ଏହି ଗୋଟେ ଜିନିଷ ବ୍ୟବହାର କରି ଗଞ୍ଜାପଣରୁ ପାଆନ୍ତୁ ମୁକ୍ତି କେବଳ ୭ ଦିନରେ, ଏହାକୁ ପ୍ରୟୋଗ କରିବାର ସଠିକ୍ ତରିକା ଜାଣିନିଅନ୍ତୁ

ମେଥି ବାଳ ପାଇଁ କେଉଁ ବରଦାନରୁ କମ୍ ନୁହେଁ । ଏହାର ସଠିକ୍ ବ୍ୟବହାର ଧଳା ବାଳକୁ ନେଇକରି ଗଞ୍ଜାପଣ ଅସୁବିଧାରୁ ଦୂର କରିବା ପାଇଁ ହୋଇଥାଏ ।  ଭାରତୀୟ ରୋଷେଇରେ ମେଥିକୁ ଖାଇବାର ସ୍ୱାଦ ବଢାଇବା ପାଇଁ କରାଯାଇଥାଏ । ସେମିତି ଏଥିରେ ଔଷଧୀୟ ଗୁଣରେ ଭରପୁର ଥିବା ଯୋଗୁଁ ମେଥି ରୋଗରୁ ଦୂର କରିବାରେ ସାହାଯ୍ୟ କରେ । ଏସିଡ୍ , ପ୍ରୋଟିନ୍ ଓ ଔଷଧୀୟ ଗୁଣରେ ଭରପୁର ମେଥି ବାଳକୁ ପୋଷଣ ଦେଇଥାଏ । ଯାହାଦ୍ୱାରା ବାଳ ଗୁଡିକ ସୁସ୍ଥ୍ୟ ଓ ମଜବୁତ ରଖିଥାଏ,  ତା ସହ ମେଥି ହେୟାର ମାକ୍ସ ଭାବେ ଲଗାଇଲେ ହେୟାର୍ ଫଲ୍, ଧଳା ବାଳ  ଓ ରୁପୀ ପରି ସମସ୍ୟାରୁ ମୁକ୍ତି ଦେଇଥାଏ ।

ମହିଳା ଓ ପୁରୁଷଙ୍କ ମଧ୍ୟରେ ହେଉଥିବା ଗଞ୍ଜାପଣ ବୟସ ବୃଦ୍ଧି ସକାଶେ ହୋଇପାରେ । ଏହା ପାଈଁ ସପ୍ତାହରେ ୭ ଥର ମେଥିର ଚୁର୍ଣ୍ଣ ଲଗାନ୍ତୁ । ଏହା ଦ୍ୱାରା ୭ ଦିନରେ ଫରକ ଦେଖିବାକୁ ପାଇବେ । ରୁପି ହେଉଥିଲେ । ୧ କପ୍ ମେଥୀକୁ ରାତିରେ ବତୁରାଇ ରଖନ୍ତୁ । ତାପରେ ସକାଳୁ ପେଷି କରି ଏହାକୁ କିଛି ଚାମଚ ଲେମ୍ବୁ ଓ କିଛି ଚାମଚ ଦହି ନିଅନ୍ତୁ । ଏହାର ମାକ୍ସ କରି ବାଳରେ ୩୦ ମିନିଟ୍ ପାଇଁ ଲଗାଇକରି ଛାଡି ଦିଅନ୍ତୁ ।

ତାପରେ ମାଇଲ୍ଡ ସାମ୍ପୁରେ ବାଳକୁ ଧୋଇ ଦିଅନ୍ତୁ । ୨ ଥର ମାସ୍କକୁ ବ୍ୟବହାର କରନ୍ତୁ । ଏହା ଦ୍ୱାରା ରୁପି ସମସ୍ୟା ଦୁର ହୋଇଯିବ । ଯଦି ଆପଣଙ୍କ ବାଳ ରୁକ୍ଷତା ହେଉଛି ତେବେ ମେଥିର ମଞ୍ଜିକୁ ପେସିକରି ତାକୁ ନଡିଆ କିମ୍ବା ବାଦାମ ତେଲରେ ଲଗାନ୍ତୁ । ଏଥିରୁ ବାଳ ସାଇନ୍ ଓ ସଫ୍ଟ ହୋଇଯିବ । ମେଥିକୁ ୨ କପ୍ ପାଣିରେ ବତୁରାଇ ମୁହଁରେ ଲଗାନ୍ତୁ । ଏହା ଚେହେରା ଚିକ୍କଣ କରିବ ।

ବାଳକୁ ସୁସ୍ଥ୍ୟ ରଖିବା ପାଇଁ ସପ୍ତାହକୁ ୨ ଥର ମେଥିକୁ ପାଣିରେ ଧୋଇନିଅନ୍ତୁ । ଏଥିପାଇଁ ମେଥିକୁ ରାତି ସାରା ପାଣିରେ ବତୁରାଇ ରଖନ୍ତୁ ଓ ସକାଳୁ ତାହାର ବ୍ୟବହାର ବାଳ ଧୋଇବା ପାଇଁ କରନ୍ତୁ । ୨ ଚାମଚ ବତୁରାଇଥିବା ମେଥିର ପତ୍ରକୁ ଗ୍ରାଇଣ୍ତିଙ୍ଗ୍ କରିନିଅନ୍ତୁ । ଏହି ପେଷ୍ଟକୁ ବାଳରେ ଲଗାଇ କିଛି ସମୟ ପରେ ସାମ୍ପୁ ଲଗାଇ ବାଳକୁ ଧୋଇ ଦିଅନ୍ତୁ । ନିୟମିତ ରୁପରେ ଏହାର ବ୍ୟବହାର କରିବା ଦ୍ୱାରା ବାଳ ଝଡିବା ସମସ୍ୟା ଦୂରେଇଯାଇଥାଏ । ଏହାର ପେଷ୍ଟକୁ ଲଗାତାର ସାତ ଦିନ ଯାଏଁ ବ୍ୟବହାର କଲେ ନୂଆ ବାଳ ଉତ୍ପନ୍ନ ହୋଇଥାଏ । ପୋଟାସିୟମ୍ ଥିବା କାରଣରୁ ମେଥିର ସେବନ କଲେ ବାଳ ଝଡିବାରୁ ରୋକି ଥାଏ ।

ଏବେ ହିଁ ଏ ପୋଷ୍ଟକୁ ସେୟାର କରି, ସମସ୍ତଙ୍କୁ ଜଣାନ୍ତୁ, ଯଦି ଆପଣଙ୍କୁ ଏହି ସ୍ୱାସ୍ଥ୍ୟ ଟିପ୍ସ ପସନ୍ଧ ଆସିଥାଏ, ତଳେ ଗୋଟିଏ ଲାଇକ ନିଶ୍ଚୟ କରିବେ.

Leave a Reply

Your email address will not be published. Required fields are marked *