ୍ତିକୁ ନିଜର ହୃଦୟ ଦେଇଥିଲେ ସେ ଆଉ କିଏ ନୁହନ୍ତି ସେ ହେଉଛନ୍ତି ନବ୍ୟା ସିରିୟଲରେ ତାଙ୍କ ସହିତ ଲିଡ ରୋଲ କରିଥିବା ସୁନ୍ଦର ଅଭିନେତା ସାହିର ସେଖ ଅଟନ୍ତି । ଯିଏ ନବ୍ୟା ସିରିୟଲରେ ସେ ତାଙ୍କ ଜୀବନସାଥି ଭାବେ ଏହି ସିରିୟଲରେ ଅଭିନୟ କରିଥିଲେ । ଦୁଇଜଣ ସାଥି ହୋଇ କାମ କରିବା ସମୟରେ ଦୁଇଜଣ ଦୁଇଜଣଙ୍କୁ ଡେଟ କରୁଥିଲେ ଖାଲି ସେତିକି ନୁହେଁ ଦୁଇଜଣ ବିବାହ କରିବାର କଥା ମଧ୍ୟ ଶୁଣାଯାଉଥିଲା ।

କୁହାଯାଉଥିଲାକି ଦୁଇଜଣ ବହୁତ ଶୀଘ୍ର ବୁବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଯେବେ ସାହିର ସେଖକୁ ଏହି ସମ୍ପର୍କ ବିଷୟରେ ପଚରା ଯାଇଥିଲା ସେ ଏଇ ସଂପର୍କକୁ ବହୁତ ଭଲ ସାଙ୍ଗର ନାମ ଦେଇଥିଲେ । ଏହା ପରେ ଦୁଇଜଣଙ୍କର ସମ୍ପର୍କର ଖବର ପୁରା ପୁରୀ ଶେଷ ହୋଇଯାଇଥିଲା । କିନ୍ତୁ ଖବର ଶେଷ ହେବାର କିଛି ସମୟ ପରେ ସୌମ୍ୟ ତାଙ୍କ ଘର ପସନ୍ଦର ପୁଅ ଆରନ କପୂର ସହିତ ବିବାହ କରିଥିଲେ ।

ସେ ପେଷାରେ ଜେନ ହଲିଉଡ ଫିଲ୍ମ ଆଟିଷ୍ଟି ଅଟନ୍ତି । ଦୁଇ ଜଣଙ୍କର ଫ୍ୟାମିଲିର ବହୁତ ଭଲ ସମ୍ପର୍କ ପୂର୍ବରୁ ଥିଲା । ସେଥି ପାଇଁ ଏହି ସଂପର୍କକୁ ବିବାହରେ ବଦଳାଇବା ପାଇଁ ନିଷ୍ପତି ନେଇଥିଲେ । ସୌମ୍ୟ ମଧ୍ୟ ଏହି ବିବାହ ପାଇଁ ହଁ ମଧ୍ୟ କରିଥିଲେ ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *