ଆପଣଙ୍କର ସୁଗାର ରୋଗ ଯେତେବି ବଢିଥାଉ ନାକାହିଁକି ଏହା ବହୁତ କମ ଦିନରେ କମିଯିବ । ଆପଣ ଯଦି କାଢା କରି ପିଉଛନ୍ତି ତେବେ ବହୁତ ଶୀଘ୍ର ଭଲ ହୋଇଯିବ । ଆଜି ଆମେ ଆପଣଙ୍କୁ କହିବୁ ଘରେ ରହି ମଧ୍ୟ ଏହି ରୋଗରୁ ମୁକ୍ତି ମିଳିବ । ଆଜି ଆମେ କହିବୁ ଆପଣଙ୍କୁ ୩ଟି ଉପାୟ କହିବୁ । ଗୋଟିଏ ହେଉଛି କାଢା ଓ ଆଉ ଦୁଇଟି ହେଉଛି ସକାଳୁ ଖାଲି ପେଟରେ ଖାଇବେ ।
ଆସନ୍ତୁ ଜାଣିବା ଆୟୁର୍ବେଦ ହିସାବରେ ଆପଣଙ୍କୁ କେଉଁଠି ପାଇଁ ମଧୁ ମେହ ରୋଗ ହୋଇଥାଏ ଓ ଏହାକୁ କିପରି ଆପଣ କମାଇବେ । ଭାରତୀୟ ଖାଇବା ଅନୁସାରେ ଯେଉଁ ମାନେ ବହୁତ ଭାତ ଖାଇଥାନ୍ତି ସେମାନଙ୍କୁ ଅଧିକ ପରିମାଣରେ ମଧୁ ମେହ ରୋଗରେ ପରିଣତ ହୋଇଥାଏ । ଡାଇବେଟିସ କେବଳ ଚିନି ଖାଇବା ଦ୍ଵାରା ହୋଇ ନଥାଏ ।
ଏହା ବହୁତ ପ୍ରକାରର ମାଧ୍ୟମରେ ହୋଇଥାଏ । ନିଜ ଭିତରେ ଥିବା ଥିବା ଏକ କୋଷ ସଠିକ ଭାବରେ କାମ ନକରିବା ହେତୁ ଏହି ରୋଗ ଆପଣଙ୍କୁ ହୋଇଥାଏ । ଆପଣ ମାନେ ଜାଣିଥିବେ ଯେଉଁ ମାନେ ବହୁତ ବୁଢା ବା ବୁଢୀ ହୋଇଥାନ୍ତି ସେମାନେ ଚିନି ପଡିଥିବା ଚାହା ପିଅନ୍ତି କିନ୍ତୁ ଏହା ପରେ ମଧ୍ୟ ତାଙ୍କର କିଛି ଅସୁବିଧା ଦେଖାଯାଏ ନାହିଁ ।
ଏହାର କାରଣ ହେଉଛି ଯେଉଁ ମାନଙ୍କୁ ଆପଣ ମାନେ କେବେ କଷ୍ଟ କାମ କରନ୍ତି ନାହିଁ ଓ କେବେ ହେଲେ ପରିଶ୍ରମ କରନ୍ତି ନାହିଁ । ଯେଉଁ ମାନେ ପ୍ରତିଦିନ ଯୋଗ କପାଳ ଭାରତୀ କରିଥାନ୍ତି ସେମାନେ ଯାହା ଖାଇବେ ତାଙ୍କର କିଛି ବି ଅସୁବିଧା ହେବ ନାହିଁ । ଯଦି ଆପଣଙ୍କୁ ମଧୁ ମେହ ରୋଗ ହୋଇଛି ତେବେ ଆପଣ ପ୍ରତିଦିନ ଓଲମ ବିଲମ କରୁଛନ୍ତି ତେବେ ଏହା ପୁରା ଭଲ ଭାବରେ ଭଲ ହୋଇଯିବ ।
ଯେଉଁ ମାନଙ୍କୁ ମଧୁ ମେହ ରୋଗ ହୋଇଥିବ ସେମାନେ ଏକ ମାଟିର ପାତ୍ରରେ ମେଥିକୁ ଭିଯାଇ ରଖିବେ । ଏହାକୁ ଆପଣ ପ୍ରତିଦିନ ସକାଳୁ ଉଠି ପିଇବା ଦରକାର । ସେଥିରେ ଦୁଇଟି ନିମ ପତ୍ର ଓ ତୁଲସୀ ଦୁଇଟି ଏବଂ ସୁଣ୍ଠି ଏକ ଚାମଚ ପକାଇ ଅଳ୍ପ ଆଞ୍ଚରେ ଉଷୁମ କରି କାଢା କରନ୍ତୁ । ଏହାକୁ ଥଣ୍ଡା କରି ପ୍ରତି ସପ୍ତାହକୁ ଥରେ ଓ ଦିନକୁ ଦୁଇ ଥର ପିଇବା ନିହାତି ଦରକାର ।
ଏହା ସହିତ କପାଳ ଭାରତୀ ଯୋଗ ମଧ୍ୟ ନିହାତି କରିବା ଦରକାର । କାରଣ ଡାଇବେଟିସ ରୋଗ ହୋଇଥାଏ କେବେଳ ପେଟ ସମସ୍ୟା ଯୋଗୁଁ ହୋଇଥାଏ । ଯେଉଁ ମାନଙ୍କୁ ଡାଇବେଟିସ ଅଛି ସେମାନେ ରୁଟି ଖାଇବା କମ କରନ୍ତୁ । ସକାଳେ ବେଳେ ବେଳେ ଆପଣ ଫଳ ଖାଇବା ଦରକାର । ଗିଲୟ ଜୁଷ ମଧ୍ୟ ଆପଣଙ୍କ ପାଇଁ ବହୁତ ଭଲ ହେବ ।
ଏହା ସହିତ ଆପଣ ଯଦି ଏହାକୁ ୩ ରୁ ୪ ମାସ ପର୍ଯ୍ୟନ୍ତ ଖାଉଛନ୍ତି ତେବେ ଆପଣଙ୍କର ରୋଗ ପ୍ରତି ସେଧକ ଶକ୍ତି ବଢିଥାଏ ଓ ବଳ ମଧ୍ୟ ବଢିଥାଏ । ଏହା ଖାଇବା ଦ୍ଵାରା ଡାଇବେଟିସ ମଧ୍ୟ କମ ହୋଇଥାଏ । ଯୋଗ କରିବା ନିହାତି ଦରକାର କାରଣ ଏଥିରେ ଆପଣଙ୍କର ବହୁତ ରୋଗ ଭଲ ହେବ ଓ ଏହା କରିବା ଫଳରେ ନିଜ ଭିତରେ ଥିବା ସବୁ ବେଳେ ସତେଜ ଅନୁଭବ କରିବେ ।
ଗିଳୟକୁ ଆପଣ ଛୋଟ କାଟି ଏହାକୁ ଆପଣ କୁଟି ପାଉଡରରେ ପାଣି ମିଶାନ୍ତୁ ଓ ଏହାକୁ ଆପଣ ଅଳ୍ପ ଉଷୁମ କରି ଓ ଏଥିରେ ଅଳ୍ପ ଡାଲଚିନି ପକାଇ ପିଇବା ଦ୍ଵାରା ଏହି ରୋଗ ପୁରା କମିଯାଏ । ଆପଣ ଯଦି ସବୁ ବେଳେ ଭର ପୁର ପାଣି ପିଉଛନ୍ତି ତେବେ ଏହା ମଧ୍ୟ ବହୁତ କମାଇ ଦିଏ ।